Browsing Category

#Odianews

ଜୁନରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ!

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ । ଜୁନରେ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ପ୍ରେମିକ ସହ ମିଶି ମାକୁ ହତ୍ୟା କଲା ନାବାଳିକା ଝିଅ

ଓଡ଼ିଆ ନ୍ୟୁଜ୍: ପ୍ରେମିକ ସହ ମିଶି ମାକୁ ହତ୍ୟା କରିଛନ୍ତି ନାବାଳିକା ଝିଅ। ଏମିତି ଏକ ଘଟଣା ଘଟିଛି ଗଜପତି ଜିଲା ପାରଳାଖେମୁଣ୍ଡିର ଶୁଣ୍ଢି ସାହିରେ। ଜଣେ ନାବାଳିକା ନିଜ ପ୍ରେମ ପାଇଁ ପ୍ରେମିକଙ୍କ ସହ ମିଶି ପୋଷିଥିବା…
Read More...

ଦିଗପହଣ୍ଡିରେ କାଳବୈଶାଖୀର ତାଣ୍ଡବ

ଓଡ଼ିଆ ନ୍ୟୁଜ୍: ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବିରାଟ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ…
Read More...

ଗିରଫ ହେଲେ ଧର୍ମଶାଳା ଏବିଡିଓ ଅସିତ ପାତ୍ର

ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ ଏବିଡିଓ ଅସିତ ପାତ୍ର। ଯାଜପୁର ଜିଲା ଧର୍ମଶାଳାର ଅତିରିକ୍ତ ବିଡିଓ ଅସିତ କୁମାର ପାତ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ବେଆଇନ…
Read More...

୪୮ ଘଣ୍ଟା ଅପରେସନରେ ୬ ଜଣ ଆତଙ୍କୀ ନିପାତ

ଓଡ଼ିଆ ନ୍ୟୁଜ୍: ଜମ୍ମୁକାଶ୍ମୀରରେ ସେନାକୁ ବଡ଼ ସଫଳତା । ଲଗାତାର ୪୮ ଘଣ୍ଟା ଅପରେସନରେ ୬ ଜଣ ଆତଙ୍କୀଙ୍କୁ ନିପାତ କରିଛି ସେନା । ଏନେଇ ଆଜି ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା…
Read More...

ବଢିଲା ୟୁଟ୍ୟୁବର ଲବ ହାଁସଦାଙ୍କ ଅଡ଼ୁଆ

ଓଡ଼ିଆ ନ୍ୟୁଜ୍: ବଢିଲା ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦାଙ୍କ ଅଡ଼ୁଆ । ବିବାଦ ଘେରରେ ୟୁଟ୍ୟୁବର ଲବ ହାଁସଦା । ତାଙ୍କ ନାଁରେ ବେଙ୍ଗାଲୁରୁର ଏଚ.ଏସ.ଆର ଲେ ଆଉଟ ଥାନାରେ ଏତଲା ହୋଇଛି । ଲବ ହାଁସଦାଙ୍କ ପ୍ରେମିକା ସୋଲମୀ…
Read More...

୭ଟି ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ ଜାରି

ଓଡ଼ିଆ ନ୍ୟୁଜ୍: ଆଗାମୀ ୨ ଦିନ ଯାଏ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଂଟାରେ କୋରାପୁଟ, ରାୟଗଡା, ଗଂଜାମ, ନବରଙ୍ଗପୁର, ନୂଆପଡା, ମୟୁରଭଞ୍ଜ,…
Read More...

ରାଜ୍ୟରେ କାଳବୈଶାଖୀ ବର୍ଷା ହେଲା ୬ଜୀବନ

ଓଡ଼ିଆ ନ୍ୟୁଜ୍: କାଳ ସାଜିଲା କାଳବୈଶାଖୀ। ଆଜି କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲାରେ ବଜ୍ରପାତ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଜିଲାରେ…
Read More...

ପଇଡ଼ ପାଇଁ ଘରେ ପଶି ହତ୍ୟା

ଓଡ଼ିଆ ନ୍ୟୁଜ୍: ପଇଡ଼ ପାଇଁ ଘରେ ପଶି ହାଣି ଦେଲେ । ପୁରୀ ବାସେଳି ସାହି ମଶାଣି ଚଣ୍ଡି ସାହିରେ ବିଭସô ହତ୍ୟା । ଘରେ ଶୋଇଥିବା ବେଳେ ଯୁବକଙ୍କୁ ହାଣି ହତ୍ୟା । ମୃତକ ହେଲେ ବାସେଳିସାହି ଥାନାର କୁନା ବେହେରା। କୁନା ନିଜ ଘରେ…
Read More...

ବାଣ ଫୁଟି ୪ ଶିଶୁ ଆହତ, ମେଡିକାଲରେ ଭର୍ତ୍ତି

ଓଡ଼ିଆ ନ୍ୟୁଜ୍: ଜନ୍ତାରିବୋଲ ଗାଁରେ ବାଣ ଫୁଟି ୪ ଶିଶୁ ଆହତ । ମେଡିକାଲରେ ଭର୍ତ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଜନ୍ତାରିବୋଲ ଗାଁରେ ବାଣ ଫୁଟି ୪ ଜଣ ଶିଶୁ ଗୁରୁତର ହୋଇଛନ୍ତି। ଆହାତ…
Read More...