ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ୧୩୯ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥରେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ୧୩୯ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ଏହି ବରିଷ୍ଠ ନାଗରିକ ମାନେ ବାରଣାସୀ ଓ ଆହ୍ଲାବାଦ ପରିଭ୍ରମଣ…
Read More...

ଭୁବନେଶ୍ବର: ଡିଭାଇଡ଼ର ଭାଙ୍ଗି ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହେଲା ବସ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡିଭାଇଡ଼ର ଭାଙ୍ଗି ରାସ୍ତା ଉପରେ ଓଲଟିଲା ବସ।  ରାଜଧାନୀ ସତ୍ୟନଗର ପେଟ୍ରୋଲ ପମ୍ପ ସାମ୍ନାରେ ବାସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସରେ କେବଳ ଡ୍ରାଇଭର ଓ କଣ୍ଡକ୍ଟର ରହିଥୁବା ବେଳେ ଡ୍ରାଇଭରଙ୍କ ହାତରେ…
Read More...

ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂ ହେବେ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂ ହେବେ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି। ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ଗତକାଲି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।…
Read More...

ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେଲା ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ, ସାମିଲ ହେଲେ ୪୬ କଣ୍ଟିଜେଣ୍ଟ ୯…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡର ଅଭିବାଦନ…
Read More...

ଗଣତନ୍ତ୍ର ଦିବସରେ ଭାଇରାଲ ହେଉଛି ସ୍ମୃତି ଇରାନୀଙ୍କ ଏହି ଭିଡିଓ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ସମଗ୍ର ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଉଛି ଜ୍ଝ ଏହି ଅବସରରେ ସମସ୍ତେ ନିଜ ନିଜ ଉପାୟରେ କାମନା କରୁଛନ୍ତି ଜ୍ଝ ଅନ୍ୟପକ୍ଷରେ, ଏହି ଦିନ ଆମ ଦେଶର ସେହି ହିରୋମାନଙ୍କୁ ମଧ୍ୟ ସ୍ମରଣ…
Read More...

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ: ନିନ୍ଦା କଲା ଭାରତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତ କିଛି ଦିନ ହେବ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଛି। ଯାହା ଉପରେ ଅଷ୍ଟ୍ରେଲିଆର କାନବ୍ରାଠାରେ ଅବସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ଦୃଢ ଆପତ୍ତି ଜଣାଇଛନ୍ତି।…
Read More...

ରାମଚରିତମାନସ ବିବାଦକୁ ନେଇ ଏମିତି କହିଲେ ଯୋଗ ଗୁରୁ ରାମଦେବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୟୁପି ସମେତ ଅନେକ ରାଜ୍ୟରେ ରାମଚରିତମାନସ ଉପରେ ବିବାଦୀୟ ବାକ୍ୟ ଜାରି ରହିଛି ଜ୍ଝ ଏହା ପୂର୍ବରୁ ବିହାର ଶିକ୍ଷା ମନ୍ତ୍ରୀ ତଥା ଆରଜେଡି ନେତା ଚନ୍ଦ୍ର ଶେଖର ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏହା…
Read More...

ସବୁ ରେକର୍ଡ ଭାଙ୍ଗିଚାଲିଛି ଫିଲ୍ମ “ପଠାନ୍’

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ' ବୁଧବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଯାହା ଆଶା କରାଯାଉଥିଲା ଯେ ଶାହାରୁଖଙ୍କ 'ପଠାନ' ବକ୍ସ ଅଫିସରେ ଝଡ଼…
Read More...

ଗରିବ ଲୋକଙ୍କୁ ଘର କରାଇ ନଦେବାକୁ ଷଡଯନ୍ତ୍ର କରୁଛି ବିଜେଡି ସରକାର, ନବୀନ ସରକାରଙ୍କୁ ରାଜ୍ୟବାସୀ କ୍ଷମା ଦେବେ ନାହିଁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ‘ମାଗିଲେ ୨୭, ପାଇଲେ ୨୮’ । ତଥାପି ଗରୀବଙ୍କୁ ଘର କରାଇ ନଦେବାକୁ ଷଡଯନ୍ତ୍ର କରୁଛି ବିଜେଡି ସରକାର । କେନ୍ଦ୍ର ସରକାର ଉପରେ ମିଥ୍ୟା ଆରୋପ ଲଗାଇ ଗରୀବ ଲୋକଙ୍କ ପାଇଁ ନିଜେ କୁମ୍ଭୀର ସାଜିଛନ୍ତି…
Read More...

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା: ସାରା ବିଶ୍ବର ନଜର ଏବେ ଓଡିଶା ଉପରେ…

ଓଡିଆ ନ୍ୟୁଜ୍(ବ୍ୟୁରୋ): ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ,…
Read More...