ନୀଳାଚଳ ଇସ୍ପାତର ପୁଞ୍ଜି ପ୍ରତ୍ୟା ହାର ପ୍ରକ୍ରିୟା ଶେଷ: ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ କିଣିଲା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ନୀଳାଚଳ ଇସ୍ପାତର ପୁଞ୍ଜି ପ୍ରତ୍ୟା ହାର ପ୍ରକ୍ରିୟା ଶେଷ ହେଲା। TSPl, ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ ଏହାକୁ ହାତକୁ ନେଲା। ନୀଳାଚଲ i ସହ MMTC, NMDC,BHEL,MECON ରାଜ୍ୟ ସରକାରଙ୍କ OMC…
Read More...

ନେପାଳ ପ୍ରତି ଭାରତର ଭାବପ୍ରବଣ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନେପାଳକୁ ୭୫ ଟି ଆମ୍ବୁଲାନ୍ସ ସହ ୧୭ ଟି…

ପଡ଼ୋଶୀମାନଙ୍କୁ ପ୍ରେମ ଦେଖାଇବା ଏବଂ ଉଚିତ୍ ସମୟରେ ସାହାଯ୍ୟ କରିବା ଭାରତକୁ ବେଶ୍ ଭଲ ଭାବେ ଜଣା। ପଡୋଶୀ ଦେଶ ନେପାଳକୁ ସମର୍ଥନ କରିବାରେ ସେ ସର୍ବଦା ଗମ୍ଭୀର ରହିଆସିଛି। ନେପାଳ ସହିତ ବନ୍ଧୁତ୍ୱର ଏହି ଲିଙ୍କକୁ ମଜବୁତ କରି…
Read More...

ବିଧାନସଭାରେ ଉଠିଲା ବିଜେବି କଲେଜ ରାଗିଂ ପ୍ରସଙ୍ଗ: ପ୍ରଶ୍ନକାଳ ଆରମ୍ଭରୁ ବିଜେପିର ହୋ ହାଲ୍ଲା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଗୃହରେ ଉଠିଲା ବିଜେବି କଲେଜ ରାଗିଂ ପ୍ରସଙ୍ଗ । ପ୍ରଶ୍ନକାଳ ଆରମ୍ଭରୁ ରାଗିଂ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ହଟ୍ଟଗୋଳ ପାଇଁ…
Read More...

ମୋଦୀ ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ; ଆସନ୍ତା ସପ୍ତାହରେ ଶୁଣାଣି

ଆସନ୍ତା ସପ୍ତାହରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ରର 'ଅଗ୍ନିପଥ' ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଜେ.କେ…
Read More...

ସୋସିଆଲ ମିଡିଆରେ ହେଟ ସ୍ପିଚ ବିରୁଦ୍ଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ଘୃଣା ବିରୋଧୀ ଆଇନ ହେଉଛି ପ୍ରସ୍ତୁତ

ଦେଶରେ ହେଟ ସ୍ପିଚ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଯେଉଁମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଘୃଣ୍ୟ ବିଷୟବସ୍ତୁ ରଖୁଛନ୍ତି ସେମାନେ ମଧ୍ୟ ଏହି ଖବରକୁ ଭଲ ଭାବରେ…
Read More...

ଆସନ୍ତା ୬ରେ ଆସୁଛି ମାଟ୍ରିକ ଫଳ, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ବୁଧବାର ଅର୍ଥାତ୍ ୬ ତାରିଖ ଦିନ ଗୋଟାଏରେ ପ୍ରକାଶ ପାଇବ ମାଟ୍ରିକ୍ ଫଳ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମାଟ୍ରିକ ରେଜଲ୍ଟ bseodisha.ac. in ଏବଂ…
Read More...

ନିଳାଦ୍ରି ବିଜେରେ ଅଭିମାନୀ ମହାଲକ୍ଷ୍ମୀଙ୍କର କେମିତି ମାନଭଞ୍ଜନ କରନ୍ତି କଳା ଠାକୁର ଜାଣନ୍ତୁ..

ପୁରୀ(ଓଡ଼ିଆ ନ୍ରୁଜ୍‌): ଆମ ମହାପ୍ରଭୁଙ୍କ ନୀତି ନୀତି ଅନନ୍ୟ । ସାଧାରଣ ମଣିଷଙ୍କ ପରି ମାନବୀୟ ଲିଳାଖେଳା କରନ୍ତି ଭାଇ-ଭଉଣୀଙ୍କ ସହ କଳାଠାକୁର । ତେବେ ସେହି ଚତୁର୍ଦ୍ଧାମୂରତି ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଓ ରତ୍ନ ସିଂହାସନ…
Read More...

କାହିଁକି ହୁଏ ‘ଅଧରପଣା’ ନୀତି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ ?

ପୁରୀ(ଓଡ଼ିଆ ନ୍ୟୁଜ୍‌):‘ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ବିଶେଷ ନୀତି ହେଉଛି ‘ଅଧରପଣା’ । ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା…
Read More...

ରାଜରାଜେଶ୍ୱର ବେଶରେ ବିଶ୍ୱ ଦେଖିବ ମହାବାହୁଙ୍କ ଐଶ୍ୱର୍ଯ୍ୟ, ଜାଣନ୍ତୁ ସୁନାବେଶରେ କଣ ପିନ୍ଧନ୍ତି ଶ୍ରୀଜିଉ..

ପୁରୀ(ଓଡ଼ିଆ ନ୍ୟୁଜ୍‌): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ବା ରାଜରାଜେଶ୍ୱର ବେଶ ଅତ୍ୟନ୍ତ ଦୁର୍ଲଭ। ଇଏ ବେଶ ଏକମାତ୍ର ବେଶ ଯେଉଁଥିରେ ସ୍ପଷ୍ଟ ପରିସ୍ଫୁଟ ହୋଇଥାଏ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ । ମହଣ…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଜନ୍ମବେଦୀରେ ଲୀଳାଖେଳା କରୁଛନ୍ତି ଶ୍ରୀଜିଉ

ପୁରୀ(ଓଡ଼ିଆ ନ୍ୟୁଜ୍‌): ଚତୂଃଦ୍ଧା ମୂର୍ତ୍ତିଙ୍କ ଆଜି ନବଦିନାତ୍ମକ ଯାତ୍ରାର ଚତୁର୍ଥ ଦିନ । ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି…
Read More...