ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଶ୍ରମ ଆଇନ ! ଜାଣନ୍ତୁ କର୍ମଚାରୀଙ୍କ ପାଇଁ କ’ଣ ହେବ ନୂଆ ନିୟମ ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁଲାଇ ପହିଲାରୁ ବଦଳିବ କିଛି ନିୟମ । କୁହାଯାଉଛି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶ୍ରମ ଆଇନ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହୋଇପାରେ । ସୂଚନାନୁସାରେ ସମସ୍ତ ଶିଳ୍ପ ଏବଂ…
Read More...

କଳା ଦିବସର କଳା କାହାଣୀ: ଜରୁରୀକାଳୀନ ପରିସ୍ଥିତିକୁ ପୁରିଲା ୪୭ ବର୍ଷ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁନ ୨୫ ବର୍ଷ ୧୯୭୫ । ଏ ତାରିଖ ଆଉ ବର୍ଷକୁ ବୋଧେ ଭୁଲି ନଥିବେ ଭାରତବାସୀ । ଭାରତୀୟ ଗଣତନ୍ତ୍ର ଓ ରାଜନୈତିକ ଇତିହାସରେ ଘଟିଯାଇଥିବା ବହୁ ଘଟଣାବଳୀ ମଧ୍ୟରେ ଆଜିର ତାରିଖ ଲିପିବଦ୍ଧ ହୋଇରହିଛି। କଳା…
Read More...

ଆଜି ଥିଲା ରାଇ ଭାଇଙ୍କ ବିବାହ ବାର୍ଷିକୀ, ଗତକାଲି କରିଦେଇନ୍ତି ଆତ୍ମହତ୍ୟା

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଜି ଥିଲା ଅଭିନେତା ରାଇମୋହନ ପରିଡ଼ାଙ୍କ ବିବାହ ବାର୍ଷିକୀ। ଏହି ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ପୂର୍ବ ପ୍ରସ୍ତୁତି ସରିଥିଲା । ହେଲେ ପରିବାର ଉପରେ ଲଦିପଡ଼ିଲା ଦୁଃଖରେ ପାହାଡ଼ । କେହିି…
Read More...

ଗ୍ୟାସ୍ କଟରରେ କାଟି SBI ଏଟିଏମରୁ ଲୁଟ୍

ବାଲେଶ୍ବର(ଓଡ଼ିଆ ନ୍ୟୁଜ୍‌): ଗ୍ୟାସ୍ କଟରରେ କାଟି SBI ଏଟିଏମରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା SBI ଏଟିଏମରୁ ଗ୍ୟାସ୍ କଟରରେ କାଟି ଲୁଟି ନେଇଛନ୍ତି ଦୁର୍ବୃତ୍ତ।…
Read More...

ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା

ପୁରୀ(ଓଡ଼ିଆ ନ୍ୟୁଜ୍‌): ପୁରୀ ରେଳ ଷ୍ଟେସନ୍ରେ ଯାତ୍ରୀଙ୍କ ବ୍ୟାଗ୍ରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା । ଲଗେଜ୍ ସ୍କାନିଂ ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ନଗଦ ୨୮ ଲକ୍ଷ ୮୫ ହଜାର ୫ଶହ ଟଙ୍କା ଜବତ କରିଛି ଆରପିଏଫ । ଆରପିଏଫ…
Read More...

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳ। ଏନେଇ ପ୍ରକ୍ରିୟାକରଣ ଶିଘ୍ର ସାରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । କହିରଖୁ କ. ବୋର୍ଡ ପକ୍ଷରୁ…
Read More...

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ତିନି ରଥର ବେଦି ସିଂହାସନ ସମେତ ବେଦି ଚାରିପାର୍ଶ୍ବରେ ପଟା ବାଡ଼ିଆ ଶେଷ

ପୁରୀ(ଓଡ଼ିଆ ନ୍ୟୁଜ୍‌): ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଗେଇ ଚାଲିଛି ରଥକାମ । ରଥଖଳାରେ ଶନିବାର ଦିନ ରଥ ନିର୍ମାଣକୁ ୫୨ ଦିନ ପୂରିଛି। ଏହାରି ମଧ୍ୟରେ ତିନି ରଥର ବେଦି ସିଂହାସନ ସମେତ ବେଦି ଚାରିପାର୍ଶ୍ବରେ…
Read More...

ଦଶମୂଳ ଔଷଧ ସେବନ କରି ସୁସ୍ଥ ହେଲେ ମହାପ୍ରଭୁ

ପୁରୀ(ଓଡ଼ିଆ ନ୍ୟୁଜ୍‌): ଦଶମୂଳ ଔଷଧ ସେବନ କରି ସୁସ୍ଥ ହେଲେ ମହାପ୍ରଭୁ। ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ…
Read More...

ପଞ୍ଚଭୂତରେ ଲୀନ ହେଲା ରାଇମୋହନଙ୍କ ପାର୍ଥିବ ଶରୀର

ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ୍): ପଞ୍ଚଭୂତରେ ଲୀନ ହେଲା ବର୍ଷୀୟାନ ଅଭିନେତା ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀର ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସାନଝିଅ ଉଦିତା ପରିଡ଼ା ମୁଖାଗ୍ନି ଦେଇଛନ୍ତି ।…
Read More...

ରାଇମୋହନ ପରିଡ଼ାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ, ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ – ଧର୍ମେନ୍ଦ୍ର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) ଓଡ଼ିଶାର ଲୋକପ୍ରିୟ କଳାକାର ତଥା ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
Read More...