ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ‘ଗଭର୍ଣ୍ଣର ଅଫ ଦ ଇୟର’

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦ ଇୟର’ସେଣ୍ଟ୍ରାଲ ବ୍ୟାଙ୍କିଂ ଲଣ୍ଡନ ଦ୍ୱାରା ଆରବିଆଇ ଗଭର୍ଣ୍ଣରଙ୍କୁ ଶ୍ରେଷ୍ଠ ସମ୍ମାନ। ଆର୍ଥିକ ପରିଚାଳନା ନେଇ ମିଳିଲା ଏହି ଆନ୍ତର୍ଯାତୀୟ ସମ୍ମାନ। ୨୦୧୮ ଡିସେମ୍ବର ୧୧ତାରିଖରେ ଭାରତର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ନିଯୁକ୍ତ ହୋଇଥିଲେ ଶକ୍ତିକାନ୍ତ

Leave A Reply

Your email address will not be published.