ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମା କାଳୀଙ୍କ ମହାଯଜ୍ଞ। ବିଶ୍ୱାସ ଓ ଭାବନାର କଥା ଆସିଲେ ମନେପଡେ ଦେବାଦେବୀ ଙ୍କ କଥା।ତେଣୁ ଯାଗଯଜ୍ଞ କରି ଦେବାଦେବୀଙ୍କି ସନ୍ତୁଷ୍ଟ କରାଯାଏ ।ସେହିଭଳି ଆଜି ସାଲେପୁର ବ୍ଲକ ଅନ୍ତରଗତ ବାରବୋଡିଆ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି ।
କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ବାରବୋଡିଆଠାରେ ମହାକାଳୀ ଙ୍କୁ ପୀଠ ଆଜି ସକାଳୁ ହଜାର ହଜାର ମହିଳା ଶ୍ରାଦ୍ଧାଳୁ ଆସି ମହାନଦୀ ରୁ କଳସରେ ପାଣି ନେଇ ଗାଁ ପରିକ୍ରମା କରିବା ସହ ମାକାଳୀ ପୀଠ ରେ ପହଞ୍ଚି ମା ଙ୍କ ଦର୍ଶନ କରିଥିଲେ ଏହା ଚାରିଦିନ ପର୍ଯ୍ୟନ୍ତ ଯଜ୍ଞ ଚାଲିବ ଏହି ପୀଠ ରେ ମା କାଳୀ ମା ଝାଡଖଣ୍ଡି ମା କାପୁଡ଼େଇ ମନ୍ଦିର କେଉଁ ଆବାହମାନ କାଳରୁ ରହିଆସିଛି |
ଆଜି ହେଉଛି ମା କାଳୀଙ୍କ ଦ୍ଵତୀୟ ବାର୍ଷକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ବହୁ ଶ୍ରଦ୍ଧାଳୁ ମାନସିକ ଧାରୀ ପହଞ୍ଚି ମା ଙ୍କ କୃପା ଲାଭ କରନ୍ତି ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ଅଞ୍ଚଳ ପୁରା ଭକ୍ତିମୟ ହୋଇ ପଡିଛି ।