Browsing Category

National

ଇଲେକ୍ଟ୍ରିକ୍ ବସକୁ ଗ୍ରୀନ ସିଗନାଲ୍ ଦେଲେ ଦିଲ୍ଲୀ ସରକାର; ମଙ୍ଗଳବାର ଠାରୁ ଗଡିବ ବସ, ତିନି ଦିନ ମାଗଣାରେ ଯାତ୍ରା…

ରାଜଧାନୀର ଲକ୍ଷ ଲକ୍ଷ ଯାତ୍ରୀଙ୍କ ପରିବହନକୁ ଦୃଷ୍ଟିରୁ ଦିଲ୍ଲୀ ସରକାର ଏକ ନୂତନ ଉପହାର ଦେବାକୁ ଯାଉଛନ୍ତି। ଦିଲ୍ଲୀର କେଜ୍ରିୱାଲ ସରକାର ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଦିନ ପ୍ରାୟ 150 ଟି ଇଲେକ୍ଟ୍ରିକ୍ ବସ୍ ଫ୍ଲାଗ୍…
Read More...

ଖୁବଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ୍ କାମ: ଜୁନରେ ୧୨ ଦିନ ବନ୍ଦ ବ୍ୟାଙ୍କ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆପଣ ଜୁନ୍ ମାସରେ କିଛି ବ୍ୟାଙ୍କ କାମ କରିବାର ଯୋଜନା ରଖିଛନ୍ତି କି ? ଯଦି ହଁ, ତେବେ ଏହି ଖବରଟି ନିହାତି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୨ ଜୁନ୍ ମାସ…
Read More...

ବିହାର ବିଧାୟକଙ୍କ ଉପରେ କଟକଣା: ରାଜ୍ୟ ବାହାରକୁ ଯିବା ମନା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିହାର ରାଜନୀତିରେ ହଇଚଇ। ନୀତୀଶ ସରକାରରେ ଘଡିକେ ଘୋଡା ଛୁଟୁଛି । କେତେବେଳେ କ’ଣ ହେବ କହି ହେବନାହିଁ। ତେଣୁ ବିଧାୟକଙ୍କ ଉପରେ କଟକଣା ଲଗାଇଛନ୍ତି ଜେଡିୟୁ ସରକାର। ଜାରି ହୋଇଛି ୭୨ ଘଣ୍ଟିଆ…
Read More...

ଅମରନାଥ ଯାତ୍ରା ପୂର୍ବରୁ TRFର ଧମକପୂର୍ଣ୍ଣ ଚିଠି

ଓଡିଆ ନ୍ୟୁଜ୍ (ବ୍ୟୁରୋ): କରୋନା ମହାମାରୀ ହେତୁ ନିରନ୍ତର ସ୍ଥଗିତ ରହିବା ପରେ ଅମରନାଥ ଯାତ୍ରା ଜୁନ୍ ମାସରେ ଆରମ୍ଭ ହେବାକୁ ଯାଉଛି, ବର୍ତ୍ତମାନ ଅମରନାଥ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି। ଏଥର ଲକ୍ଷ ଲକ୍ଷ…
Read More...

ଜ୍ଞାନବାପି ମସଜିଦ ମାମଲା: ସୁପ୍ରିମକୋର୍ଟରେ ଦାଖଲ ହେଲା ଏକ ନୂଆ ଆବେଦନ, ଜାଣନ୍ତୁ କଣ ରହିଛି ଆବେଦନକାରୀଙ୍କ ଦାବି

ଜ୍ଞାନବାପି ମସଜିଦ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ଆଡଭୋକେଟ୍ ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନ କରିଛନ୍ତି। ଉପାଧ୍ୟାୟ ସୁପ୍ରିମକୋର୍ଟରେ ହସ୍ତକ୍ଷେପ ଆବେଦନ କରି ଜ୍ଞାନବାପି ମସଜିଦ ମାମଲାରେ…
Read More...

ମଙ୍କିପକ୍ସକୁ ନେଇ କୋକୁଆ ଭୟ: ସତର୍କ କରାଇଲା WHO

ଓଡିଆ ନ୍ୟୁଜ୍ (ବ୍ୟୁରୋ) ମଙ୍କିପକ୍ସକୁ ନେଇ ବଢ଼ୁଛି ଚିନ୍ତା । କରୋନା ପରେ ଏବେ ମଙ୍କିପକ୍ସକୁ ନେଇ ସବୁଠି କୋକୁଆ ଭୟ । ଏଯାଏଁ ସାରା ବିଶ୍ୱରେ ଶହେରୁ ଅଧକ ମାମଲା ଚିହ୍ନଟ ହୋଇସାରିଲାଣି । ଏସବୁ ଭିତରେ ସତର୍କ କରାଇଛି ବିଶ୍ୱ…
Read More...

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ: ବିମାନ ଉଡାଣ ବାଧାପ୍ରାପ୍ତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ଖରାପ ପାଗ ଲାଗି ରହିଥିବାରୁ ବିମାନ ଉଡାଣରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ପାଗକୁ ଦୃଷ୍ଟିରେ ରଖି ବିଳମ୍ବରେ ବିମାନ ଚଳାଚଳ…
Read More...

ଜିଲ୍ଲା ଜଜ୍ କୋର୍ଟରେ ଆଜି ଜ୍ଞାନବାପୀ ଶୁଣାଣି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜ୍ଞାନବାପୀ ମାମଲାର ଶୁଣାଣି ସୋମବାର ଜିଲ୍ଲା ଜଜଙ୍କ କୋର୍ଟରେ ଅନୁଷ୍ଠିତ ହେବ। ଜିଲ୍ଲା ଜଜଙ୍କ କୋର୍ଟରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଠ ସପ୍ତାହ ମଧ୍ୟରେ ଏହି ମାମଲାର…
Read More...

ତାଲିବାନୀ ଶାସନର କଠୋରତା: ବୁର୍ଖା ପିନ୍ଧି ଖବର ପଢିଲେ ଉପସ୍ଥାପିକା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୀମା ଟପିଲା ଆଫଗାନର ତାଲିବାନୀ ଶାସନ । ଗୋଟିଏ ପରେ ଗୋଟିଏ କଠୋର କଟକଣା ଲଗାଇ ଚାଲିଛନ୍ତି ତାଲିବାନୀ । ଆଫଗାନିସ୍ତାନରେ ତାଲିବାନ ଶାସକ ନିଜର କଠୋରତା ବୃଦ୍ଧି କରୁଛନ୍ତି । ରବିବାର ତାଲିବାନ ଏହାର…
Read More...

ଖୁବଶୀଘ୍ର ତାଇୱାନ ଉପରେ ଆକ୍ରମଣ କରିବ ଚୀନ୍ !

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚୀନ୍ ଖୁବଶୀଘ୍ର ତାଇୱାନ ଉପରେ ଆକ୍ରମଣ କରିବାକୁ ଯାଉଛି କି? ଆମେରିକାର ତାଇୱାନ ଉପରେ ସେ ଏତେ ବିରକ୍ତ ଯେ ସେ ସେଠାରେ ଋଷର ସୌନ୍ୟବାହିନୀକୁ ୟୁକ୍ରେନକୁ ପଠାଇବାକୁ ଚିନ୍ତା କରୁଛନ୍ତି? ଯଦି ଏକ…
Read More...