Browsing Category

State

ମହାନଦୀକୁ ଡେଇଁଲେ ଯୁବତୀ: ଉଦ୍ଧାର କାର୍ଯ୍ୟ ଜାରି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୋଲ ଉପରୁ ମହାନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି । ଜଗତସିଂହପୁର ତିର୍ତ୍ତୋଲ ନିକଟରେ ପୋଲ ଉପରୁ ଯୁବତୀ ଜଣକ ମହାନଦୀକୁ ଡେଇଁଛନ୍ତି। ଯୁବତୀ ଜଣକ ନିଖୋଜ ହୋଇ ଯାଇଛନ୍ତି। ତାଙ୍କୁ ଖୋଜିବା…
Read More...

୧୪ରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ। କେବଳ ପରିଚାଳନା କମିଟି ଯେଉଁ ଏସଓପି ସୁପାରିଶ କରିଛି ତାର ବିଭିନ୍ନ ଦିଗକୁ ଯାଞ୍ଚ କରାଯିବ। ନୀତିକାନ୍ତି ସହ ଖାପ ଖୁଆଇ…
Read More...

ଆଜି ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମା’ ଲକ୍ଷ୍ମୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ…
Read More...

ମାଲକାନଗିରିରେ ବ୍ୟାପୁଛି ଝାଡ଼ାବାନ୍ତି; ୭ ଆକ୍ରାନ୍ତ, ୪ ଗୁରୁତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କୋପ୍ରା ଗାଁରେ ଝାଡ଼ାବାନ୍ତିରେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୋପ୍ରା…
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ଅକାଳ ବିୟୋଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଜପତିର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି |ଖୁସିରେ ଷ୍ଟେଜରେ ଗୀତ ଗାଇବା ବେଳେ ହଠାତ ତଳେ ପଡିଗଲେ…
Read More...

ବେଗୁନିଆପଡା ଅଂଚଳ ଗସ୍ତ କଲେ ଆସିକା ସାଂସଦ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶିନୀ ବେଗୁନିଆପଡା ଅଂଚଳକୁ ମଙ୍ଗଳ ବାର ଦିନ ଗସ୍ତ କରିଛନ୍ତି । ବେଗୁନିଆପଡା ଠାରୁ ଅଙ୍ଗାରଗାଁ ପର୍ଯ୍ୟନ୍ତ ଗସ୍ତ କରିଥିଲେ । ରାସ୍ତାରେ ଯିବା…
Read More...

ନକଲି ସାମ୍ବାଦିକ ମାନଙ୍କ ଯାଞ୍ଚ ପାଇଁ ସାମ୍ବାଦିକଙ୍କ ଦାବି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲାରେ ଠକ ସାମ୍ବାଦିକ ମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଜାଲ ପ୍ରମାଣପତ୍ର ଦେଇ ସାମ୍ବାଦିକ ପରିଚୟ ହାସଲ କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ…
Read More...

“ରଥଯାତ୍ରା ଦ୍ଵିତୀୟ ଦିନ”

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥ ଟଣାର ଦ୍ଵିତୀୟ ଦିନ। ଗତକାଲି ଶ୍ରଦ୍ଧାଳୁ ମନେ ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣିନେଇ ମାଉସୀ ମାଆ ମନ୍ଦିର ପହଞ୍ଚାଇବା ପରେ ସାନ…
Read More...

ପଞ୍ଚାୟତ ସମିତି ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସମିତି ପକ୍ଷରୁ ମିଳିତ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଏହି ଶିବିର ସକାଳ ୧୦ ଟାରେ ଆରମ୍ଭ ହୋଇଥଲା । ଏହି ଶିବିର…
Read More...

ସାଂସଦଙ୍କ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ଦୁର୍ବ୍ୟବହାର କଲେ ବିଜେପି କର୍ମୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମାନ୍ୟବର କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାଏକ ଦୟାକରି ନିଜ ସମର୍ଥକଙ୍କୁ ବ୍ୟବହାର ଶିଖାଇବାକୁ ଅନୁରୋଧ | ଅନ୍ୟଥା ଏପରି ଉଦ୍ଧତ ସମର୍ଥକଙ୍କ ପାଇଁ ସାଂସଦଙ୍କ ପ୍ରତିଷ୍ଠା ତଳକୁ ପଡ଼ିବା ନିଶ୍ଚିତ।…
Read More...