ରେମୁଣାରେ ବିଜେପିର ଜନ ଆର୍ଶୀବାଦ ସମାବେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରେମୁଣାରେ ବିଜେପିର ଜନ ଆର୍ଶୀବାଦ ସମାବେଶ | ବାଲେଶ୍ଵର ରେମୁଣା ବିଜେପିର ଜନ ଆର୍ଶୀବାଦ ସମାବେଶ। ଯୁବନେତା ବିଜୟ ସେଠିଙ୍କ ନେତୃତ୍ୱରେ ରେମୁଣା ମନ୍ଦିର ଛକ ନିକଟରେ ଏହି ଜନ ଆର୍ଶୀବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ଟିକେଟ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପ୍ରଦାନ କରାଯାଇଛି। ନିର୍ବାଚନ ମଣ୍ଡଳିରେ ବିଜେପି ନେତା ଓ କର୍ମୀଙ୍କ ମତାମତ ନ ନେଇ ଦଳ ଟିକେଟ ଘୋଷଣା କରିଛି।

ଏନେଇ ଟିକେଟ ପରିବର୍ତ୍ତନ କରିବା ପାଇଁ ଶ୍ରୀ ସେଠୀ ଦାବି କରିଛନ୍ତି। ଏହି ସମାବେଶରେ ପ୍ରାୟ ତିନିହଜାରରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ।

Leave A Reply

Your email address will not be published.