ଅଧା ଖେଳରୁ ନାଁ ଫେରାଇ ନେଲେ ମେରୀ କମ୍

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଚଳିତ ବର୍ଷ କମନ୍ ଓ୍ବେଲଥ୍ ଗେମ୍ସରେ ଖେଳିବେନି ମେରୀ କମ୍ । ଅଧା ଖେଳରୁ ନାଁ ଫେରାଇ ନେଲେ  ମହଳା ଭେଟେରାନ ବକ୍ସ ମେରୀ କମ୍ l ୪୮ କିଲୋଗ୍ରାମ୍ ସେମିଫାଇନାଲର ପ୍ରଥମ ରାଉଣ୍ଡରେ ହିଁ ତାଙ୍କୁ ଆଘାତ ଲାଗିଥିଲା| । ଗୋଡରେ ଆଘାତ ଲାଗିବାରୁ କମନ ୱେଲଥ ଗେମ୍ସ ଟ୍ରାଏଲର ମାଧ୍ୟମରେ ମଧ୍ୟଭାଗରୁ ନିଜକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି ମେରୀ କମ୍ ।

୨୦୧୮ ମସିହାର ସ୍ବର୍ଣ୍ଣ ପଦକ ବିଜେତା ମେରୀ କମ୍ ପ୍ରଥମ ରାଉଣ୍ଡରେ ହିଁ ପଡି ଯାଇଥିଲେ । ପୁଣି ଉଠି ପ୍ରତିଦ୍ବନ୍ଦିତା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ୨ଥର ପିଟିବା ପରେ ସେ ଭାରସାମ୍ୟ ହରାଇ ବାମ ଗୋଡ଼ ଧରି ବସିପଡ଼ି ଥିଲେ ।ଏହାପରେ ତାଙ୍କୁ ରିଙ୍ଗ୍ ଛାଡ଼ିବାକୁ ପଡିଥିଲା।

Leave A Reply

Your email address will not be published.