ଅମିନ ସଂଘର କମିଟି ଗଠନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାସୁଦେବପୁର ଘରୋଇ ଅମିନ ସଂଘର କାର୍ଯ୍ୟକାରୀ କମିଟି ଗଠନ ହୋଇଯାଇଛି । ଏହି ଅବସରରେ ବାସୁଦେବପୁର ପୈାରପାଳିକାର ମହିଷାପଦା ସଭାମଣ୍ଡପ ଠାରେ ଭାସ୍କରଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସର୍ବସମ୍ମତିକ୍ରମେ ଉପଦେଷ୍ଠା ମଣ୍ଡଳୀ ଗଠିତ ହେବା ପରେ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା ।

ପୁରୁଷୋତ୍ତମ ବେହେରା,ନରହରି ପଣ୍ଡା, ଭାସ୍କର ମହାନ୍ତି,ବିଷ୍ନୁମୋହନ ପଣ୍ଡା, କମଳାକାନ୍ତ ବାରିକ, ମୃତ୍ୟୁଞ୍ଜୟ ପାତ୍ର,ଅର୍ଜୁନ ପ୍ରଧାନ, ରମେଶଚନ୍ଦ୍ର ପାଢୀ,ଗୈାରହରି ଧୂପାଳ, ସୁଦର୍ଶନ ମହାଳିକପ୍ରମୁଖ ଉପଦେଷ୍ଟା ମଣ୍ଡଳିରେ ସ୍ଥାନ ପାଇଥିବା ବେଳେ ଆଦିକନ୍ଦ ନାୟକ ସଭାପତି ଓ ରବିନାରାୟଣ ଦାସ ସଂପାଦକ ଭାବରେ ମନୋନୀତ ହୋଇଥିଲେ । ସେହିପରି ଉପସଭାପତି ଭାବରେ ଗୈାତମକୁମାର ଦେ, ସୁବାଷଚନ୍ଦ୍ର ବେହେରା, ସହସଂପାଦକ ଭାବରେ ପ୍ରତାପକୁମାର ମହାନ୍ତି, କୋଷାଧ୍ୟକ୍ଷ ରାମଚନ୍ଦ୍ର ପାଢୀ, ସଂଗଠନ ସଂପାଦକ ସର୍ବେଶ୍ୱର ବେହେରା ମନୋନୀତ ହୋଇଥିଲେ ।

କୈାସ୍ତୁଭ ବେହେରା, ଲକ୍ଷ୍ମୀକାନ୍ତ ନାଥ, ଉମେଶଚନ୍ଦ୍ର ବାରିକ, ପଞ୍ଚାନନ ମହାନ୍ତି, ସୁରଥ ମହାରଣା, ଉମାକାନ୍ତ ପାଢୀ, ଗୈାରାଙ୍ଗଚନ୍ଦ୍ର ପଣ୍ଡା ଓ ନିର୍ମଳକୁମାର ସାମଲପ୍ରମୁଖ କାର୍ଯ୍ୟକାରୀ କମିଟି ପାଇଁ ମନୋନୀତ ହୋଇଥିଲେ । ଶେଷରେ କୈାସ୍ତୁଭ ବେହେରା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ପ୍ରାୟ ସମସ୍ତ ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.