ଅନ୍ତର୍ଜାତୀୟ ମହିଳା ଦିବସ ଉଦ୍‌ଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳା ଶିକ୍ଷିତ ହୋଈ ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନଙ୍କ ପାଇଁ ସଫଳତାର ନାରୀ ଶକ୍ତି ର ପ୍ରଗତି ହେଲେ ଦେଶର ଅଗ୍ରଗତି ହେବ’ । ‘ମହିଳା ଶିକ୍ଷିତ, ସଚେତନ ହେଲେ ଦେଶର ଅଗ୍ରଗତି ହେବ’ । ନାବାର୍ଡ ପକ୍ଷରୁ କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ସପ୍ତାହବ୍ୟାପୀ ଚାଲିଥୁବା ଅନ୍ତର୍ଜାତୀୟ ମହିଳା ଦିବସ ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟଅତିଥୁ ରୂପେ ଜିଲା ପରିଷଦ ଅଧ୍ଯକ୍ଷା ସସ୍ମିତା ମଲକା ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ମହିଳାମାନେ ଶିକ୍ଷିତ ଓ ସଚେତନ ତନ ହେଲେ ଦେଶ ଅଗ୍ରଗତି ହେବ।

ମୁଁ ଜ ଜଣେ ମହିଳା ହୋଇ ଗର୍ବିତ ବୋଲି ସେ କହିଥିଲେ। ସମ୍ମାନିତ ଅତିଥ୍ ଭାବେ ଜିଲା ଯୋଜନା এ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ଇଗୁର ଅତିରିକ୍ତ ନିର୍ଦ୍ଦେଶକ ଲତିକା ମିଶ୍ର, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ମହିଳା ଦିବସର ଘର ମୁଖ୍ଯ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ନାବାର୍ଡ ଡିଡିଏମ୍ ଦେବେନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମର ମଞ୍ଚାସିନ, ସସ୍ମିତା ମେଲେକା ଜିଲ୍ଲା ପରିଷଦ ସଭାପତି ଲତିକା ମିଶ୍ର ଆଞ୍ଚଳିକ ନିର୍ଦେଶକ, ଇଗ୍ନୋ ଉପ ନିର୍ଦେଶକ ଜିଲ୍ଲା ଯୋଜନା ବୋର୍ଡ ସୂର୍ଯ୍ୟକାନ୍ତ ବେହେରା ଉପ ନିର୍ଦେଶକ ଉଦ୍ୟାନ ସୁଦାମ ଚନ୍ଦ୍ର ବିଶ୍ୱାଳ ଡି ଡି ଏମ ନାବାର୍ଡ ଦେବେନ୍ଦ୍ର ପ୍ରଧାନ ରେଜିଷ୍ଟର ଏସ ବି ଆଇ ପ୍ରଶିକ୍ଷଣ କେନ୍ଦ୍ର ପ୍ରମୋଦ କୁମାର ଦାସ ଉପସ୍ଥିତ। ରେ କୋରାପୁଟ ଜିଲ୍ଲାର କୋରାପୁଟ, ନନ୍ଦପୁର ପୋଟାଙ୍ଗୀ, ବନ୍ଧୁଗାଁ ଏବଂ ବଇପାରିଗୁଡ଼ା ବ୍ଲକ୍ ର ମହିଳା ସ୍ଵବାଲମ୍ୱୀ ର ଉଦାହରଣ ସୃଷ୍ଟି କରିଛନ୍ତି କୋରାପୁଟ ଜିଲ୍ଲା ପାଇଁ । ସେମାନଙ୍କ ମଧ୍ୟରୁ 6ପାଞ୍ଚ ଜଣ ମହିଳା ପୁରସ୍କୃତ।

Leave A Reply

Your email address will not be published.