Browsing Category
#Odianews
ଆଜି ମହାବାହୁଙ୍କ ଆଡପ ବିଜେ
ଓଡ଼ିଆ ନ୍ୟୁଜ୍: ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଜନ୍ମବେଦି ଯାତ୍ରା ଲୀଳା । ଆଜି ଅପରାହ୍ନରେ ଠାକୁରଙ୍କ ପହଣ୍ଡି ଅନୁଷ୍ଠିତ ହେବ। ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ବିଜେ କରିବେ। ସୋମବାର…
Read More...
Read More...
ଶରଧାବାଲିରେ ଠେଲାପେଲା ଚାଲିଗଲା ୩ ଭକ୍ତଙ୍କ ଜୀବନ
ଓଡ଼ିଆ ନ୍ୟୁଜ୍: ପୁରୀରେ ବଡ଼ ଅଘଟଣ। ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। ଆଜି ଭୋର ୪ ଟା ୫୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି।…
Read More...
Read More...
ଆସନ୍ତାକାଲି ମହାପ୍ରଭୁଙ୍କ ଆଡ଼ପ ବିଜେ
ଓଡ଼ିଆ ନ୍ୟୁଜ୍: ରଥରେ ଦର୍ଶନ ଦେଉଛନ୍ତି ମହାବାହୁ।ଆଜି ଶ୍ରୀଜିଉମାନେ ରଥାରୁଢ଼ ହୋଇ ଆଜି ଅପରାହ୍ଣରେ ଶରଧାବାଲିରେ ପହଞ୍ଚି ସାରିଛନ୍ତି। ଶ୍ରଦ୍ଧାଳୁମାନେ ରଥାରୁଢ଼ ମହାପ୍ରଭୁମାନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି।…
Read More...
Read More...
ପିପିଲି ଦୁର୍ଘଟଣା, ୪ ଲକ୍ଷ ସହାୟତା ଘୋଷଣା
ଓଡ଼ିଆ ନ୍ୟୁଜ୍: ପିପିଲିରେ OSRTC ବସ୍ ଧକ୍କାରେ ୩ ଯୁବତୀଙ୍କ ମୃତ୍ୟୁ ଘଟଣା।ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା…
Read More...
Read More...
ମସ୍କୋରେ ବିମାନ ଦୁର୍ଘଟଣା, 4ମୃତ
ଓଡ଼ିଆ ନ୍ୟୁଜ୍: ମସ୍କୋ କ୍ଷେତ୍ରର କୋଲୋମ୍ନାରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ବିମାନରେ ଥିବା ସବୁ ଯାତ୍ରୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ହାଲୁକା ଟ୍ରେନିଙ୍ଗ ବିମାନ ଥିଲା। ଏଥିରେ…
Read More...
Read More...
କୋଟିଅରେ ରଥ ଟାଣିଲେ ରାଜ୍ୟ ସରକାରଙ୍କ ୫ ମନ୍ତ୍ରୀ, ସାମିଲ ହେଲେ ସାଂସଦ ଓ ବିଧାୟକ
ଓଡ଼ିଆ ନ୍ୟୁଜ୍:କୋଟିଅରେ ରଥ ଟାଣିଲେ ମନ୍ତ୍ରୀ, ସାଂସଦ ଓ ବିଧାୟକ। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ…
Read More...
Read More...
ଯାଜପୁରରେ 1ରୁ ଖୋଲିବ ହୋଟେଲ
ଓଡ଼ିଆ ନ୍ୟୁଜ୍: ଜୁଲାଇ 1ରେ ଯାଜପୁରରେ ଖୋଲିବ ହୋଟେଲ।ଡାଇରିଆ କବଳରେ ଥିବା ଯାଜପୁର ଜିଲାର ସ୍ଥିତି ବର୍ତ୍ତମାନ ଧିରେ ଧିରେ ସୁଧୁରିଛି। ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ବଢ଼ି ସ୍ଥିତି…
Read More...
Read More...
ମହାପ୍ରଭୁଙ୍କୁ ଦର୍ଶନ କଲେ ଗୌତମ ଅଦାନୀ
ଓଡ଼ିଆ ନ୍ୟୁଜ୍: ପୁରୀରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀସ। ପରିବାର ରଥାରୂଢ଼ ଠାକୁରଙ୍କୁ ଦର୍ଶନ କଲେ।ଶରଧାବାଲିରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ। ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ପୁରୀରେ ପହଞ୍ଚି ବିଶ୍ୱପ୍ରସିଦ୍ଧ…
Read More...
Read More...
ଆସୁଛି ଦୁଇଟି ଲଘୁଚାପ; ୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା
ଓଡ଼ିଆ ନ୍ୟୁଜ୍: ଆସୁଛି ଦୁଇଟି ଲଘୁଚାପ; ୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା।ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି।ରାଜ୍ୟରେ ଜୁଲାଇ ୪ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଉ ୨ଟି ଲଘୁଚାପ ଆସୁଛି। ଏ ନେଇ ରାଜ୍ୟରେ ବର୍ଷା…
Read More...
Read More...
ଅଧାରେ ଅଟକିଲା ଜଗା ଦର୍ଶନ, ଆମ ବସ ଧକାରେ ଚାଲିଗଲା 3 ଜୀବନ
ଓଡ଼ିଆ ନ୍ୟୁଜ୍: ଆମ ବସ୍ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ।ତରାକାଜ ନିକଟରେ ୩ ଯୁବତୀଙ୍କ ଉପରେ ଚଢ଼ିଗଲା ଆମ ବସ୍।ସ୍କୁଟିରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା।ଆଉ ଏକ ସ୍କୁଟି ସାଇଡ୍…
Read More...
Read More...