୮ ଯାତ୍ରୀଙ୍କ ଉପରେ ଚଢିଗଲା କର୍ଣ୍ଣାଟକ ଏକ୍ସପ୍ରେସ

ନିଆଁ ଲାଗିବା ଗୁଜବ ଯୋଗୁଁ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ

0

ଓଡ଼ିଆ ନ୍ୟୁଜ୍: ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନରେ ନିଆଁ ଲାଗିବା ଗୁଜବ ହେବାରୁ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ ଯାତ୍ରୀ। ୮ ଯାତ୍ରୀଙ୍କ ଉପରେ ଚଢିଗଲା କର୍ଣ୍ଣାଟକ ଏକ୍ସପ୍ରେସ। ପୁଷ୍ପକ ଏକ୍ସପ୍ରେସର କିଛି ଯାତ୍ରୀଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେବାରୁ ୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପୁଷ୍ପକ ଏକ୍ସପ୍ରେସରେ ଟ୍ରେନରେ ଅଚାନକ ନିଆଁ ଲାଗିବା ଗୁଜବ ସାମ୍ନାକୁ ଆସିଥିଲା।
ନିଆଁ ଲାଗିବା ଗୁଜବ ପରେ ଅନେକ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ। ଏହି ସମୟରେ ପାଖ ଟ୍ରାକରେ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ ୮ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛନ୍ତି।

Leave A Reply

Your email address will not be published.