Browsing Category

#Odianews

୧୯୦ ଲି ମଦ ଜବତ; ୪ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧୯୦ ଲି ମଦ ଜବତ। ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧୯୦ ଲିଟର ଦେଶୀମଦ ଜବତ କରିଥିବା ବେଳେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
Read More...

ଶିମିଳିପାଳରେ କୋଟିକୋଟି ଟଙ୍କାର ଅଫିମ ଚାଷ ଯେତେ ନଷ୍ଟ କଲେ ଭି ସରୁନାହିଁ ଅଫିମ ଚାଷ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ମୟୂରଭଞ୍ଜ ପୋଲିସ୍ କୁ ମିଳିଛି ବଡ ସଫଳତା। ଏସ୍ ପି ନିର୍ଦ୍ଦେଶରେ ହୋଇଛି ବଡ ଧରଣର ଚଢ଼ାଉ । ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରିଛି ପୋଲିସ୍। ଉପଖଣ୍ଡ ପୋଲିସ…
Read More...

ବିଜେଡି ଶୋଭାଯାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗକୁ ସାଧାରଣ ନିର୍ବାଚନ ରାଜ୍ୟ ରାଜନୀତିରେ ସମସ୍ତଙ୍କ ନଜର ପାଟକୁରା ଉପରେ ନିର୍ବାଚନ ଋତୁ ପାଖେଇ ଆସୁଥିବା ବେଳେ ପାଟକୁରା ବିଜେଡି ନିଜ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଦେଇଛି | ପାଟକୁରା ବିଜେଡି…
Read More...

ସାଧାରଣ ନିର୍ବାଚନ ପାଇଁ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ କଲେ ଜିଲ୍ଲାପାଳ ଏବଂ ଏସପି। ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ କୁ ସୂଚାରୁ ରୂପେ ଆୟୋଜନ…
Read More...

‘ମହିଳା ଶିକ୍ଷିତ, ସଚେତନ ହେଲେ ଦେଶର ଅଗ୍ରଗତି ହେବ’

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ‘ମହିଳା ଶିକ୍ଷିତ, ସଚେତନ ହେଲେ ଦେଶର ଅଗ୍ରଗତି ହେବ’ । ନାବାର୍ଡ ପକ୍ଷରୁ କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ସପ୍ତାହବ୍ୟାପୀ ଚାଲିଥୁବା ଅନ୍ତର୍ଜାତୀୟ ମହିଳା ଦିବସ ଉଦ୍‌ଯାପିତ…
Read More...

ବାହାକୁଦ ଫେରିଘାଟ ନିଲାମରେ ଭାଗ ନେଲେନି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗର ପଂଚାୟତ କାର୍ଯ୍ୟାଳୟରେ  ବାହାକୁଦ ଫେରିଘାଟ ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା | ତଦନୁଯାୟୀ ପଂଚାୟତର ସରପଞ୍ଚ ମିଲନ ଦେବନାଥ,ପଂଚାୟତ…
Read More...

ସାଧାରଣ ନିର୍ବାଚନ ପୂର୍ବରୁ ପୁଲିସ ଦ୍ଵାରା ବିପୁଳ ମଦ ଜବତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାରିପଦା ସହର ପୁଣି ବେଆଇନ ମଦ ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଦୁଇ ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ବେଲଗଡ଼ିଆ ଅଞ୍ଚଳର…
Read More...

ଫଳ ଦୋକାନୀଙ୍କୁ ନିଶାଯୁକ୍ତ ଥଣ୍ଡା ପାନୀୟ ପିଆଇ ଲୁଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫଳ ଦୋକାନୀଙ୍କୁ ନିଶାଯୁକ୍ତ ଥଣ୍ଡା ପାନୀୟ ପିଆଇ ଲୁଟ । ସ୍ପଷ୍ଟ ଦିବାଲୋକରେ ଫଳ ବ୍ୟବସାୟ କରୁଥିବା ୨ଭାଇଙ୍କୁ ଥଣ୍ଡାପାନୀୟ ପିଆଇ ଲୁଟିନେଲ ଟଙ୍କା ,ଗାଡି , ଫଳ ଓ ମୋବାଇଲ । ଏପରି ଘଟଣା ବାରିପଦା…
Read More...

ସାଧାରଣ ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ପ୍ରସଙ୍ଗ ସମ୍ବନ୍ଧରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜିଲ୍ଲା ନିର୍ବାଚନ ଅଧିକାରୀ ତଥାଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେ (ଭା.ପ୍ର.ସେ.)ଙ୍କ ତତ୍ତ୍ୱାବଧାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷ ଠାରେ ଆଜି ଅପରାହ୍ନ ୧୨ ଘଟିକା ସମୟରେ…
Read More...

୨ ଚୋରଙ୍କୁ ଗିରଫ କଲା ବାରିପଦା ସଦର ଥାନା ପୋଲିସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ପୋଲିସ ଆଜି ବାରିପଦା ସଦର ଥାନା ଅନ୍ତର୍ଗତ ଶିରୀଶବଣି ଅଂଚଳରୁ ବିଗତ ମାସରେ ହୋଇଥିବା ଦୁଇ ଗୋଟି ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଦୁଇ…
Read More...