Browsing Category
State
ହ୍ୟୁମାନ ସାଗରଙ୍କ ପରଲୋକ
ଓଡ଼ିଆ ନ୍ୟୁଜ୍: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ।ପରଲୋକ ନେଇ ପରିବାର ପକ୍ଷରୁ ଦିଆଗଲା ସୂଚନା। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ।ଏକାଧିକ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ଓଲିଉଡ୍ର…
Read More...
Read More...
ଡିସେମ୍ବର ୧ରୁ ବସ୍ ଧର୍ମଘଟ ଚେତାବନୀ
ଓଡ଼ିଆ ନ୍ୟୁଜ୍: ବସ୍ ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ୍ ମାଲିକ ସଂଘ।ସୂଚନା ଦେଲେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।‘ଡିସେମ୍ବର ୧ରୁ ପୋଲିସକୁ ଗାଡ଼ି ଯାଞ୍ଚ ଅଧିକାର ମିଳିଲେ ଧର୍ମଘଟ କରିବୁ’। ଯେବେଠୁ…
Read More...
Read More...
ଭୁବନେଶ୍ବରରେ ୧୩ ଡିଗ୍ରୀ ଯାଏ ଖସିଲା ପାରଦ
ଓଡ଼ିଆ ନ୍ୟୁଜ୍: ଶୀତରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଜାଡ଼ର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଭୁବନେଶ୍ବରରେ ୧୩ ଡିଗ୍ରୀ ଯାଏ ଖସିଲା ପାରଦ । ୨୦୦୦ ମସିହା ପରେ ନଭେମ୍ବରରେ ରେର୍କଡ କଲା…
Read More...
Read More...
ପଇତାଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଆ ନ୍ୟୁଜ୍: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି । ପଇତାଲାଗି ନୀତି ଯୋଗୁଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ବନ୍ଦ ରହିବ ଦର୍ଶନ । ଆଜି ମାର୍ଗଶୀର…
Read More...
Read More...
ଗୁମ୍ଫାରୁ ବିପୁଳ ମାଓ ସାମଗ୍ରୀ ଜବତ
ଓଡ଼ିଆ ନ୍ୟୁଜ୍: ମାଲକାନଗିରି: ପୋଲିସ ଓ BSFକୁ ମିଳିଛି ଆଉ ଏକ ସଫଳତା।ଏକ ଗୁମ୍ଫାରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଜବତ।କାଲିମେଳା ଥାନା ଦୁଲାଗୁଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଜବତ।ଗୋଟିଏ ବନ୍ଧୁକ, ଜୀବନ୍ତ ଗୁଳି,…
Read More...
Read More...
ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ
ଓଡ଼ିଆ ନ୍ୟୁଜ୍: ଖସୁଛି ପାରଦ; ୧୨ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା।ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ।ସେମିଳିଗୁଡ଼ା ୭.୪, ଦାରିଙ୍ଗବାଡ଼ି ୮, ଫୁଲବାଣୀ ୯ ଡିଗ୍ରୀ।ଟ୍ବିନସିଟିରେ ତାପମାତ୍ରା ୧୩ ଡିଗ୍ରୀ…
Read More...
Read More...
ନୂଆପଡ଼ାରେ କାରସାଦି ହୋଇଛି: ସ୍ନେହାଙ୍ଗିନୀ ଛୁରିଆ
ଓଡ଼ିଆ ନ୍ୟୁଜ୍: ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ। କାରସାଦି ହୋଇଥିବା ଅଭିଯୋଗ କଲେ ସ୍ନେହାଙ୍ଗିନୀ ଛୁରିଆ।‘ଯେଉଁ ଭୋଟ ମେସିନ୍ରେ ଆସିଛି ମୁଁ ତାକୁ ଆଗ୍ରାହ୍ୟ କରୁଛି।‘ଫଳାଫଳକୁ ମୁଁ ଖଣ୍ଡନ କରୁଛି, ନିର୍ବାଚନ…
Read More...
Read More...
ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଭଳି ହେବ ତୁଳସୀକ୍ଷେତ୍ରର: ପୃଥ୍ବୀରାଜ ହରିଚନ୍ଦନ
ଓଡ଼ିଆ ନ୍ୟୁଜ୍: ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ।ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଭଳି ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉ ପରିକ୍ରମା ପ୍ରକଳ୍ପ ହେବ। ଶ୍ରୀବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ…
Read More...
Read More...
ରାଜ୍ୟରେ ବଢୁଛି ଶୀତ
ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବଢୁଛି ଶୀତ । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଜାଡ଼ ସାଙ୍ଗକୁ ଘନ କୁହୁଡିର ଆସ୍ତରଣରେ ଢାଙ୍କି ହୋଇଯାଇଛି ରାସ୍ତାଘାଟ ଓ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ। ରବିବାର…
Read More...
Read More...
ପଥରରେ ଛେଚି କନଷ୍ଟେବଲଙ୍କୁ ହତ୍ୟା
ଓଡ଼ିଆ ନ୍ୟୁଜ୍: ଅଳିଆ ଗଦାରୁ ପୋଲିସ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର।ପୁରୁଣାକଟକ ବାଲିସାହି ଗାଁରେ ଘର ପଛପଟ ଅଳିଆ ଗଦାରୁ ଉଦ୍ଧାର।ମୃତକ ଉଦୟ ରଞ୍ଜନ ପଟ୍ଟନାୟକ; ବାଲିଗୁଡ଼ା ଥାନାରେ କାର୍ଯ୍ୟରତ।ଛୁଟିରେ ଘରକୁ ଆସିଥିଲେ,…
Read More...
Read More...