ନିଶ ଓ ଦାଢି ଥିଲେ ବାହାହେଇପାରିବେନି ଯୁବକ, ଜାଣନ୍ତୁ କାହିଁ କି…

ରାଜସ୍ଥାନ(ଓଡ଼ିଆ ନ୍ୟୁଜ୍‌): ଆଜିକାଲି ନିଶ ଓ ଦାଢି ରଖିବା ଏକ ଟ୍ରେଣ୍ଡ୍ ହୋଇଯାଇଛି। ଯୁବପିଢି ଏହାକୁ ବେଶ୍ ଆପଣେଇବାରେ ଲାଗିଛନ୍ତି। କିନ୍ତୁ ବେଳେ ବେଳେ ଏହି ନିଶ ଓ ଦାଢି ପାଇଁ ଆପଣ ସାମାନ୍ୟ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିବେ…
Read More...

ଫଲୋଅପ୍ ଚିକିତ୍ସା ପାଇଁ ଏସସିବିରେ ଜଗା, ଆସିବେ ଦିଲ୍ଲୀ ବିଶେଷଜ୍ଞ ଟିମ୍

କଟକ(ଓଡ଼ିଆ ନ୍ୟୁଜ୍‌): ଚର୍ଚ୍ଚିତ କନ୍ଧମାଳର ଯୋଡା-ମୁଣ୍ଡ ଶିଶୁଙ୍କ ଭିତରୁ ଜଗା ଫଲୋଅପ୍ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହୋଇଛି । ଜଗା ଏବେ ମେଡିକାଲର ସ୍ନାୟୁଶଲ୍ୟ (ନ୍ୟୁରୋ ସର୍ଜରୀ) ବିଭାଗରେ ଚିକିତ୍ସିତ ହେଉଛି ।…
Read More...

ବଢୁଛି କରୋନା: ୨୪ ଘଣ୍ଟାରେ ୧୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି କାୟା ମେଲାଇଲାଣି କରୋନା । ଭାରତରେ କରୋନା ବିପଦ କ୍ରମାଗତ ଭାବେ ବଢୁଥିବା ପରି ମନେ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ଗତ ଗୋଟିଏ…
Read More...

ଆଠଗଡ ଦନ୍ତା ମୃତ୍ୟୁ ଘଟଣା : ଧରାପଡ଼ିଲେ ୩ ହତ୍ୟାକାରୀ

ଆଠଗଡ(ଓଡ଼ିଆ ନ୍ୟୁଜ୍‌): ଆଠଗଡ ନରସିଂହପୁରରେ ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ପରେ ଆକ୍ଟିଭ ମୋଡରେ ଆଠଗଡ ବନବିଭାଗ । ହାତୀ ହତ୍ୟାକାରୀଙ୍କୁ ଧରିବା ପାଇଁ ତଦନ୍ତକୁ ଯୋରଦାର କରିଛି । ବନ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର…
Read More...

ଭାରତର ଅଗ୍ରଣୀ ତଥା ଓଡ଼ିଆ ମନୋରଞ୍ଜନର କୁହୁକ ପେଡ଼ି – ଜୀ-ସାର୍ଥକର ନବକଳେବର ଉନ୍ମୋଚନ

ଓଡ଼ିଶାର ଅଗଣିତ ତଥା ଆମର ଅତି ପ୍ରିୟ ଦର୍ଶକଙ୍କ ଲୋକପ୍ରିୟ ଓ ଅଗ୍ରଣୀ ଓଡ଼ିଆ ମନୋରଞ୍ଜନଭିତ୍ତିକ ଗଣମାଧ୍ୟମ ଭାବେ ଜୀ ସାର୍ଥକ, ଏହାର ଦୀର୍ଘଦିନର ସମ୍ପର୍କକୁ ପାଥେୟ କରି ଜୁନ୍ 14, ରଜୋତ୍ସବର ପ୍ରଥମ ଦିନରେ ଏକ ନୂଆ ଅଭିଯାନର…
Read More...

ବିଜେପି ସାଂସଦଙ୍କୁ ହତ୍ୟା ଧମକ: ‘ତୁମେ ହତ୍ୟା ହେବାକୁ ଯାଉଛ, ତେଣୁ ଫୋନରେ ଜଣାଇଦେଲି’

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପୁଣିଥରେ ମୃତ୍ୟୁ ଧମକ ଦିଆଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରି କହିଲା 'ମୁଁ ଇକବାଲ କାସକରଙ୍କ ଲୋକ କହୁଛି ।…
Read More...

ଏୟାରଟେଲ୍ ଗ୍ରହକଙ୍କୁ ବଡ଼ ଝଟକା: ମହଙ୍ଗା ହେଲା ପ୍ଲାନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆପଣ ଏୟାରଟେଲ କମ୍ପାନୀର ଗ୍ରାହକ କି? ତାହେଲେ ଏଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ ଅପରେଟର ଏୟାରଟେଲ ଏହାର କିଛି ଯୋଜନାର ମୂଲ୍ୟ ବଦଳାଇ ଦେଇଛି।…
Read More...

୧୦୦ ବର୍ଷରେ ହୀରାବେନ, ପାଦ ଛୁଇଁ ଆଶୀର୍ବାଦ ନେଲେ ମୋଦି

ଅହମଦାବାଦ୍‌(ଓଡ଼ିଆ ନ୍ୟୁଜ୍‌): ୧୦୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ । ମୋଦିଙ୍କ ଜନ୍ମସ୍ଥାନ ଗାନ୍ଧୀନଗରରେ ପହଞ୍ଚି ମାଆ ପାଦ ଧୋଇ, ମୁଣ୍ଡିଆ ମାରି ମାଆଙ୍କ ଆଶୀର୍ବାଦ ନେଇଛନ୍ତି ।…
Read More...

କାବୁଲର ଗୁରୁଦ୍ୱାରରେ ଗୁଳିମାଡ଼: ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାକୁଲରେ ଗୁଳିମାଡ଼ । ଗୁରୁଦ୍ୱାରରେ ଫୁଟିଲା ଗୁଳି । ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀରେ ଏକ ଗୁରୁଦ୍ୱାର ଭିତରେ ଗୁଳି ଚଳାଇ ଜଣେ ସୁରକ୍ଷାକର୍ମୀଙ୍କୁ ହତ୍ୟା…
Read More...