ଦିଶମ ଜାହେର ବାହାବଙ୍ଗା ୨୦୨୪ ମହା ସମାରୋହ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡୁକୁରା ଠାରେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ମହାନ ପର୍ବ ଦିଶମ ଜାହେର ବାହାବଙ୍ଗା ୨୦୨୪ ମହା ସମାରୋହ ଅନୁଷ୍ଠିତ | ସୂଚନା ଅନୁସାରେ ବାରିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡୁକୁରା ଠାରେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ମହାନ ପର୍ବ ଦିଶମ ଜାହେର ବାହାବଙ୍ଗା ୨୦୨୪ ମହା ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ଆଜି ଦିନ ୨ ଟା ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବେଳେ ୨୦ ହଜାର ରୁ ଉର୍ଦ୍ଧ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ସମାଗମ ହୋଇଥିଲା।

ଏଥିରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମୟୂରଭଞ୍ଜର ଡ଼. ଦେବାଶିଷ ମାରାଣ୍ଡି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave A Reply

Your email address will not be published.