ଦେଶରେ କରୋନା ମୁତ୍ୟୁ ସଂଖ୍ଯା ବୃଦ୍ଧି

0

ମହାମାରୀ କରୋନା ଭାଇରସ୍ ବିଶ୍ଵ ରେ ତାହାର କାୟା ବିସ୍ତାର କରିବାରେ ଲାଗିଛି l ପ୍ରାୟ 200 ରୁ ଅଧିକ ଦେଶରେ ମହାମାରୀ କରୋନା ଭାଇରସ୍ ଦେଖାଦେଇଛି l ସେହିପରି ସମଗ୍ର ବିଶ୍ୱରେ 13 ଲକ୍ଷ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 70 ହଜାର ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି l କରୋନା ରୁ ସୁସ୍ଥ ଲୋକଙ୍କ ସଂଖ୍ୟା 2 ଲକ୍ଷ 15 ହଜାରରେ ପହଁଞ୍ଚିଛି l

ଅନ୍ୟପକ୍ଷରେ କେନ୍ଦ୍ର ସ୍ଵାସ୍ଥ୍ଯ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4421 ଥିବା ବେଳେ ମୃତ୍ୟୁ ସଂଖ୍ୟା 114 ରେ ପହଁଞ୍ଚିଛି l 325 ଜଣ ସୁସ୍ଥ ହୋଇଛନ୍ତି l ବିଗତ 24 ଘଣ୍ଟା ମଧ୍ୟରେ 354 ଜଣ ସଂକ୍ରମିତ ହୋଇଛନ୍ତି l

Leave A Reply

Your email address will not be published.