ଆଫଗାନିସ୍ତାନରେ ସିରିଜ ବିସ୍ଫୋରଣ; ୨୦ ମୃତ, ୪୦ ଆହତ

ଗୁରୁବାର ଦିନ ଆଫଗାନିସ୍ତାନର ମୋଟ ତିନିଟି ବିସ୍ଫୋରଣ ଘଟିଛି। ମଜାରଶରିଫ ସହରର ଏକ ମସଜିଦରେ ବିସ୍ଫୋରଣରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ମଜାର-ଇ-ସରିଫ ସୂତ୍ରରୁ ପ୍ରକାଶ ଯେ ସହରର…
Read More...

ଆଜି ଠାରୁ ବଢିଲା ଓମ୍ଫେଡ କ୍ଷୀରର ଦର, ଲିଟର ପିଛା ୨ ଟଙ୍କା ବୃଦ୍ଧି

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଠାରୁ ବଢିଲା ଓମ୍ଫେଡ କ୍ଷୀର । ଲିଟର ପିଛା ୨ ଟଙ୍କା ବୃଦ୍ଧି ଆଜି ଠାରୁ ନୁଆ ଦର ଲାଗୁ । କେବଳ ପେଟ୍ରୋଲ ନୁହେଁ ଗୋ ଦାନା, ବିଜୁଳି ଦର ବୃଦ୍ଧି, ପ୍ୟାକିଂ ସାମଗ୍ରୀର ଦରଦାମ ବୃଦ୍ଧି ପାଇଁ…
Read More...

ବୁଲଡୋଜକୁ ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି: ଜାହଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ମାମଲର ଦୁଇ ସପ୍ତାହ ପରେ ହେବ ଶୁଣାଣି

ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଜାରି କରିବା ସହିତ ଆଗାମୀ ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଏହି ମାମଲାରେ ଏନଡିଏମସି ଏବଂ ଦିଲ୍ଲୀ…
Read More...

ଆଜିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ବ୍ରିଟେନର ପ୍ରଧାନମନ୍ତ୍ରୀ

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଅହମ୍ମଦାବାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ୍ତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ…
Read More...

ସିଭିଲ ସର୍ଭିସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଧିକାରୀମାନଙ୍କୁ ସମ୍ମାନିତ କଲେ ପିଏମ ମୋଦୀ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଆୟୋଜିତ…
Read More...

କଟକ ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କଲେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ, ଉନ୍ନତି ବିଷୟରେ କଲେ ଆଲୋଚନା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକରେ ଫାଇଭ ଟି ସଚିବ। ମା କଟକ ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କଲେ ଫାଇଭ ଟି ସଚିବ। ମା ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର କଲେ ସମୀକ୍ଷା। ବରିଷ୍ଠ ଅଧିକାରୀମାନଙ୍କ ସହ…
Read More...

ତାତିରେ ଜଳୁଛି ସାରା ଓଡ଼ିଶା, ଆଗାମୀ ୨୪ ଘଣ୍ଟା ଭିତରେ ପାଗରେ ହେବ ନାହିଁ ପରିବର୍ତ୍ତନ

ଓଡି୍ଆ ନ୍ୟୁଜ୍(ବ୍ୟୁରୋ):  ଆକାଶରୁ ଅଗ୍ନିବର୍ଷା । ମୁଣ୍ଡଫଟା ଖରା । ଗରମ ସାଙ୍ଗକୁ ଗୁଳୁଗୁଳି । ତାତିରେ ଜଳୁଛି ସାରା ଓଡ଼ିଶା । ଝାଞ୍ଜି ପବନ କରୁଛି କଲବଲ । ଆଗାମୀ ୨୪ ଘଣ୍ଟା ଭିତରେ ଦିନ ତାପମାତ୍ରାରେ ବିଶେଷ…
Read More...

ଭୁଆଶୁଣି ଡମ୍ପିଂୟାର୍ଡ ଠାରେ ତିଆରି ହେବ ବିଏମସିର ବାୟୋ ମାଇନିଂ ପ୍ଲାଣ୍ଟ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁଆଶୁଣି ଡମ୍ପିଂୟାର୍ଡ ଠାରେ ବିଏମସିର ବାୟୋ ମାଇନିଂ ପ୍ଲାଣ୍ଟ ତିଆରି ହେବା ନେଇ ବାଟ ସୁଗମ ହେଲା। ଆଜି ବିଏମସି କାର୍ୟ୍ଯାଳୟ ଠାରେ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ବିଏମସି ମେୟରଙ୍କ ଆଲୋଚନା ପରେ…
Read More...

ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣା: ଦୁଇ ଅଭିଯୁକ୍ତ ୬ ଦେଶର କୋକେନ ପେଡଲରଙ୍କ ସହ ଅଛି ସମ୍ପର୍କ

ଓଡିଆ ନ୍ୟୁଜ୍(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣାରେ ବାହାର ଦେଶର ଲିଙ୍କ୍‌ ରହିଛି। ଦୁଇ ଅଭିଯୁକ୍ତ ୬ ଦେଶର ପେଡଲରଙ୍କ ସହ ଯୋଗାଯୋଗରେ ଥିଲେ । ଚୀନ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ , ଥାଇଲାଣ୍ଡ ଓ ଆମେରିକାର…
Read More...

ଛତିଶଗଡ଼କୁ ବେଆଇନ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଦ୍ୱାରା ୨୮ କ୍ୱିଣ୍ଟାଲ ମହୁଲ ଜବତ , ଜଣେ ଗିରଫ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): : ଭଟଲି ଅବକରୀ ବିଭାଗ ଦ୍ଵାରା ଛତିଶଗଡ଼ କୁ ବେଆଇନ ଚାଲାଣ ହେଉଥିବା ବିପୁଲ ପରିମାଣର ମହୁଲ ଜବତ କରାଯାଇଛି । ଏହା ସହ ଅବକାରୀ ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ମହୁଲ ଚାଲାଣ କରାଯାଉଥିବା…
Read More...