କାହିଁକି ସିଲ୍ ହେଲା ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟ ?

0

ଭୁବନେଶ୍ବର ସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟ କୁ ସିଲ କରିଛି ଭୁବନେଶ୍ବର ମହାନଗର ନିଗମ l ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟ ର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଭୁବନେଶ୍ବର ମହା ନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି l ଆଜି ଠାରୁ କାର୍ଯ୍ୟାଳୟ କୁ ସିଲ୍ କରିଦିଆଯାଇଛି l 14 ଦିନ ପର୍ଯ୍ୟନ୍ତ କାର୍ଯ୍ୟାଳୟ କୁ ସିଲ କରାଯିବା ସହ ସମସ୍ତ କର୍ମଚାରୀ ଙ୍କୁ ହୋମ୍ ୱାରେଣ୍ଟାଇନ୍ ରଖାଯାଇଛି l

Leave A Reply

Your email address will not be published.