Browsing Category

State

ନଦୀରେ ବୁଡ଼ି ୫ବର୍ଷର ଶିଶୁକନ୍ୟାର ମୃତ୍ୟୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନଦୀରେ ବୁଡ଼ି ୫ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି।  ମା’ଙ୍କ ସହ ଖରସ୍ରୋତା ନଦୀକୁ ଗାଧୋଇବା ଯାଇଥିବା ସମୟରେ ଏହି ଅଘଟଣ ଘଟିଛି।  ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା…
Read More...

ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍।  ୧୬ନଂ ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ…
Read More...

କାଳ ବୈଶାଖୀ ସାମାନ୍ୟ ଆଶ୍ୱସ୍ତି ପରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ଲହରୀ ଭିତରେ ଗତକାଲି ହୋଇଥିବା କାଳ ବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି। କିନ୍ତୁ ଗୁରୁବାର ମଧ୍ୟ ଖରା ପ୍ରକୋପ ଜାରି ରହିବ। ହିଟୱେଭ୍ ନେଇ ଗୁରୁବାର ୧୦ ଜିଲ୍ଲାକୁ ଅରେଞ୍ଜ ଓ…
Read More...

ମୟୂରଭଞ୍ଜ ଜିଲ୍ଲା ପ୍ରାର୍ଥୀଙ୍କ ନିର୍ଵାଚନ ଖର୍ଚ୍ଚ ତଦାରଖ ସମ୍ପର୍କିତ ବୈଠକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ପ୍ରାର୍ଥୀଙ୍କ ନିର୍ଵାଚନ ଖର୍ଚ୍ଚ ତଦାରଖ ସମ୍ପର୍କିତ ବୈଠକ | ଆସନ୍ତା ମଇ ୨୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ହେବ ।…
Read More...

ରାଇରଙ୍ଗପୁର ଡିଭିଜନ ତରଫରୁ ବିଶ୍ବ ଶ୍ରମିକ ଦିବସ ପାଳିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ଡିଭିଜନ ତରଫରୁ ବିଶ୍ବ ଶ୍ରମିକ ଦିବସ ପାଳିତ | ନେସ୍କୋ ପାୱାର ଏମ୍ପ୍ଲାଇଜ ୟୁନିଅନ ରାଇରଙ୍ଗପୁର ଡିଭିଜନ ତରଫରୁ ବିଶ୍ବ ଶ୍ରମିକ ଦିବସ ରେ ନିର୍ବାଚନ ର ଆଚରଣ ବିଧିକୁ ଆଖି ଆଗରେ ରଖି…
Read More...

ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ବିଜୟ କୁମାର ନାଏକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ପ୍ରାକ୍ତନ କରଞ୍ଜିଆ ବିଧାୟକ ବିଜୟ କୁମାର ନାଏକ |କରଞ୍ଜିଆ ବିଜୁ ଜନତାଦଳର ପୂର୍ବତନ ବିଧାୟକ ବିଜୟ ନାଏକ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦିବା…
Read More...

ମୃତକର ପରିଚୟ ଖୋଜୁଛି ପୋଲିସ୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୃତକର ପରିଚୟ ଖୋଜୁଛି ପୋଲିସ୍ | ବଡବିଲ ବାଲ୍ଟିନାଳ ନିକଟସ୍ଥ କୂଅ ଭିତରୁ ଜଣେ ଅଜଣା ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ | ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା…
Read More...

ଟ୍ରାକ୍ଟର ଓଲଟି ନାବାଳକ ମୃତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟ୍ରାକ୍ଟର ଓଲଟି ନାବାଳକ ମୃତ। ଆଜି ଏକ ଅଭାବନୀୟ ଓ ହୃଦୟ ସ୍ପର୍ଶୀ ଘଟଣା ଘଟିଯାଇଛି ।ସାଲେପୁର ବ୍ଲକ ଅନ୍ତର୍ଗତ ଭୀମଦାସପୁର ପଞ୍ଚାୟତ ର ଭୋରା ଗ୍ରାମରେ ।ଏହି ଭୋରା ଗ୍ରାମର ଏକ ନାଳ ଭିତରକୁ…
Read More...

ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ; ବିଧାୟକ ଭାଗୀରଥି ସେଠୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀ | ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଆନନ୍ଦପୁର ବିଜେଡି…
Read More...

ଟ୍ୱିନ୍‌ ସିଟିରେ ମେଘୁଆ ପାଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହଠାତ୍ ପାଗରେ ପରିବର୍ତ୍ତନ। ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ତ୍ରାହି । ଆଗାମୀ ୩ ଘଣ୍ଟାରେ ଭୁବନେଶ୍ୱର ସମେତ ୫ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ।…
Read More...