Browsing Category

National

ମୋଦୀ ସରକାରଙ୍କ ବଡ଼ ନିଷ୍ପତି ; ଜଷ୍ଟିସ୍ ଫର୍ ଶିଖ ସହ ଜଡିତ ଆପ୍, ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆ ଆକାଉଣ୍ଟ ବ୍ଲକ କଲା…

ଖାଲିସ୍ତାନୀ ସଂଗଠନ 'ଶିଖ୍ ଫର ଜଷ୍ଟିସ୍' ବିରୋଧରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ 'ଶିଖ୍ ଫର ଜଷ୍ଟିସ୍' ସହିତ ଲିଙ୍କ୍ ହୋଇଥିବା ଆପ୍, ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆ…
Read More...

ହିମାଚଳ ପ୍ରଦେଶର ବାଣ କାରଖାନାରେ ବିସ୍ଫୋରଣ; ୭ ମୃତ,୧୨ ଆହତ

ହିମାଚଳ ପ୍ରଦେଶର ଉନା ଜିଲ୍ଲାରର ଏକ ବାଣ କାରଖାନାରେ ବିସ୍ଫୋରଣ ହେତୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିସହିତ ୧୨ ଜଣ କର୍ମଚାରୀ ପୋଡି ଯାଇଛନ୍ତି, ସେମାନଙ୍କୁ…
Read More...

ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବାତିଲ ଦାବି; ଆସନ୍ତାକାଲି ସୁପ୍ରିମକୋର୍ଟ କରିବ ଶୁଣାଣି

କେନ୍ଦ୍ରୀୟ ବୋର୍ଡ, NIOS ଏବଂ ରାଜ୍ୟଗୁଡିକର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଏକ ବଡ ଅପଡେଟ୍ ଆସିଛି। ୨୦୨୧-୨୨ ବର୍ଷ ପାଇଁ ଅଫଲାଇନ୍ ମୋଡରେ ସମସ୍ତ ବୋର୍ଡର କ୍ଲାସ୍ ୧୦ ଏବଂ କ୍ଲାସ୍ ୧୨ ପରୀକ୍ଷାର ଆଚରଣକୁ…
Read More...

ବୟାନକୁ ନେଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ;ସମାଜବାଦୀ ପାର୍ଟିକୁ ଟାର୍ଗେଟ,ମୁହଁ ଖୋଲିଲେ ଅଖିଳେଶ ଯାଦବ

ୟୁପିରେ ତୃତୀୟ ପର୍ଯ୍ୟାୟ ଭୋଟ୍ ହୋଇଛି। ଏହାରି ଭିତରେ ନିଜ ବୟାନକୁ ନେଇ ଏବେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଅଯୋଧ୍ୟାରେ ଏକ ସାଧାରଣ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଯଦି…
Read More...

ମଣିପୁରର ଏକ ସାଧାରଣ ସଭାରେ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ଆଗକୁ ଅଛି ମଣିପୁର ନିର୍ବାଚନ, କଂଗ୍ରେସକୁ…

ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଛି। ପଞ୍ଜାବ, ଗୋଆ ଏବଂ ଉତ୍ତରାଖଣ୍ଡରେ ମତଦାନ ଶେଷ ହୋଇଛି। ତେବେ ୟୁପିରେ ତୃତୀୟ ପର୍ଯ୍ୟାୟ ଭୋଟ୍ ହୋଇଛି। ମଣିପୁରର ଏବେ ବି ଭୋଟ୍ ଗ୍ରହଣ ବାକି ଅଛି। ଏହାରି…
Read More...

ସୁପରଫାଷ୍ଟ ଅପେକ୍ଷା ତୀବ୍ର ହେବ ଏବେ ଟ୍ରେନ ଯାତ୍ରା; ଦିଲ୍ଲୀରୁ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଲିବ ଟ୍ରେନ୍

ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଟ୍ରେନରେ ଯାତ୍ରା କରିବା ସୁପରଫାଷ୍ଟ ଅପେକ୍ଷା ତୀବ୍ର ହେବ। ରେଳବାଇ କିଛି ମାର୍ଗରେ ଟ୍ରେନର ବେଗକୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରୁଛି।…
Read More...

ହ୍ରାସ ପାଉଛି କରୋନା ସଂକ୍ରମଣଙ୍କ ସଂଖ୍ୟା; ୨୪ ଘଣ୍ଟା ମଧ୍ୟରେ ୩୪,୨୨୬ ସୁସ୍ଥ, ୨୩୫ ମୃତ୍ୟୁ

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜି ୧୩,୪୦୫ ଟି କରୋନା ସଂକ୍ରମଣର ନୂଆ ରିପୋର୍ଟ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩୪,୨୨୬ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୨୩୫…
Read More...

କୋର୍ବେଭାକ୍ସକୁ ଟୀକାକୁ ଡିସିଜିଆଇର ଅନୁମତି; ୧୨ ରୁ ୧୮ ବର୍ଷର ପିଲାଙ୍କୁ ମିଳିବ ଏହି ଟୀକା

ଦେଶରେ କରୋନା ମହାମାରୀ ବିରୋଧରେ ଲଢେ଼ଇ ଜାରି ଥିବାବେଳେ ଏହାରି ଭିତରେ ଆଉ ଏକ ଟିକାକୁ ମିଳିଛି ଅନୁମୋଦନ। ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ  ବାୟୋଲୋଜିକାଲ-ଇ ଦ୍ବାରା…
Read More...

ଉଜ୍ଜୈନରେ ମହାଶିବରାତ୍ରୀରେ ଜଳିବ ୨୧ ଲକ୍ଷ ଦୀପ; ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ ପ୍ରବେଶ କରିବାକୁ ପ୍ରସ୍ତୁତ

ମହାଶିବରାତ୍ରୀରେ ମହାକାଳ ନଗରୀର ଉଜ୍ଜୈନରେ ଏକ ନୂତନ ଇତିହାସ ସୃଷ୍ଟି ହେବ ଉଜ୍ଜୈନ ସହରକୁ ୨୧ ଲକ୍ଷ ଦୀପ ସହିତ ଆଲୋକିତ କରାଯିବ। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଏବଂ ଲିମ୍କା ବୁକ୍ ଅଫ୍ ରେକର୍ଡରେ  ସହରର ନାମ…
Read More...

ଭାରତୀୟ ନୌସେନାର ଶକ୍ତି ହେବ ଦ୍ଵିଗୁଣିତ; ଆସୁଛି ୩ଟି MH-60R ମଲ୍ଟି ରୋଲ୍ ହେଲିକପ୍ଟର

ଭାରତୀୟ ନୌସେନାର ଶକ୍ତି ବର୍ତ୍ତମାନ ବହୁଗୁଣିତ ହେବାକୁ ଯାଉଛି। ଖବର ଅନୁଯାୟୀ, ଜୁଲାଇ ମଧ୍ୟଭାଗରେ ନୌସେନାକୁ ୩ଟି MH-60R ମଲ୍ଟି ରୋଲ୍ ହେଲିକପ୍ଟରର ପ୍ରଥମ ବ୍ୟାଚ୍ ପାଇବାକୁ ଯାଉଛି। ଏହି ହେଲିକପ୍ଟରଗୁଡିକ ଜାହାଜରେ…
Read More...