ବୈତରଣୀ ନଦୀରେ ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧିି କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବୈତରଣୀ ନଦୀରେ ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧିି ନିମନ୍ତେ ଉନ୍ନତମାନର ମାଛ ଜାଆଁଳ ଛାଡ଼ିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |

ଆନନ୍ଦପୁର ବ୍ୟାରେଜ ନିକଟରେ ବୈତରଣୀ ନଦୀରେ ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧିି ନିମନ୍ତେ ଉନ୍ନତମାନର ମାଛ ଜାଆଁଳ ଛାଡ଼ିବା କାର୍ଯ୍ୟକ୍ରମ ଓ ସଚେତନତା ଶିବର ଅନୁଷ୍ଠିତ ହୋଇଛି | ତେବେ ସ୍ୱସୁଚନା ମୁତାବକ, ଏଥିରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ,ମତ୍ସ ଅଧିକାରୀ ଓ ବହୁ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ତିନି ଲକ୍ଷ ରୁ ଉର୍ଦ୍ଧ୍ବ ମାଛ ଯାଆଁଳ ଆଜି ଆନନ୍ଦପୁର ବୈତରଣୀ ରେ ଛଡା ଯାଇଛି ଏହା ଦ୍ୱାରା ମତ୍ସଜୀବି ମାନେ ଉପକୃତ ହୋଇପାରିବେ ସେ ନେଇ ଅଭି ଭାଷଣ ଦେଇଥିଲେ |

Leave A Reply

Your email address will not be published.