ବାସୁଦେବପୁର ରେ ହୋଇ ନାହିଁ ବିକାଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାସୁଦେବପୁର ରେ ହୋଇ ନାହିଁ ବିକାଶ, ବିରୋଧୀ କର୍ମୀ, ଉତ୍ତର ରଖିଲେ ବିଜେଡ଼ି କର୍ମୀ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ବିଜେଡ଼ି ପକ୍ଷରୁ ହୋଇ ସାରି ଥିବା ବେଳେ ବିଜେପି ଓ କଂଗ୍ରେସ ଏ ଯାଏଁ କରି ନାହାନ୍ତି ।

ବାସୁଦେବପୁର ରେ କିନ୍ତୁ ଜୋର୍ ଧରି ଲାଣି ନିର୍ବାଚନୀ ଚର୍ଚ୍ଚା ଓ ଆଲୋଚନା। ବିରୋଧୀ କଂଗ୍ରେସ ଓ ବିଜେପି ନେତା ଓ କର୍ମୀ ମାନେ ବାସୁଦେବପୁର ରେ ହୋଇ ନାହିଁ ବିକାଶ, ବିଭିନ୍ନ କାର୍ଯ୍ୟ କୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଶାସକ ବିଜେଡି କର୍ମୀ ଏହାକୁ କରିଛନ୍ତି ଖଣ୍ଡନ। ବାସୁଦେବପୁର ରେ ଗୋଷ୍ଟି ସ୍ବାସ୍ଥ୍ୟ ବିଭାଗ ରେ ଖାଲି ରେଫର୍ ପରେ ରେଫର, ରାତି ହେଲେ ବାସୁଦେବପୁର ବଜାର ଅନ୍ଧକାର, ଶବ ବ୍ୟବଚ୍ଛେଦ କେନ୍ଦ୍ର ରେ ଚାବି, ଉଠା ଦୋକାନୀ ଙ୍କୁ ଥଇଥାନ ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରୁଥିବା ବେଳେ ବିଜେଡ଼ି କର୍ମୀ ଦେଇଛନ୍ତି |

ଉତ୍ତର, ବାସୁଦେବପୁର ବିକାଶ ର ସାରଥି ବିଷ୍ଣୁ ବ୍ରତ ରାଉତ ରାୟ, ଆଗାମୀ ଦିନରେ ପୁଣି ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ହେବେ ବୋଲି ବିଜେଡ଼ି କର୍ମୀ କହିଛନ୍ତି। ଆସନ୍ତୁ ଶୁଣି ନେବା କଣ କହୁଛନ୍ତି

Leave A Reply

Your email address will not be published.