Browsing Category

State

ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟକୁ ବାରଣ, ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ

ଓଡ଼ିଆ ନ୍ୟୁଜ୍: ଏବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଛି। ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା। ଆଜି ପୁଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ହୋଇଛି ଏଭଳି…
Read More...

ବୈତରଣୀ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବୈତରଣୀ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି…
Read More...

ମାର୍ଚ୍ଚ ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଓଡ଼ିଆ ନ୍ୟୁଜ୍: ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ। ଏନେଇ ନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ମକର ନୀତିକାନ୍ତି ପାଇଁ ଏବେ ରତ୍ନଭଣ୍ଡାର…
Read More...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ କ୍ଷୀର !

ଓଡ଼ିଆ ନ୍ୟୁଜ୍: ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କ୍ଷୀର ଦିଆଯିବା ନେଇ ଚିନ୍ତା କରୁଛନ୍ତି ଓଡ଼ିଶା ସରକାର। ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନଙ୍କୁ ୨୦୦ ମିଲିମିଟର ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି…
Read More...

ମହାକୁମ୍ଭ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରେନକୁ ପଥରମାଡ଼ କଲେ ଦୁର୍ବୃତ୍ତ

ଓଡ଼ିଆ ନ୍ୟୁଜ୍: ମହାକୁମ୍ଭ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରେନକୁ ପଥରମାଡ଼ କଲେ ଦୁର୍ବୃତ୍ତ। ମହାରାଷ୍ଟ୍ରର ଜଳଗାଁଓରୁ ପ୍ରୟାଗରାଜର ମହାକୁମ୍ଭ ଯାଉଥିବା ଯାତ୍ରୀମାନଙ୍କୁ ନେଇ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ଼ ହୋଇଛି।…
Read More...

ବନ୍ଧାହେଲେ ଲୋକସେବା ଭବନରେ ନକଲି ବାବୁ, ଚାକିରି ଦେବାକୁ କହି ଠକୁଥିଲେ

ଓଡ଼ିଆ ନ୍ୟୁଜ୍: ବନ୍ଧାହେଲେ ଲୋକସେବା ଭବନରେ ନକଲି ବାବୁ। ଲୋକସେବା ଭବନରେ ଚାକିରି ଦେବାକୁ କହି ଠକୁଥିଲେ। ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଦଲାଲ ବ୍ୟାସଦେବ ରଣା ଗିରଫ ହୋଇଛି । ନିଜକୁ ପଞ୍ଚାୟତିରାଜ ବିଭାଗର…
Read More...

ଅବକାରୀ ବିଭାଗକୁ ବଡ଼ ସଫଳତା, ଚାଲାଣ ବେଳେ ଜବତ କଲା ୪ କ୍ୱିଣ୍ଟାଲ ଗଞ୍ଜେଇ

ଓଡ଼ିଆ ନ୍ୟୁଜ୍: ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଚାଲାଣ ବେଳେ ଜବତ କଲା ୪ କ୍ୱିଣ୍ଟାଲ ଗଞ୍ଜେଇ ଟାଙ୍ଗୀ ଅବକାରୀ ବିଭାଗ। ଏତେ ପରିମାଣର ଗଞ୍ଜେଇ ଗୋଟିଏ ପିକଅପ ଭ୍ୟାନାରେ ଚାଲାଣ ହେଉଥିଲା। ଅବକାରୀ ବିଭାଗ ଗଞ୍ଜେଇକୁ…
Read More...

ସଂଗ୍ରାମୀଙ୍କୁ ୨୦ ହଜାର ପେନସନ୍ ସହ ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଓଡ଼ିଆ ନ୍ୟୁଜ୍: ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ୨୦ ହଜାର ପେନସନ୍ ସହ ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।…
Read More...

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆୟୁଷ୍ମାନ ଭାରତ ଯୋଜନା ଲାଗି ହେବ କୁକ୍ତିନାମା

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପାଇଁ କୁକ୍ତିନାମା କରିବାକୁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାଯାଇଛି। ଦିନ…
Read More...

ଆଉ ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି

ଓଡ଼ିଆ ନ୍ୟୁଜ୍ : ଆଉ ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି। କଟନି ଛଟନି କଲେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଆଜି ସମବାୟ କର୍ମଚାରୀଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।…
Read More...