ମହାକାଳପଡ଼ା ଠାରେ ଘାଟ ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାକାଳପଡ଼ା ଠାରେ ଘାଟ ଆନ୍ଦୋଳନ | ପୋଲ ନିର୍ମାଣ ନହେବା ପର୍ଯ୍ୟନ୍ତ ଘାଟ ମହାସୁଲ ଆଦାୟ ବନ୍ଦ ରହିବ | ତେବେ ସୂଚନା ମୁତାବକ, ଘାଟ ଆନ୍ଦୋଳନ ମହାକାଳପଡ଼ା ପୋଲ ନିର୍ମାଣ ନହେବା ପର୍ଯ୍ୟନ୍ତ ଘାଟ ମହାସୁଲ ଆଦାୟ ବନ୍ଦ ରଖିବା ନେଇ ହୋଇଛି ଦାବି |

ଖରିନାସି ବତୀଘର ଘାଟ ଠାରେ ଆଜି 11 ଟା ସମୟରେ ଅଞ୍ଚଳରେ 12 ଟି ଛୋଟ ବଡ଼ ଘାଟ ରହିଛି | ମହାକାଳପଡା ନିର୍ବାଚନ ମଣ୍ଡଳୀର ଖାରନାଶି, ଜମ୍ବୁ, ଵାହାକୁଦ, ଚଉମୁହଣୀ, ତେରଗାଁ, ବିଜୟନଗର, ଏକଲପୁର , ଚଣ୍ଡିଆପଲ୍ଲୀ, କାଶପାଳ, କରଞ୍ଜ, ତିଖିରି, ଟିପିରୀ ଏହି ଘାଟ ଗୁଡ଼ିକୁ ଅଧିକ ଅର୍ଥ ଦେଇ ନଦୀ ପାର ହୋଇଛନ୍ତି ଅଞ୍ଚଳ ଵାସି।

25 ବର୍ଷ ବିଜେଡି ସରକାରଙ୍କ ସମୟରେ ହୋଇ ପାରିଲା ନାହିଁ ନଦୀରେ ପୋଲ | ତେବେ ଏହାକୁ ତ୍ରୀବ୍ର ବିରୋଧ କରି ଅଂଚଳବାସୀ ମହାସୁଲ ବନ୍ଦ ନକରନ୍ତି ତାହାଲେ ଆନ୍ଦୋଳନ ଜାରି ରହିବ ଆଵାହକ ସଂଜୟ କୁମାର ରଥ ସୂଚନା ଦେଇଛନ୍ତି |

Leave A Reply

Your email address will not be published.