Browsing Category

State

ବାଲୁକା କଳାରେ ନୂଆଁଖାଇ ଜୁହାର ଜଣାଇଲେ ଶିଳ୍ପୀ ସୁଦର୍ଶନ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣ ପର୍ବ  ନୂଆଁଖାଇ ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଛି । ଘରେ…
Read More...

କଂଗ୍ରେସ ଭବନ ନିକଟରୁ ଯୁବକଙ୍କ ମୃତଦେହ ଠାବ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭୁବନେଶ୍ବର କଂଗ୍ରେସ ଭବନ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଏକ କାର୍‌ରେ ମୃତଦେହ ଆଣି କେହି ଦୁର୍ବୃତ୍ତ ଏଠାରେ ଫିଙ୍ଗିଦେଇଥିବା ସ୍ଥାନୀୟ ଯୁବକ କହିଛନ୍ତି । ତେବେ ମୃତ ଯୁବକଙ୍କ…
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଋଷି ପଞ୍ଚମୀ, ସଂଧ୍ୟା ଧୂପ ପରେ ହେବ ଦାହଲୀଳା ନୀତି

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ଭାଦ୍ରବ ମାସ ଋଷି ପଞ୍ଚମୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ରହିଛି । ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ମାର୍କଣ୍ଡେୟଙ୍କ ମନ୍ଦିରକୁ…
Read More...

ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଜାଣନ୍ତୁ ନୂଆଁଖାଇର ଏହି ତତ୍ୱ

ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ପୁରରୁ ପଲ୍ଲୀ ସବୁଠି ଲାଗିରହିଛି ଗହଳଚହଳ । ସମସ୍ତେ ନୂଆ ପିନ୍ଧି, ନୂଆ ଖାଉଛନ୍ତି । ଏକାଠି ହୋଇ ଜୁହାର ଭେଟ୍ ହେଉଛନ୍ତି । ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱେରିଙ୍କ ପୀଠ ଉତ୍ସବ…
Read More...

ସେପ୍ଟେମ୍ବର ୨୨ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହ ବିଧାନସଭା ଆଗରେ ଧାରଣା ଦେବେ ସରପଞ୍ଚ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସେପ୍ଟେମ୍ବର ୨୨ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହ ବିଧାନସଭା ଆଗରେ ଧାରଣା ଦେବେ ସରପଞ୍ଚ। ସରକାରୀ ଅଧିକାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ବିରୋଧରେ ହେବ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ପଞ୍ଚାୟତିରାଜ…
Read More...

ପାରାଦୀପ ମୁହାଣ ମୁହଁରେ ଡଙ୍ଗା ବୁଡ଼ିବା ଘଟଣା: ଏବେ ବି ନିଖୋଜ ୩ ମତ୍ସ୍ୟଜୀବି

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପାରାଦୀପ ମୁହାଣ ମୁହଁରେ ଡଙ୍ଗା ବୁଡିବା ଘଟଣାରେ ଏଯାଏଁ ନିଖୋଜ ଅଛନ୍ତି ୩ ମତ୍ସ୍ୟଜୀବୀ । ନିଖୋଜ ୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇନାହିଁ । କୋଷ୍ଟଗାର୍ଡ ହେଲିକପ୍ଟର ଦ୍ୱାରା ସର୍ଚ୍ଚ ଅପରେସନ୍…
Read More...

ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ : ସୁନ୍ଦରଗଡ଼ରେ ୨୦୦ରେ ଟପିଲା ପଜିଟିଭ ସଂଖ୍ୟା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ। ସୁନ୍ଦରଗଡ଼ରେ ଏହା ବେଶି ଘାତକ ରୂପ ନେଉଛି। ଆଜି ସୁନ୍ଦରଗଡ଼ରେ ପୁଣି ୭ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ । ୨୪ ଘଣ୍ଟାରେ ପୁଣି ୭ ସ୍କ୍ରବ ଟାଇଫସ୍…
Read More...

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ: ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଆଲର୍ଟ ଜାରି

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଭଦ୍ରକ, ବାଲେଶ୍ୱର. ଯାଜପୁର, କେନ୍ଦ୍ରାପଡା, କଟକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ,…
Read More...

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ: ପିଠାପଣାରେ ମହକୁଛି ପରିବେଶ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ନେଇ ଚାରିଆଡେ ଖୁସିର ମାହୋଲ । ସମସ୍ତେ ଭାରି ଖୁସି । ବଲାଙ୍ଗୀର ହେଉ କି ସମ୍ବଲପୁର ବା ବରଗଡ଼ ଲୋକେ ଏହି ପର୍ବକୁ…
Read More...

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛନ୍ତି ୨ ଆତଙ୍କୀ ।  ଏ ନେଇ ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉରି ଅଞ୍ଚଳର ହାତଲଙ୍ଗାରେ…
Read More...