ସୋରରେ ସରକାରୀ ମଦ ଦୋକାନକୁ ଜାଳିଦେଲେ ଦୁର୍ବୃତ୍ତ

ଓଡିଆ ନ୍ୟୁଜ୍(ବ୍ୟୁରୋ): ସୋର ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଳିଦେଲେ ଦୁର୍ବୃତ୍ତ । ତା ସହିତ ମଦ ମାଲିକଙ୍କର କାର୍ କୁ ମଧ୍ଯ ପୋଡି ଦେଇଛନ୍ତି । ସନ୍ଦେହରେ ଖନ୍ତାପଡା ପୋଲିସ ୬ଜଣଙ୍କୁ ଅଟକ…
Read More...

ଚାରିଦିନିଆ ଇଣ୍ଡୋନେସିଆ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ: ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨ ଯାଏଁ ବାଲି ଠାରେ ବିଭିନ୍ନ…

ଓଡିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗଷ୍ଟ ୨୯ ତଥା ଆଜି ଠାରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଇଣ୍ଡୋନେସିଆର ବାଲି ଗସ୍ତରେ ଯାଉଛନ୍ତି ।…
Read More...

ସେପ୍ଟେମ୍ବର-୪ରେ ଦରଦାମ ବୃଦ୍ଧି ଓ ଉତ୍କଟ ବେକାରୀ ପ୍ରତିବାଦରେ କଂଗ୍ରେସର “ମହଙ୍ଗାଇ ପର ହଲ୍ଲାବୋଲ”

ଓଡିଆ ନ୍ୟୁଜ୍(ବ୍ୟୁରୋ):  ମୋଦି ସରକାରଙ୍କ ଭୁଲ ଅର୍ଥନୀତି ଭାରତରେ ଆକାଶଛୁଆଁ ଦରଦାମ ବୃଦ୍ଧି ଏବଂ ଉତ୍କଟ ବେକାରୀର କାରଣ । ମହଙ୍ଗା ଏବଂ ବେକାରମୁକ୍ତ ଭାରତ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ…
Read More...

ଓଡିଶା ଅଗ୍ନିଶମ ବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ: ସୃଷ୍ଟି ହେବ ୧୪୪ଟି ପଦବୀ

ଓଡିଆ ନ୍ୟୁଜ୍(ବ୍ୟୁରୋ): ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ…
Read More...

ଓଡ଼ିଶାରେ ଅପପୃଷ୍ଟିରେ ଶିଶୁଙ୍କ ମୃତ୍ୟୁ କାହିଁକି ହେଉଛି ଜବାବ ଦିଅନ୍ତୁ ରାଜ୍ୟ ସରକାର: ବିଜେପି ଉପସଭାନେତ୍ରୀ  ଅନୀତା…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଅପପୁଷ୍ଟି କମାଇବା ପାଇଁ ରାଜ୍ୟ ସରକାର ଭଳିକି ଭଳି ଯୋଜନା କରୁଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ଓଡ଼ିଶାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଗାଁ ଗାଁମାନଙ୍କରେ…
Read More...

କର୍ଣ୍ଣାଟକ ହିଜାବ ମାମଲାରେ ନୋଟିସ ଜାରି କଲେ ସୁପ୍ରମକୋର୍ଟ; ଶୁଣାଣି ସ୍ଥଗିତ ରଖିବାକୁ ଅନୁରୋଧ କରୁଥିବା…

କର୍ଣ୍ଣାଟକ ହିଜାବ ବ୍ୟାନ ମାମଲାରେ ଶୁଣାଣି ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଆବେଦନକାରୀଙ୍କ ଦାବି ଉପରେ ଅସନ୍ତୋଷ ବ୍ୟକ୍ତ କରି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ସୁଧାଂଶୁ ଧୂଲିଆଙ୍କ ବେଞ୍ଚ କହିଛନ୍ତି-…
Read More...

କୌଣସି ପେଣ୍ଡାଲରେ ବିକୃତ ଗଣେଶ ମୂର୍ତ୍ତି ପୂଜା ହୋଇପାରିବ ନାହିଁ, ରାୟ ଶୁଣାଇଲେ ହାଇକୋର୍ଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଣେଷ ମୂର୍ତ୍ତି ନିର୍ମାଣ ଶୈଳୀ ବିବାଦ ମାମଲାର ଶୁଣାଣି କରି ଚିରାଚରିତ ମୂର୍ତ୍ତିକୁ ବାଦ ଦେଇ ବିକୃତ ମୂର୍ତ୍ତି ନିର୍ମାଣ ହୋଇ ପାରିବ ନାହିଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ହିନ୍ଦୁ ଭାବାବେଗକୁ…
Read More...

NEET-PG କାଉନସେଲିଂରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ; ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦରେ ପକାଇପାରିବୁ…

NEET-PG ୨୦୨୨ କାଉନସେଲିଂରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା NEET-PG ୨୦୨୨ କାଉନସେଲିଂରେ ହସ୍ତକ୍ଷେପ କରିବ ନାହିଁ କିମ୍ବା ବନ୍ଦ କରିବ ନାହିଁ। କୋର୍ଟ…
Read More...

ଜମ୍ମୁରେ ଓକିଲମାନଙ୍କ ବିରୋଧ ପ୍ରଦର୍ଶନ; ବିଭିନ୍ନ କୋର୍ଟକୁ ହାଇକୋର୍ଟ ପରିସରକୁ ସ୍ଥାନାନ୍ତର କରିବାକୁ ଦାବି!

ଜାମ୍ମୁ ବାର୍ ଆସୋସିଏସନ୍ ସୋମବାର ଜମ୍ମୁ ବନ୍ଦ ଡାକରା ଦେଇ ଜାମ୍ମୁର ବିଭିନ୍ନ କୋର୍ଟକୁ ହାଇକୋର୍ଟ ପରିସରକୁ ସ୍ଥାନାନ୍ତର କରିବାକୁ ଦାବି କରିଛି। ଜାମ୍ମୁ ବନ୍ଦକୁ ସଫଳ କରିବା ପାଇଁ ଓକିଲମାନେ ସକାଳୁ ରାସ୍ତାରେ ଟାୟାର ଜାଳି…
Read More...

ଆଜି ଜାତୀୟ କ୍ରୀଡ଼ା ଦିବସ, ଲୋକସେବା ଭବନରେ ୬ ଜଣ ପାଇବେ ସ୍ପୋର୍ଟସ୍ ଆୱାର୍ଡ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟସରକାରଙ୍କ ତରଫରୁ ବିଜୁ ପଟନାୟକ ସ୍ପୋର୍ଟ୍ସ ଆୱାର୍ଡ 2021 ପ୍ରଦାନ କରାଯିବ।ଲୋକେସେବା ଭାବନାରେ ଆୟୋଜିତ ଏକ ସ୍ୱତନ୍ତ୍ର କାଯ୍ୟକ୍ରମରେ ମୁଖମନ୍ତ୍ରୀ ନବୀନ…
Read More...