ବେଆଇନ୍ ବାଲିଘାଟ ସିଜ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଆଇନ୍ ବାଲିଘାଟ ସିଜ୍ | କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ, ଚନ୍ଦନପୁର ଠାରେ ଦୀର୍ଘଦିନ ଧରି ସେକ୍ ହାସିମ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ଚାଲିଥିବା ବେଆଇନ୍ ବାଲି ଚୋରା ଚାଲାଣ |

ତେବେ ଆଜି ସେକ୍ ହାସିମ ଏବଂ ତାଙ୍କ ସାଥୀମାନଙ୍କ ସହ ବାଲି ଉଠାଉଥିବା ଜେସିବି ମେସିନ୍ ସହିତ ବାଲିବୁହା ଗାଡିକୁ ମଧ୍ଯ ଜବତ କରିଛି ମାଇନସ୍ ଅଧିକାରୀ | ତେବେ ସୂଚନା ମୁତାବକ, ଆଜି ଚନ୍ଦନପୁର ଠାରେ ସେକ୍ ହାସିମ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ଚାଲିଥିବା ବେଆଇନ୍ ଚୋରା ଚାଲାଣ କରୁଥିବା ବାଲିଘାଟକୁ ବାଲି ଉଠାଉଥିବା ଜେସିବି ମେସିନ୍ ସହିତ ବାଲିବୁହା ଗାଡିକୁ ମଧ୍ଯ ଜବତ୍ କଲେ କଟକ କେନ୍ଦ୍ରାପଡା ଦାୟିତ୍ୱରେ ଥିବା ମାଇନସ୍ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଖୁଣ୍ଟିଆଙ୍କ ସହିତ ଚଉଦକୁଲଟ୍ ଫାଣ୍ଡି ପୋଲିସ ।

ଜେସିବ୍ ମେସିନ୍ ସିଜ୍ କରାଯିବା ପରେ ଚଉଦକୁଲାଟ୍ ଫାଣ୍ଡି ଜିମା ଦେଲେ ଶ୍ରୀଯ୍ତକ୍ତ ଖୁଣ୍ଟିଆଙ୍କ ସହିତ ତହସିଲଦାର । ଚୋରାରେ ବାଲି ଉଠାଉଥିବା ଅଭିଯୁକ୍ତ ବାଲି ମାଫିଆ ମାନେ ଚଢାଉବେଳେ ଘଟ୍ଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ଗଣ ମାଧ୍ଯମକୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.