ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଲେ ଶିବସେନାର ଆଉ ୩ ବିଧାୟକ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି । କାମ ଦେଉନି ଠାକରେଙ୍କ ଅନୁରୋଧ । ଶିବସେନାର ବିଦ୍ରୋହୀ ବିଧାୟକ ଆସାମ ରାଜଧାନୀ ଗୌହ୍ବାଟୀରେ ଡେରା ପକାଇଛନ୍ତି । ଉଦ୍ଧବ ଠାକରେଙ୍କ…
Read More...

ଦେଶରେ ଉପରମୁହାଁ କରୋନା: ସ୍ଥିତି ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚିନ୍ତା ବଢାଉଛି କରୋନା । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଦେଶରେ ବଢୁଛି କରୋନା ସଂକ୍ରମଣ । ଏବେ ୧୨ ହଜାର ଉପରେ ଆସୁଛି ଦୈନିକ…
Read More...

ଭୂକମ୍ପରେ ଥରିଲା ନେପାଳ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭୂ-କମ୍ପରେ ଥରିଲା ନେପାଳ । ଗୁରୁବାର ସକାଳେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସକାଳ ୫:୧୯ ରେ କମ୍ପନ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର…
Read More...

ଦିଲ୍ଲୀ ଅଭିମୁଖେ ଦ୍ରୌପଦୀ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଦିଲ୍ଲୀ ଯାତ୍ରା କରିଛନ୍ତି ଏନଡିଏ ରାଷ୍ଟପ୍ରତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏନେଇ ଭୁବନେଶ୍ୱର ବିମାନ ବନ୍ଦରରେ ପାରମ୍ପାରିକ ଆଦିବାସୀ ନାଚ ଗୀତରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।…
Read More...

ସଞ୍ଜୟ ଗାନ୍ଧୀ ଆରମ୍ଭ କରିଥିଲେ ବୁଲଡୋଜର କାର୍ଯ୍ୟାନୁଷ୍ଠାନର ଆରମ୍ଭ: ଆଜି ବି ତୁର୍କମାନ ଗେଟକୁ ଝୁରୁଛନ୍ତି ଲୋକେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଉତ୍ତରପ୍ରଦେଶ ହେଉ କିମ୍ବା ରାଜଧାନୀ ଦିଲ୍ଲୀ ହେଉ, ବୁଲଡୋଜର ଅକ୍ସନ ଏବେ ଖଉବ୍ ଚର୍ଚ୍ଚାରେ । ଶାସକ ଭାରତୀୟ ଜନତା ପାର୍ଟି ବୁଲଡୋଜର ଜରିଆରେ ସମ୍ପତ୍ତି ଭାଙ୍ଗିବା ପାଇଁ ବିରୋଧୀଙ୍କ ଆକ୍ରମଣର ଶିକାର…
Read More...

ଭୁବନେଶ୍ବରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍): ଭୁବନେଶ୍ବରରେ ପହଞ୍ଚିଛନ୍ତି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା ରାଇରଂଗପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ ଶ୍ରୀମତୀ ମୁର୍ମୁ ।…
Read More...

ବନ୍ୟାରେ ଭାସୁଛି ଆସାମ; ମୃତ୍ୟୁ ସଂଖ୍ୟା ୮୯କୁ ବୃଦ୍ଧି

ଗୌହାଟୀ (ଓଡ଼ିଆ ନ୍ୟୁଜ୍): ବନ୍ୟା ବିତ୍ପାତ ଯୋଗୁଁ ଭାସୁଛି ଆସାମ। ଲଗାତର ଦୁଇଟି ବନ୍ୟା ରାଜ୍ୟକୁ ଏକପ୍ରକାର ଧୋଇ ଦେଇଛି। ବ୍ରାହ୍ମପୁତ୍ର ଓ ବାରକ ନଦୀ ଜଳରେ ୩୨ ଜିଲ୍ଲାରେ ୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହାର…
Read More...

ରାଇରଙ୍ଗପୁରରୁ ଭୁବନେଶ୍ୱର ଯିବା ବାଟରେ କଟକ ଶିଖରପୁରରେ ଅଟକିଗଲେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ, ଶହଶହ…

ଓଡିଆ ନ୍ୟୁଜ୍(ବ୍ୟୁରୋ): କଟକରେ ରାଷ୍ଟ୍ରପତି ପାର୍ଥିନି ଦ୍ରୌପଦୀ ମୁର୍ମୁ ।ରାଇରଙ୍ଗପୁରରୁ ଭୁବନେଶ୍ୱର ଯିବା ବାଟରେ କଟକ ଶିଖରପୁର ନିକଟରେ ଦ୍ରୋପଦୀ ମୂର୍ମୁଙ୍କୁ ପ୍ରତ୍ୟକ୍ଷ ଭାବେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେବା ପାଇଁ କଟକ…
Read More...

ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ EDକୁ ସମୟ ମାଗିଲେ ସୋନିଆ ଗାନ୍ଧୀ: ଜାଣନ୍ତୁ କ’ଣ କହିଲା ଇଡି ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନ୍ୟାସନାଲ ହେରାଲ୍ଡ ସହ ଜଡିତ ଅର୍ଥ ହେରଫେର ମାମଲାରେ ଜୁନ୍ ୨୩ ରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଡକାଯାଇଛି। ଏହାପୂର୍ବରୁ…
Read More...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି, ଗୋଟିଏ ସର୍ତ୍ତରେ: ଉଦ୍ଧବ ଠାକରେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ରରେ ଏବେ ଟଳମଳ ଅବସ୍ଥାରେ ମେଣ୍ଟ ସରକାର । ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବହୁ ବିଧାୟକ ସୁରତର ଏକ ହୋଟେଲରେ ଏକାଠି ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିପଦ…
Read More...