Browsing Category

National

ଇଣ୍ଡିଗୋର ନୂଆ ସିଇଓ ପିଟର ଇଲବର୍ସ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ପିଟର ଇଲବର୍ସ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋର ନୂଆ ସିଇଓ । ଅକ୍ଟୋବର ୧ରୁ ଏନେଇ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ। ୨୦୧୪ରୁ ପିଟର କେଏଲଏମ ରୟାଲ ଡଚ ଏୟାରଲାଇନ୍ସର ସଭାପତି…
Read More...

ଶିନା ବୋରା ହତ୍ୟା ମାମଲା: ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ମୁମ୍ବାଇର ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୬ ବର୍ଷ ଜେଲରେ ଥିବାରୁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ଇନ୍ଦ୍ରାଣୀ ଯୁକ୍ତି କରିଥିଲେ ଯେ…
Read More...

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି; ଏ.ଜି. ପେରାରିଭଲନଙ୍କୁ ମୁକ୍ତ କରିବାକୁ ଦେଲେ…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏଜି ପେରାରିଭଲନଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା…
Read More...

ଭାରତରେ ବଢୁଛି ସ୍ପାମ୍ କଲ ସଂଖ୍ୟା, ମାନସିକ ସନ୍ତୁଳନ ହରାଉଛନ୍ତି ୟୁଜର

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଭାରତରେ ବଢୁଛି ସ୍ପାମ୍ କଲ ସଂଖ୍ୟା। ପ୍ରତ୍ୟେକଦିନ ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବେ। ହଁ ଆଜ୍ଞା, ବିଶ୍ବରେ ସର୍ବାଧିକ ସ୍ପାମ କଲର ସାମ୍ନା କରୁଛନ୍ତି ଭାରତୀୟ। ଲୋକାଲ ସର୍କଲ ପକ୍ଷରୁ…
Read More...

ହାତ ଛାଡ଼ିଲେ ହାର୍ଦ୍ଦିକ, ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଗୁଜୁରାଟ ବିଧାନସଭା ନିର୍ବାଚନ ଯେତେଯେତେ ପାଖେଇ ଆସୁଛି ସେତେସେତେ ସଂଗ୍ରେର ଅନ୍ତଃକନ୍ଦର ଉଗ୍ରରୂପ ନେଉଛି । ତେବେ ଏହାରି ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ହାତ ଛାଡ଼ିଛନ୍ତି ହାର୍ଦ୍ଦିକ…
Read More...

କାଶ୍ମୀର ପଣ୍ଡିତଙ୍କୁ କଥା ଦେଲେ ଆଇଜିପି ବିଜୟ କୁମାର; ଆପଣଙ୍କୁ ସୁରକ୍ଷା ଦେବା ଆଜିଠୁ ମୋର ଦାୟିତ୍ଵ

କାଶ୍ମୀର ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ ପୋଲିସ ବିଜୟ କୁମାର ମଙ୍ଗଳବାର କାଶ୍ମୀର ହିନ୍ଦୁମାନଙ୍କୁ କାଶ୍ମୀର ଛାଡି ନଯିବାକୁ ନିବେଦନ କରିଛନ୍ତି ଯେ ଯଦି ସେମାନେ କାଶ୍ମୀରରୁ ପଳାୟନ କରନ୍ତି ତେବେ ସେମାନେ କେବଳ ଆତଙ୍କବାଦୀ…
Read More...

କେତେକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ ; ଜାଣନ୍ତୁ ସମ୍ପୂର୍ଣ୍ଣ…

ସୁପ୍ରିମକୋର୍ଟ କଲେଜିୟମ କେତେକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସ୍ଥାନ ବଦଳାଇବାକୁ ସୁପାରିଶ କରିଛନ୍ତି। ଏହା ଅଧୀନରେ ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ…
Read More...

ପାକିସ୍ଥାନକୁ ଚେତାବନୀ ଦେଲା ଭାରତ; ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାର ପାକିସ୍ତାନର କୌଣସି ଅଧିକାର…

ଜାମ୍ମୁ କାଶ୍ମୀରର ସୀମାବଦ୍ଧତା ଉପରେ ପାକିସ୍ତାନ ସଂସଦରେ ପାରିତ ହୋଇଥିବା ସଂକଳ୍ପକୁ ଭାରତ ତାଗିଦ କରିବା ସହ ପ୍ରତ୍ୟାଖ୍ୟାନ କରିଛି। ଜାମ୍ମୁ କାଶ୍ମୀରକୁ ନେଇ ଏହି ପଦକ୍ଷେପ ପାଇଁ ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା…
Read More...

ଅମରନାଥ ଯାତ୍ରାର ସୁରକ୍ଷା ପ୍ରସ୍ତୁତି ଉପରେ ଅମିତ ଶାହାଙ୍କ ହାଇ ଲେବଲ ବୈଠକ; ବିମାନ ସେବା ବୃଦ୍ଧି କରିବା ସହିତ ଅନେକ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାର ସୁରକ୍ଷା ସମୀକ୍ଷା କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ଏଥିରେ ସେ ଯାତ୍ରୀମାନଙ୍କ ଆବଶ୍ୟକତା ଅନୁଯାୟୀ ଶ୍ରୀନଗରରେ ବିମାନ ସେବା ବୃଦ୍ଧି କରିବା ସହିତ ଅନେକ…
Read More...

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲା: ଗୁଜୁରାଟ ଏଟିଏସର ବଡ ସଫଳତା, ମୁମ୍ବାଇ ସିରିଏଲ ବିସ୍ଫୋରଣର ୪ ଆତଙ୍କବାଦୀ ଗିରଫ

୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ ଚାରି ଜଣ ଫେରାର ଆତଙ୍କବାଦୀଙ୍କୁ ଗିରଫ କରିଛି। କୁଖ୍ୟାତ ମାଫିଆ ଡନ୍ ଦାଉଦ୍ ଇବ୍ରାହିମଙ୍କ ନିକଟ ଚାରିଜଣ ଫେରାର ଆତଙ୍କବାଦୀ ଏବଂ ମୁମ୍ବାଇ ବିସ୍ଫୋରଣରେ…
Read More...