Browsing Category

State

ନାରଦପୁର ରଘୁଆଳସାହି ନିକଟରେ ବାଇକ୍ କୁ ଧକ୍କା ଦେଲା ଟ୍ରକ ଜଣେ ମୃତ ଜଣେ ଗୁରୁତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚମ୍ପୁଆ ଥାନା ରିମୁଳି ଫାଣ୍ଡି ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ନାରଦ ପୁର ରଘୁଆଳ ସାହି ନିକଟରେ ବାଇକ୍ କୁ ଧକ୍କା ଦେଲା ଟ୍ରକ। ବାଇକ୍ ରେ ସବାର ଦୁଇ ଜଣକ ମଧ୍ୟରୁ ଜଣେ ମୃତ ବରଣ କରିଥିବା ବେଳେ…
Read More...

ଗୋଶାଳା ଗୋଧାମ ଗୋପାଷ୍ଟମୀ ଅବସରରେ ହିନ୍ଦୁ ଜାଗରଣ ପକ୍ଷରୁ ବିଶାଳ ଶୋଭାଯାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶ୍ୱ ହିନ୍ଦୁ ପରିଷଦ ଓ ଗୋଶାଳା ଗୋଧାମ ମିଳିତ ସହଯୋଗରେ ଆଜି ଗୋପାଷ୍ଟମୀ ଅବସରରେ ହିନ୍ଦୁ ଜାଗରଣ ଶୋଭାଯାତ୍ରା କରଞ୍ଜିଆ ସହରର ମିଳନ ପଡ଼ିଆ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ଏହି…
Read More...

ଛଟ ପର୍ବ ଟ୍ରଷ୍ଟ ତରଫରୁ ଗାୟିକା ଶାରଦା ସିନ୍ହାଙ୍କ ବିୟୋଗରେ ଶୋକସଭା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ଛଟ ପର୍ବ ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟ ରାଇରଙ୍ଗପୁର ତରଫରୁ "ବିହାର କୋକିଳା" ପଦ୍ମ ଭୂଷଣ ଶାରଦା ସିନ୍ହାଙ୍କ ବିୟୋଗରେ ଟ୍ରଷ୍ଟ ର ସମସ୍ତ ସଦସ୍ୟଙ୍କ ଦ୍ବାରା ଏକ ଶୋକ ସଭାର ଆୟୋଜନ ହୋଇଯାଇଛି।…
Read More...

ଝିଅକୁ ସ୍କୁଲ୍‌ ଛାଡିବାକୁ ଯାଉଥିଲେ, ଟ୍ରେଲର ଧକ୍କାରେ ବାପା ମୃତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାପାମା’ଓ ଝିଅ ବାଇକରେ ଆସୁଥିବା ବେଳେ ମାଡ଼ିଗଲା ଟ୍ରଲର। ଝିଅ ଓ ସ୍ତ୍ରୀ ଆଗରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଟାଉନ ଥାନା…
Read More...

ହଷ୍ଟେଲ ରୁମରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲ ରୁମରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ମେଡିକାଲ କୋଚିଂ ନେଉଥିଲେ। ସେ ଆଲେନ ଇନଷ୍ଟିଚ୍ୟୁଟରୁ ଯୁକ୍ତ ଦୁଇ ବିଜ୍ଞାନ ଦ୍ବିତୀୟ…
Read More...

ବିମାନ ବାତିଲ ନେଇ ଧାରଣାରେ ବସିଲେ ଯାତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରମ୍ବାର ବାରମ୍ବାର ବିମାନ ବାତିଲ ହେବା ପରେ ତାତିଛନ୍ତି ଯାତ୍ରୀ। ଅସନ୍ତୋଷ ପ୍ରକାଶ କରିବା ସହ ବିମାନ ବନ୍ଦରରେ ଧାରଣାରେ ବସିଛନ୍ତି ୬୦ରୁ ଅଧିକ ଯାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି…
Read More...

ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀ ବସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ । ସ୍ୱଳ୍ପ ଦରରେ ଚାରିଧାମ ବୁଲିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଓଡିଶାରୁ…
Read More...

ସିମିଳିପାଳକୁ ଆସିବା ଆଉ ଏକ ବାଘୁଣୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଓଡ଼ିଶା ଆସିବ ଆଉ ଏକ ବାଘୁଣୀ। ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଏହି ବାଘୁଣୀ। ସେଥିପାଇଁ ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରେ ପହଂଚିଲେ ମୟୂରଭଞ୍ଜ ଜିଲ୍ଲାର ଦଶ ଜଣିଆ ଟିମ। ଏଥିପାଇଁ ଏକ…
Read More...

ଔଷଧ ଦୋକାନରୁ ବିପୁଳ କଫସିରପ ଜବତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗ୍ରାମ ନିକଟରେ ଥିବା ଏକ ଔଷଧ ଦୋକାନରୁ ବିପୁଳ ପରିମାଣରେ କଫସିରପ ଜବତ ହୋଇଛି। ବେଆଇନ ଭାବେ ଔଷଧ ଗଚ୍ଛିତ ରଖିବା ଏବଂ ବିକ୍ରି କରିବା ଅଭିଯୋଗରେ ଏହି ମେଡିସିନ…
Read More...

ସମ୍ପତ୍ତି ପାଇଁ ହତ୍ୟା କରିଥି​‌ଲେ ପୁଅ, ନାତି, ଉଭୟଙ୍କୁ ବାନ୍ଧିଲା ପୁଲିସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ। ମୃତ ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କଲା ସଦର ଥାନା ପୋଲିସ। ଗତକାଲି ମାନେଶ୍ବର ହାଟପଦା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ। ଘରେ ମାଆ, ଝିଅ…
Read More...