‘ଅଗ୍ନିପଥ ଯୋଜନା’ କ’ଣ; ଜାଣନ୍ତୁ ଅଗ୍ନିପଥ ଯୋଜନାର ଲକ୍ଷ୍ୟ

ଅଗ୍ନିପଥ ଯୋଜନା କଣ? ଏବଂ ଯୁବକଙ୍କ ପାଇଁ କେତେ ସୁବିଧା ଏବଂ ଲାଭଦାୟକ ହେଇପାରେ କେନ୍ଦ୍ର ସରକାରଙ୍କ ଏହି ଯୋଜନା? ଏଭଳି ଘୋଷଣା ପଛର ପ୍ରମୁଖ କାରଣ। ଏହା ଉପରେ ଆଜି ଆମେ ବିସ୍ତୃତ ସୂଚନା ଦେବାକୁ ଯାଉଛୁ। ପ୍ରତିରକ୍ଷା…
Read More...

ବିଲ ମଝିରୁ ମିଳିଲା ମାଆ ପୁଅଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଆନନ୍ଦପୁର (ଓଡ଼ିଆ ନ୍ୟୁଜ୍‌): ବିଲ ମଝିରୁ ମିଳିଲା ମାଆ ପୁଅଙ୍କ ମୃତଦେହ । ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ମୃତ ମାଆ ପୁଅ ଶାଳଣିଆ ପଞ୍ଚାୟତ ମନୋହରପୁର…
Read More...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଝଟକା: ବିଜେପିରେ ମିଶିଲେ ୩ ବିଧାୟକ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟପ୍ରଦେଶରୁ ବିଜେପି ସମର୍ଥିତ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଜେପି ଏକ ବଡ଼…
Read More...

ହନୁମାନ ପଇସା ପାଇଁ ମାରିଦେଲେ

ଖଣ୍ଡପଡ଼ା(ଓଡ଼ିଆ ନ୍ୟୁଜ୍ ): ହନୁମାନ ପଇସା ପାଇଁ ଜୀବନରୁ ମାରିଦେଲେ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କିଆଝର ପଞ୍ଚାୟତ ଗିରିଡ଼ିପଲ୍ଲୀ ଗ୍ରାମରେ ଅଭାବନୀୟ ଗଟଣା ଘଟିଯାଇଛି । ନିକଟସ୍ଥ ନଦୀପଠାରୁ ଜଣଙ୍କର ମୃତଦେହ ଉଦ୍ଧାର…
Read More...

ହାତୀ ପାଳୁଛି ଜନ୍ମଦିନ, ଭିଡିଓ ହେଲା ଭାଇରାଲ…

ଚେନ୍ନାଇ(ଓଡ଼ିଆ ନ୍ୟୁଜ୍‌): ଜନ୍ମ ଦିନ ଆସିଲେ ସମସ୍ତେ ବହୁତ ଖୁସି ହୁଅନ୍ତି । ପରିବାରରେ ଉତ୍ସବର ମାହୋଲ ଜମେ । ଭୋଜି ଭାତ ପିଠା ପଣାର ଆସର ଜମେ । ହେଲେ କାଲି ମଣିଷ କାହିଁକି ପଶୁମାନଙ୍କର ଜନ୍ମଦିନ ବେଶ୍ ଧୁମ୍‌ଧାମ୍‌ରେ…
Read More...

ଆଖି ବୁଜିଲା ଗୁଳିଖାଇ ଚିକିତ୍ସିତ ହେଉଥିବା ଦନ୍ତା

ନରସିଂହପୁର (ଓଡ଼ିଆ ନ୍ୟୁଜ୍‌): ଆଖି ବୁଜିଲା ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଗୁଳିଖାଇ ଚିକିତ୍ସିତ ହେଉଥିବା ଦନ୍ତାହାତୀ । ୮ ଦିନର ଚିକିତ୍ସା ପରେ ଶେଷରେ ଆଜି ହାତୀଟି ମୃତ୍ୟୁବରଣ କରିଛି । ଏନେଇ ସୂଚନା…
Read More...

ୟୁପିରେ ମୁସଲମାନ ପ୍ରଦର୍ଶନକାରୀଙ୍କୁ ଦମନ ଅଭିଯୋଗ; ପ୍ରଧାନ ବିଚାରପତିଙ୍କ ନିକଟକୁ ଆବେଦନ ପତ୍ର ପଠାଇଲେ ୩ ପୂର୍ବତନ…

ୟୁପିରେ ମୁସଲମାନ ପ୍ରଦର୍ଶନକାରୀଙ୍କ ଦମନ ଅଭିଯୋଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ସମେତ ୧୨ ଜଣ ବ୍ୟକ୍ତି ପ୍ରଧାନ ବିଚାରପତିଙ୍କ ନିକଟକୁ ଏକ ଚିଠି ପଠାଇଛନ୍ତି। ଏହି ଆବେଦନରେ ପ୍ରଧାନ ବିଚାରପତିଙ୍କୁ ଏହି ମାମଲାର…
Read More...

ରଜରେ କାହିଁକି ହାଣିବା ଓ କାଟିବାକୁ ବାରଣ ରହିଛି, ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ନାରୀ ମାନଙ୍କ ପରି ବସୁଧା ମଧ୍ୟ ଋତୁମତୀ ପଲଟେ। ରଜସ୍ବଳା ନାରୀ ଯେମିତି କିଛି ଗୋଟେ ନିର୍ଦ୍ଧିଷ୍ଟ ନିୟମନରେ ମାନିଚଳେ ସେମିତି ବସୁଧା କୁ ହାଣିବା, ଖୋଳିବା ଓ କାଟିବାର ବାରଣ ରହିଛି। ସେ ନିଜକୁ…
Read More...

ଆଜି ପହିଲି ରଜ : ରଜ ଦୋଳି ସାଙ୍ଗକୁ ଘରେ ଘରେ ଜମୁଛି ପିଠା-ପଣା, ଆମ୍ବ-ପଣସର ଆସର

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ରଜପର୍ବ ସବୁ ଓଡ଼ିଆଙ୍କ ଆନ୍ତରିକ ଅନୁରାଗର ପର୍ବ । କରୋନା ମହାମାରୀ ପାଇଁ ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି । ଗାଁ ଗାଁରେ ରଜଗୀତ ଶୁଭୁଛି, ଘରେ ଜମୁଛି ପିଠା-ପଣା,…
Read More...

ସେନାରେ ୪ବର୍ଷ ପାଇଁ ନିଯୁକ୍ତ ହେବେ ‘ଅଗ୍ନିବୀର’

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ସଶସ୍ତ୍ର ବାହିନୀରେ ୪ ବର୍ଷ ପାଇଁ ସୈନିକ ନିଯୁକ୍ତି ପାଇଁ 'ଅଗ୍ନିପଥ' ଯୋଜନା ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ, ଭାରତୀୟ ସୈନ୍ୟବାହିନୀକୁ ବିଶ୍ୱର…
Read More...