Browsing Category

#Odianews

ଟ୍ରେନ୍‌ ଧକ୍କାରେ ଶୁଭମିତ୍ରାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍: ରେଳ ଲାଇନ୍‌ ପାର୍ ହେବା ବେଳେ ଧକ୍କାଦେଲା ଟ୍ରେନ୍। ପଟିଆ ଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର। ଦମ୍ପତି ମୃତ କନେଷ୍ଟବଳ ଶୁଭମିତ୍ରାଙ୍କ ସମ୍ପର୍କୀୟ ହୋଇଥିବା…
Read More...

ଯାତ୍ରୀଙ୍କୁ ‘ଆମ ବସ୍‌’ କଣ୍ଡକ୍ଟରଙ୍କ ଥାପଡ଼ ମାଡ଼ ଘଟଣା, କଣ୍ଡକ୍ଟର ବହିଷ୍କୃତ !

ଓଡ଼ିଆ ନ୍ୟୁଜ୍: ଯାତ୍ରୀଙ୍କୁ ‘ଆମ ବସ୍‌’ କଣ୍ଡକ୍ଟରଙ୍କ ଥାପଡ଼ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସମ୍ପୃକ୍ତ ଗାଇଡ (କଣ୍ଡକ୍ଟର)କୁ ଚାକିରିରୁ ବହିଷ୍କାର କଲା CRUT। ଏଥିସହ ଘଟଣା ପାଇଁ ‘ଏକ୍ସ’ ଜରିଆରେ ଦୁଃଖ ପ୍ରକାଶ କଲା।…
Read More...

ଆଗାମୀ ୪ ଦିନ ପ୍ରବଳ ବର୍ଷା

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଡ଼ଘଡ଼ି ବର୍ଷା ହୋଇଛି।  ଆଗାମୀ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ମାନଙ୍କରେ ବର୍ଷା…
Read More...

ଅନାସ୍ଥା ସମ୍ପର୍କରେ ଦଳ ଠିକ୍‌ ସମୟରେ ନିଷ୍ପତ୍ତି ନେବ: ପ୍ରସନ୍ନ ଆଚାର୍ଯ୍ୟ

ଓଡ଼ିଆ ନ୍ୟୁଜ୍: ଅନାସ୍ଥା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନି କହିଲେ ପ୍ରସନ୍ନ ଆଚାର୍ଯ୍ୟ।ନବୀନ ନିବାସରେ ବୈଠକ ପରେ ଗଣମାଧ୍ୟମକୁ ଏପରି କହିଲେ। ‘ବାଚସ୍ପତି କେବେ ଗ୍ରହଣ କରିବେ ଜଣା ନାହିଁ, ଆଗୁଆ ନିଷ୍ପତ୍ତି ଠିକ୍‌…
Read More...

ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ

ଓଡ଼ିଆ ନ୍ୟୁଜ୍: ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ। କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଦେଲେ ଚିଠି।ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା। ବିଧାନସଭା ସଚିବଙ୍କ ଜରିଆରେ…
Read More...

ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ, ଆସନ୍ତାକାଲି ଯାଏ ଗୃହ ମୁଲତବି

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି। ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ପରେ ଗୃହ ମୁଲତବି।ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ଉପବାଚସ୍ପତି…
Read More...

ଚମୋଲିରେ ଫାଟିଲା ବାଦଲ; ମାଟିରେ ମିଶିଲା ଅନେକ ଘର

ଓଡ଼ିଆ ନ୍ୟୁଜ୍: ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା। ଚାମୋଲି ଜିଲ୍ଲାର ନନ୍ଦାନଗରରେ ବାଦଲ ଫଟା ବର୍ଷା ଯୋଗୁଁ ପୁଣି କ୍ଷୟକ୍ଷତି ହୋଇଛି। ହଠାତ୍ ବନ୍ୟା ଆସିବା ଫଳରେ ଛଅଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପାଞ୍ଚ…
Read More...

ରାଜଧାନୀରେ ବୁଲାକୁକୁର ଗଣନା

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବରରେ ଆରମ୍ଭ ହେଲା ବୁଲାକୁକୁର ଗଣନା।ବିଏମ୍‌ସି ପକ୍ଷରୁ ଭୋର୍ ୫ଟାରୁ ଗଣତି ଆରମ୍ଭ।୬୭ଟି ୱାର୍ଡରେ ଗଣନା, ୪୧୦ ଜଣ ନିୟୋଜିତ।୨୧ ଯାଏଁ ପ୍ରଥମ ପର୍ଯ୍ୟାୟ, ୨୨ରୁ ୨୫ ଯାଏଁ ୨ୟ ପର୍ଯ୍ୟାୟରେ ଗଣନା।ଦକ୍ଷ…
Read More...

୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା

ଓଡ଼ିଆ ନ୍ୟୁଜ୍: ଏସିଆ କପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।ଆସନ୍ତା ୨୧ରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ। UAEକୁ ୪୧ ରନ୍‌ରେ ହରାଇବା ପରେ ଗ୍ରୁପ୍‌-୪ରେ ପାକିସ୍ତାନ।ପୂର୍ବରୁ…
Read More...

ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ

ଓଡ଼ିଆ ନ୍ୟୁଜ୍: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ୨୫ତାରିଖ ଯାଏ ଚାଲିବ ।ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ସପ୍ତଦଶ…
Read More...