Browsing Category

#Odianews

ଲକ୍ଷ୍ମୀ ବସ୍‌ ଯୋଜନାର ହେବ ଖୋଳତାଡ଼

ଓଡ଼ିଆ ନ୍ୟୁଜ୍: ଲକ୍ଷ୍ମୀ ବସ୍‌ ଓ ଆମ ବସ୍‌ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର। ଯୋଜନାରେ ଟଙ୍କା ବ୍ୟୟକୁ ନେଇ ହେବ ତଦନ୍ତ। ୟୁସି ଦାଖଲ, ପରାମର୍ଶଦାତା ନିଯୁକ୍ତି, ମାଗଣା ଯାତ୍ରା ବାବଦରେ ମଗାଗଲା ତଥ୍ୟ। ବାଣିଜ୍ୟ ଓ…
Read More...

ISI ଲିଙ୍କ, ୯ ସନ୍ଦିଗ୍ଧ ଆତଙ୍କୀ ଗିରଫ

ଓଡ଼ିଆ ନ୍ୟୁଜ୍: ISI ଲିଙ୍କରେ ୯ ସନ୍ଦିଗ୍ଧ ଆତଙ୍କୀ ଗିରଫ । ୯ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିଲା ଦିଲ୍ଲୀ ପୋଲିସ । ଦେଶର ପ୍ରମୁଖ ସହରରେ ଆକ୍ରମଣ ପାଇଁ କରୁଥିଲେ ଯୋଜନା। ଗିରଫ ହୋଇଥିବା ବ୍ୟକ୍ତିମାନେ ପାକିସ୍ତାନ…
Read More...

ଅପରେସନ୍ ସିନ୍ଦୂର 2.0 ପାଇଁ ପ୍ରସ୍ତୁତ: ସେନା ମୁଖ୍ୟ

ଓଡ଼ିଆ ନ୍ୟୁଜ୍: ଅପରେସନ୍ ସିନ୍ଦୂରକୁ ନେଇ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ପ୍ରତିକ୍ରିୟା। ଅପରେସନ୍ ସିନ୍ଦୂର ଜାରି ରହିଛି, କେବଳ ଅସ୍ଥାୟୀ ଭାବେ ବନ୍ଦ ଅଛି।ଅପରେସନ୍ ସିନ୍ଦୂର 2.0 ଯଦି ହୁଏ ୩ ସେନା…
Read More...

ଆଡମିଟ୍‌ ପୂର୍ବରୁ ଆୟୂଷ୍ମାନ କାର୍ଡରେ ଟେଷ୍ଟ: ସ୍ବାସ୍ଥ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ଆୟୂଷ୍ମାନ ସ୍ବାସ୍ଥ୍ୟ ସେବାକୁ ନେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା। ଆଡମିଟ୍‌ ପୂର୍ବରୁ ଆୟୂଷ୍ମାନ କାର୍ଡରେ ହେବ ସବୁ ମେଡିକାଲ୍‌ ପରୀକ୍ଷା।ରୋଗୀ ହସ୍ପିଟାଲ୍‌ରେ ଆଡମିଟ୍‌ ହେବାର ୩ ଦିନ ପୂର୍ବରୁ…
Read More...

ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୂନ୍ୟ ସହନଶୀଳତା। ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲା ବହିଷ୍କୃତ। ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ବରଖାସ୍ତ…
Read More...

କନ୍ଧମାଳରୁ କାଶ୍ମୀର ଗଞ୍ଜେଇ ନେଟୱର୍କ: ୨ ଗିରଫ

ଓଡ଼ିଆ ନ୍ୟୁଜ୍: ୨ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା NCB। କାଶ୍ମୀରରୁ ଗିରଫ କରି ଉଭୟଙ୍କୁ ଭୁବନେଶ୍ବର ଆଣିଲା ଏନ୍‌ସିବି। କନ୍ଧମାଳରୁ କାଶ୍ମୀର ଗଞ୍ଜେଇ ଚାଲାଣ କରୁଥିଲେ। କାଶ୍ମୀରରୁ ଫଳ ଭର୍ତ୍ତି ଗାଡ଼ି…
Read More...

ରାଜଧାନୀରେ ଦୁର୍ଘଟଣା: ଜଣେ ମୃତ

ଓଡ଼ିଆ ନ୍ୟୁଜ୍: କାର୍ ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ।ଦୁର୍ଘଟଣାରେ ୨ ଜଣ ଗୁରୁତର ମେଡିକାଲରେ ଭର୍ତ୍ତି।ଚନ୍ଦ୍ରଶେଖରପୁର ଆଚାର୍ଯ୍ୟ ହରିହର କଲେଜ ଛକ ନିକଟରେ ଦୁର୍ଘଟଣା।ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର…
Read More...

କାରକୁ 500 ମିଟର ଘୋଷାଡ଼ି ନେଲା ହାଇୱା

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ଗଙ୍ଗୁଆ ନାଳ ବ୍ରିଜ ଉପରେ ଦୁର୍ଘଟଣା। କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ହାଇୱା। ଅଳ୍ପକେ ବର୍ତ୍ତିଗଲେ କାରରେ ଥିବା ଦାଦା ଓ ଝିଆରି।ଫେରାର ହାଇୱାକୁ ଗୋଡ଼ାଇ ଗୋଡ଼ାଇ କାବୁ କଲା…
Read More...

ଆଜି ସାରା ରାଜ୍ୟକୁ ବର୍ଷା ଆଲର୍ଟ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଆଶ୍ବସ୍ତି ଆଣିବ ତାତି। ଆଜି କଳାବୈଶାଖୀ ବର୍ଷା ନେଇ ଆଲର୍ଟ।ରାଜ୍ୟରେ ତାତି କମିଛି । ଆଗକୁ ଆହୁରି କମିବ । କିନ୍ତୁ ଗରମ ଓ ଗୁଳୁଗୁଳି ଜାରି ରହିପାରେ । ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବା…
Read More...

ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର

ଓଡ଼ିଆ ନ୍ୟୁଜ୍: ଝାରସୁଗୁଡ଼ା ରେଙ୍ଗାଲିରେ ପୋଲିସର ଏନ୍‌କାଉଣ୍ଟର। ଡକାୟତି ଯୋଜନା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନ୍‌କାଉଣ୍ଟର। ବ୍ରଜରାଜନଗର ଗାନ୍ଧିଛକ ବାସିନ୍ଦା ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ। ପୋଲିସର…
Read More...