କୋଏମ୍ବଟୁରରୁ ଗଡିଲା ଭାରତର ପ୍ରଥମ ଘରୋଇ ଟ୍ରେନ୍: ଜାଣନ୍ତୁ ଏହାର ବିଶେଷତ୍ୱ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତର ପ୍ରଥମ ବେସରକାରୀ ଟ୍ରେନ୍ ସେବା 'ଭାରତ ଗୌରବ' ଯୋଜନା ଅନ୍ତର୍ଗତ କୋଏମ୍ବଟୁରରୁ ଗଡ଼ିଛି। ଭାରତୀୟ ରେଳବାଇ ଏହି ଟ୍ରେନକୁ ଏକ ଘରୋଇ ସେବା ପ୍ରଦାନକାରୀଙ୍କୁ ୨ ବର୍ଷର ଲିଜରେ ଦେଇଛି । ଏହି…
Read More...

କିଏ ଏହି ଆରତୀ ପ୍ରଭାକର? ଯାହାକୁ ବିଜ୍ଞାନ ପରାମର୍ଶଦାତା ଭାବେ ନିଯୁକ୍ତ କରିବାକୁ ଯାଉଛନ୍ତି ଜୋ ବାଇଡେନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ସପ୍ତାହରେ ଭାରତୀୟ ମୂଳ ପଦାର୍ଥ ବିଜ୍ଞାନୀ ଆରତୀ ପ୍ରଭାକରଙ୍କୁ ତାଙ୍କର ବୈଜ୍ଞାନିକ ପରାମର୍ଶଦାତା ଭାବରେ ମନୋନୀତ କରିବାକୁ ଯାଉଛନ୍ତି। ହ୍ୱାଇଟ ହାଉସ୍…
Read More...

ରାହୁଲଙ୍କୁ ପ୍ରଶ୍ନବାଣରେ ଘାଣ୍ଟୁଛି ଇଡି: ତୃତୀୟ ଦିନ ପାଇଁ ଆଜି ପୁଣି ହେବେ ଜେରା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନ୍ୟାସନାଲ ହେରାଲ୍ଡେ ମାମଲାରେ ଦିନକୁ ଦିନ ବିବାଦ ଘେରରେ ଛନ୍ଦି ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲାଗତର ୨ ଦିନ ଧରି ରାହୁଲଙ୍କୁ ପ୍ରଶ୍ନବାଣରେ ଘାଣ୍ଟୁଛି ଇଡି । ତୃତୀୟ ଥର ପାଇଁ ଆଜି…
Read More...

ରାଷ୍ଟ୍ରପତି ନିର୍ବାଚନ ପାଇଁ ମମତାଙ୍କ ଯୋଜନାକୁ ବଡ଼ ଝଟକା: ବୈଠକରେ ଯୋଗ ଦେବେନି ଏହି ଦଳ ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ପକ୍ଷରୁ ମିଳିତ ପ୍ରାର୍ଥୀ ଦେବା ପାଇଁ ମମତା ବାନାର୍ଜୀଙ୍କ ଉଦ୍ୟମ କୁ ଏକ ବଡ଼ ଝଟକା ଲାଗିଛି । ଆଜି ଦିଲ୍ଲୀର ସମ୍ବିଧାନ କ୍ଲବରେ ମମତାଙ୍କ ଦ୍ୱାରା…
Read More...

ବିହାରରେ ସେନାର ଅଗ୍ନିପଥ ଯୋଜନାକୁ ବିରୋଧ: ବକ୍ସରରେ ଟ୍ରେନକୁ ପଥର ମାଡ଼

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସେନା ଦ୍ୱାରା ୪ ବର୍ଷ ପାଇଁ ଯୁବକମାନଙ୍କୁ ଅଗ୍ନିବୀର ଭାବରେ ନିଯୁକ୍ତ କରୁଥିବା ଅଗ୍ନିପଥ ଯୋଜନାର ବିରୋଧ ଆରମ୍ଭ ହୋଇଛି। ଏହା ବିହାରରୁ ଆରମ୍ଭ ହୋଇଛି, ଯେଉଁଠାରେ ବକ୍ସର ଯୁବକମାନେ ଟ୍ରେନରେ ପଥର…
Read More...

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ଲଶ୍କରର ୨ଆତଙ୍କୀ ସଫା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଙ୍ଗଳବାର ବିଳମ୍ବିତ ରାତିରେ କାଶ୍ମୀରରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ସମେତ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଜାମ୍ମୁ କାଶ୍ମୀର ପୋଲିସ ଏ…
Read More...

ରଖେ ହରି ତ ମାରେ କିଏ? ୧୦୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ହେଲା ରାହୁଲ, ଏନଡିଆରଏଫକୁ ଦେଶବ୍ୟାପୀ…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଦୀର୍ଘ ୧୦୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସଫଳ ହୋଇଛି ଏନଡିଆରଏଫ ଟିମ୍। ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋରୱେଲରେ ଫସିଥିବା ଶିଶୁ ରାହୁଲ ସାହୁକୁ।  ଦିର୍ଘ ୫ ଦିନ ହେବ ବାପା ଚାଷ ପାଇଁ…
Read More...

ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଲା ଡିଜିସିଏ; ଜାଣନ୍ତୁ କାରଣ

ବିମାନ ଚଳାଚଳ ରେଗୁଲେଟର (ଡିଜିସିଏ) ମଙ୍ଗଳବାର ଦିନ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା କରିଛି। ବାସ୍ତବରେ, ଏୟାର ଇଣ୍ଡିଆ ବିମାନରେ ଟିକେଟ୍ ଥିବା ସତ୍ତ୍ବେ ଯାତ୍ରୀମାନଙ୍କୁ ବୋର୍ଡିଂ ପାଇଁ ମନା କରାଗଲା। ଏଥିସହ…
Read More...

ମୁମ୍ବାଇର ରାଜ ଭବନରେ ବିପ୍ଳବୀ ଗ୍ୟାଲେରୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି; କହିଲେ ଭାରତର ସମ୍ପୂର୍ଣ୍ଣ ସ୍ୱାଧୀନତା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଗସ୍ତରେ ଅଛନ୍ତି। ପୁଣେରେ ସନ୍ଥ ତୁକାରାମ ଶିଲା ମନ୍ଦିରର ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ପହଞ୍ଚିଥିଲେ। ତାଙ୍କୁ INS ଶିକରା…
Read More...

ବାଂଲାଦେଶର ବୃହତ୍ତମ ସେତୁ ‘ପଦ୍ମା ବ୍ରିଜ୍’ର ନିର୍ମାଣ କାର୍ଯ୍ୟ ଶେଷ; କମିବ ଦୂରତା, ଉପକୃତ ହେବେ ଶହ ଶହ…

ବାଂଲାଦେଶର ବୃହତ୍ତମ ସେତୁ 'ପଦ୍ମା ବ୍ରିଜ୍'ର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି ଏବଂ ଜୁନ୍ ୨୫ ରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଏହାକୁ ଉଦ୍ଘାଟନ କରିବେ ଏବଂ ଏହାକୁ ଦେଶ ପାଇଁ ଉତ୍ସର୍ଗ କରିବେ। ପଦ୍ମା ନଦୀ ଉପରେ…
Read More...