ଯୁବଜ୍ୟୋତି ନବମ ବାର୍ଷିକ ମା ତାରିଣୀ କ୍ରିକେଟ ଟୁନାମେଣ୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୁବଜ୍ୟୋତି ନବମ ବାର୍ଷିକ ମା ତାରିଣୀ କ୍ରିକେଟ ଟୁନାମେଣ୍ଟ ଉଦଯାପନି | କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଖାଲପାଳ ଗ୍ରାମ ପଡିଆ ଠାରେ ଯୁବଜ୍ୟୋତି ନବମ ବାର୍ଷିକ ମା ତାରିଣୀ କ୍ରିକେଟ ଟୁନାମେଣ୍ଟ ଉଦଯାପନି ହୋଇପାଇଛି ।

ଚିତ୍ତିରି ଏକାଦଶ ଓ କପୁଣ୍ଡି ଏକାଦଶ ସହ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା | ୮ ଓଭରରେ ଚିତ୍ତିରି ୭୫ ରନ୍ କରିଥିବା ବେଳେ କପୁଣ୍ଡି ୬ ଓଭରରେ ୭୬ ରନ କରି ବିଜୟ ହୋଇଥିଲା ,ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବଦ୍ରୀନାରାୟଣ ପାତ୍ର ,ସମ୍ମାନିତ ଅତିଥିଭାବେ ସମାଜସେବୀ ନରତୋମ ଜେନା ,ସରପଞ୍ଚ ପ୍ରତିମା ଜେନା ,ଦେଓଗାଁ ସରପଞ୍ଚ ସତ୍ୟ ରଞ୍ଜନ ଭୂୟାଁ ,ରତ୍ନାକର ଜେନା ,ମନ୍ମଥ ଜେନା , ଶରତ କୁମାର ଜେନା ,ପ୍ରଭାକର ଜେନା ,ସୁଦାମ ଚକ୍ର ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଏଥିରେ କ୍ଳବର ସମସ୍ତ କର୍ମକର୍ତ୍ତା ସୋହୋଯୋଗ କରିଥିଲେ ।

Leave A Reply

Your email address will not be published.