ମସ୍ତିପୁଟ ସମସ୍ତ ରାମ ଭକ୍ତଙ୍କ ଘରକୁ ଆସିଲା ନିମନ୍ତ୍ରଣ ଅକ୍ଷତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମସ୍ତିପୁଟ ସମସ୍ତ ରାମ ଭକ୍ତଙ୍କ ଘରକୁ ଆସିଲା ନିମନ୍ତ୍ରଣ ଅକ୍ଷତ। ଅକ୍ଷତ ବଣ୍ଟନ ଓ କଳସ ସୋଭା ଯାତ୍ରା ରେ ଶ୍ରି ରାମ ନାମ ରେ ପ୍ରକମ୍ପିତ ପୁର ପଲ୍ଲୀ ମସ୍ତିପୁଟ ଗ୍ରାମ। ମସ୍ତିପୂଟ ଗ୍ରାମ ମନ୍ଦୀର ରେ ହୋଜାର ହଜାର ହଜାର ସଂଖ୍ୟାରେ ରାମ ଭକ୍ତ ଙ୍କ ଉପସ୍ଥିତ ରହିଥାଏ  |

22 ତାରିଖ ରେ ଥିବା ଶ୍ରୀ ରାମ ଙ୍କ ମନ୍ଦିର ପ୍ରତିଷ୍ଠା ଶୁଭ ଦିନରେ ପ୍ରଭୁ ଶ୍ରୀରାମଙ୍କ ନୂତନ ନୂତନ ବିଗ୍ରହକୁ ବିଗ୍ରହକୁ ଶ୍ରୀରାମ ଜନ୍ମଭୂମିରେ ନିର୍ମିତ ହେଉଥିବା ନୂତନ ମନ୍ଦିରର ଗର୍ଭ ଗୃହରେ ବିରାଜିତ ବିରାଜିତ କରାଯାଇ ପ୍ରାଣ ପ୍ରତିଷ୍ଠା କରାଯିବା ଅବସର ରେ ନିମନ୍ତ୍ରଣ ପତ୍ର ସହ ଅକ୍ଷତ କଳସ ସମସ୍ତ ଅଞ୍ଚଳ ରୁ ଆସିଥିବା ଭକ୍ତ ଙ୍କୁ ଦିଆଗୋଲା।ଶୁଭ ଅବସରରେ ଅଯୋଧ୍ୟାରେ ଅଭୂତପୂର୍ବ ତପୂର୍ବ ଆନନ୍ଦମୟ ଆନ ବାତାବରଣ ସୃଷ୍ଟି ହେବ ଯାହାକି କୋରାପୁଟ ଜିଲ୍ଲାର ଭକ୍ତ ମୟ ପରିବେଶ ଚିତ୍ର ରୁ ପ୍ରମାଣ ହେଉଚି।

ମନ୍ଦୀର ପ୍ରାଣ ପ୍ରତିଷ୍ଠା ଦିବସର ନିଜ ଗ୍ରାମ, ପଡା, କଲୋନୀ, ସହରରେ ଥିବା ମନ୍ଦିରରେ ସମସ୍ତ ରାମଭକ୍ତଙ୍କୁ ଏକତ୍ରିତ କରି ଭଜନ, କୀର୍ତ୍ତନର ଆୟୋଜନ ହେବ । ଟେଲିଭିଜନ ପ୍ରସାରଣକୁ ବଡ ପରଦାରେ (ଏଲ.ଇ.ଡି. ସ୍କ୍ରୀନ ) ଲଗାଇ ଅଯୋଧ୍ୟା ଯୋଧ୍ୟାରେ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହକୁ ଲୋକ ମାନେ ନିଜୋ ଘରେ ରହି ଦେଖିବେ। ଶଙ୍ଖଧ୍ବନି, ଘଣ୍ଟଧ୍ବନି ସହ ଆରତୀ ଏବଂ ପ୍ରସାଦ ବିତରଣ କରିବେ ।

Leave A Reply

Your email address will not be published.