ଦଶମ ଶ୍ରେଣୀ A1ପାଇଥିବା ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ପର୍ଦ୍ଧନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦଶମ ଶ୍ରେଣୀ A1ପାଇଥିବା ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ପର୍ଦ୍ଧନା | ପ୍ରକାଶ ପାଇଛି ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳ | ପରୀକ୍ଷାରେ A1ରେ ଉର୍ତ୍ତିନ୍ନ ହୋଇଥିବା ପରୀକ୍ଷାର୍ଥି ଙ୍କୁ ବିଦ୍ୟାଳୟ ପକ୍ଷରୁ କରାଯାଇଛି ସ୍ୱାଗତ ସମ୍ବର୍ଦ୍ଧନା ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଇରମ ସ୍ଥିତ ସହିନ୍ଦୀ ମେମୋରିଆଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି A1ରେ ଉର୍ତ୍ତିନ୍ନ ହୋଇଥିବା ୫ ଜଣ ଛାତ୍ର ଛାତ୍ରୀ କୁ ଆଜି ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ ଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

A1ପାଇଥିବା ଛାତ୍ରଛାତ୍ରୀ ମାନେ ହେଲେ କ୍ରିଷ୍ଣା କୁମାରୀ ମହାରଣା ,ହିମାଂଶୁ ଶେଖର ମହାରଣା, ଅଭିଶେଖ ପାଢୀ .ସୁଚିତ୍ରା ବେହେରା ଓ ସୌମେନ ମିଶ୍ର ପ୍ରମୁଖ । ଏହି ଉତ୍ସବରେ ପରିଚାଳନା କମିଟି ସଦସ୍ୟଙ୍କ ସମେତ ଶିକ୍ଷକ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.