Browsing Category

#Odianews

ହତ୍ୟାକାରୀ ନାତିକୁ ଆଜୀବନ କାରାଦଣ୍ଡାଦେଶ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଅତିରିକ୍ତ ଦୌରା ଜଜ୍‌ (୧)କୋର୍ଟରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ପାରିବାରିକ କଳହରୁ ଜେଜେମା ହତ୍ୟାକାରୀ…
Read More...

ଅଲୈକିକ ଘଟଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ଘଟଣା କ୍ରମ -ଜୀବନରେ ଅନେକ ଘଟଣା ଘଟିଥାଏ ଓ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ କେତେକ ଘଟଣା ଅବିଶ୍ୱଶନୀୟ ହୋଇଥାଏ ଯାହା ଆମକୁ ଅଲୈକିକ ଘଟଣା ଲାଗିଥାଏ।ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି…
Read More...

ରଶ୍ମୀରଞ୍ଜନ ସ୍ଵାଇଁ ଜାମ୍ମୁକଶ୍ମୀର ଡିଜିପି ନିଯୁକ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଆ ଆଇପିଏସ୍‌ ଅଧିକାରୀ ରଶ୍ମୀରଞ୍ଜନ ସ୍ଵାଇଁଙ୍କୁ ମିଳିଛି ଗୁରୁ ଦାୟିତ୍ଵ। ଜାମ୍ମୁକଶ୍ମୀର ପୁଲିସ ମହାନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ରଶ୍ମୀରଞ୍ଜନ। ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ୱାଇଁ ହେଲେ…
Read More...

୧୫୦ ଗ୍ରାମ୍‌ ଅଧିକ ଓଜନ ହେତୁ ଅଯୋଗ୍ୟା ହେଲେ ଭିନେଶ ଫୋଗଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ୟାରିସ୍ ଅଲିମ୍ପିକ୍ସ ୧୨ ଦିନରେ ପହଞ୍ଚିଥିବା ବେଳେ ଆଜି ଅଲିମ୍ପିକ୍ ଗେମ୍ସରେ ଏକ କୁସ୍ତି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ଭିନେଶ ଫୋଗଟଙ୍କ ଉପର ସଭିଙ୍କ ନଜର…
Read More...

ଦେଶକୁ ଫେରିଲେ ପ୍ୟାରିସ୍‌ ଅଲମ୍ପିକ୍ସରେ ଯୋଡ଼ା ପଦକ ଜିତିଥିବା ମନୁ ଭାକର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ୟାରିସ୍‌ ଅଲମ୍ପିକ୍ସରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବା ପରେ ଶେଷରେ ନିଜ ଦେଶକୁ ଫେରିଛନ୍ତି ସୁଟର୍‌ ମନୁ ଭାକର। ସେ ଦୁଇଟି ମେଡ଼ାଲ ସହ ସ୍ୱଦେଶକୁ ଫେରିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ…
Read More...

ହାତୀ ପଲ କୁସୁମିତା ଗାଁରେ ପଶି ଘର ଭାଙ୍ଗିଲେ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତିଅଧରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ ପଲ। କାନ୍ଥ ପଡ଼ି ଆଈ ଓ ନାତୁଣୀ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ସଦର ରେଞ୍ଜ କୁସୁମିତା ଗାଁରେ ଏପରି ଘଟଣା ଘଟିଛି। ଆହତ ଆଈ,ନାତୁଣୀଙ୍କୁ…
Read More...

ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଯୁବକ ଗୁରୁତର। ବାଲେଶ୍ବର ଜିଲ୍ଲା ରେମୁଣା ନିକଟ ବାଲିଆରେ ଏଭଳି ଗୁଳିକାଣ୍ଡ ଘଟିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା…
Read More...

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ଦୁଇ ଦିନ ପ୍ରବଳ ବର୍ଷିବ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟ୍ରପଲାଇନର ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା। ଆଜି ସକାଳ ୮ଟା ୩୦ ଯାଏଁ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦେଖି ୨୭ଟି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ।…
Read More...

ପୁଲିସ୍‌ ସର୍ଭିସ୍‌‌ ପିସ୍ତଲରୁ ଗୁଳି : ଦୁଇ ଅଟକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲରେ ଅଭାବନୀୟ ଘଟଣା ଘଟିଛି। ପୁଲିସ୍‌ ସର୍ଭିସ୍‌‌ ପିସ୍ତଲରୁ ଗୁଳି ଫୁଟି ୨ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ପୁଲିସର…
Read More...

ଭିଜିଲାନ୍ସ ଜାଲରେ ଆଠଗଡ ବିଡ଼ିଓ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଆଉ ଜଣେ ବିଡ଼ିଓ। କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରଦୀପଙ୍କ ଘରେ ରେଡ୍ କରୁଛି ।…
Read More...