ମହେଶ ଜୁଏଲାରୀ ଉପରେ ଜିଏସଟି ଏନଫୋର୍ସମେଣ୍ଟ ଚଢାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହେଶ ଜୁଏଲାରୀ ଉପରେ ଜିଏସଟି ଏନଫୋର୍ସମେଣ୍ଟ ଚଢାଉ | ବାସୁଦେବପୁର ସହରର ଜୁଏଲାରୀ ଦୋକାନ ମହେଶ ଜୁଏଲାରୀ ଉପରେ ଜିଏସଟି ଏନଫୋର୍ସମେଣ୍ଟର ଚଢାଉ ।

ମିଳିଥିବା ସୂଚନା ମୁତାବକ ବୁଧବାର ଦିନ ପ୍ରାୟ ଦଶଟା ସମୟରେ ଜିଏସଟି ଏନଫଢୋର୍ସମେଣ୍ଟ ବିଭାଗ ଯାଜପୁରର ଆଠଜଣିଆ ଟିମ ମହେଶ ଲୁଏଲାରୀର ବ୍ୟବସାୟ ପ୍ରତିଷ୍ଠାନ ସମେତ ବାସଭବନ ଉପରେ ଚଢାଉ ଆରମ୍ଭ କରିଥିଲେ । ମାତ୍ର ତିନିଘଣ୍ଟାର ବ୍ୟବଧାନ ପରେ ମହେଶଜୁଏଲାରୀଙ୍କ ବାସଭବନରୁ ପୁଣି ବ୍ୟବସାୟ ପ୍ରତିଷ୍ଠାନକୁ ତଦନ୍ତକାରୀ ଦୁଇଜଣିଆ ଟିମ ଫେରିଆସିଥିଲେ ।

ଅନ୍ୟଛଅଜଣ ବ୍ୟବସାୟ ପ୍ରତିଷ୍ଠାନରେ ଚଢାଉ ଜାରୀ ରଖିଥିଲେ । ଜିଏସଟି ଡେପୁଟି କମିଶନର ସନତକୁମାର ଯେନାଙ୍କ ନେତୃତ୍ୱରେ ତଦନ୍ତକାରୀ ଦଳରେ ଆସିଷ୍ଟାଣ୍ଡ ଡେପୁଟି କମିଶନରଶେଷଦେବ ପଟ୍ଟନାୟକ ଓ ବିନୟଭୂଷଣ ତ୍ରିପାଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଚଢାଉରେ ସାମିଲ ଥିଲେ ।

Leave A Reply

Your email address will not be published.