ପୁଅ ମୃତ୍ୟୁ ପରେ ଜୀବନ ହାରିଲେ ବାପା

ଓଡ଼ିଆ ନ୍ୟୁଜ୍: ମାନସିଂହ ଗାଁରେ ପୁଅ ମୃତ୍ୟୁ ପରେ ଜୀବନ ହାରିଲେ ବାପା। ପ୍ରଥମେ ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲ୍‌ ଯାଇଥିଲେ ପୁଅ। ଡାକ୍ତର ମୃତ ଘୋଷଣା କରିବା ପରେ ଜୀବନ ହାରିଥିଲେ ବାପା। ପୁଅ ମୃତ୍ୟୁ ପରେ ଗଛରେ ରଶି…
Read More...

ପୋଲିସ୍‌ SI ସ୍କାମ୍: ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ

ଓଡ଼ିଆ ନ୍ୟୁଜ୍: ପୋଲିସ୍‌ SI ସ୍କାମ୍: ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ଜାମିନ ଖାରଜ। ମୁନାଙ୍କ ସମେତ ୧୭ ଜଣଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ତଦନ୍ତର ତଥ୍ୟ ଓ ଅପରାଧର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟରେ ଜାମିନ…
Read More...

ବିମାନବନ୍ଦରରେ ଇବୋଲା ସତର୍କତା

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ବିମାନବନ୍ଦରରେ 'ଇବୋଲା' ସତର୍କତା ଜାରି। ସୂଚନା ଦେଲେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଯାତ୍ରୀଙ୍କର ହେବ ଥର୍ମାଲ ସ୍କ୍ରିନିଂ, ୨୧ ଦିନର ଟ୍ରାଭେଲ୍‌ ହିଷ୍ଟ୍ରି ଯାଞ୍ଚ…
Read More...

RWSS ସହକାରୀ ଯନ୍ତ୍ରୀ ଗିରଫ

ଓଡ଼ିଆ ନ୍ୟୁଜ୍: ରାୟଗଡ଼ା କୋଲନରା ବ୍ଲକ୍‌ RWSS ସହକାରୀ ଯନ୍ତ୍ରୀ ମଳୟ ନାୟକ ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ସହକାରୀ ଯନ୍ତ୍ରୀଙ୍କ ଆୟ ଠାରୁ ୧୦୧ ପ୍ରତିଶତ ଅଧିକ ସଂପତ୍ତି ଠାବ।…
Read More...

ପୋଲିସ ପଞ୍ଝାରେ ନକଲି NIA ଅଫିସର

ଓଡ଼ିଆ ନ୍ୟୁଜ୍: ନକଲି NIA ଅଫିସରକୁ ବାନ୍ଧିଲା କମିଶନରେଟ୍ ପୋଲିସ। ନିଜକୁ NIA ଅଫିସର କହି ଲୋକଙ୍କୁ ଧମକ ଦେଇ ଟଙ୍କା ଆଦୟ କରୁଥିଲା। ଅଭିଯୋଗ ଆସିବା ପରେ ଟ୍ରାକ୍‌ କରି ଯୁବକଙ୍କୁ ବାନ୍ଧିଲା ପୋଲିସ। ନିଜକୁ National…
Read More...

ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

ଓଡ଼ିଆ ନ୍ୟୁଜ୍: ଉଦଳା ୫ ନମ୍ୱର ୱାର୍ଡ ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼। ଗତ ଏପ୍ରିଲ ମାସର ମାଡ଼ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍। ୨ ଜଣଙ୍କୁ ୩ରୁ ଅଧିକ ଯୁବକ ନିସ୍ତୁକ ମାଡ଼ ମାରୁଥିବା ସ୍ପଷ୍ଟ। ନିମ୍ନମାନର କାମ…
Read More...

ଆସୁଛି ଲଘୁଚାପ, ଘୂର୍ଣ୍ଣିବଳୟ ସକ୍ରିୟ

ଓଡ଼ିଆ ନ୍ୟୁଜ୍:  ଆସୁଛି ପୁଣି ଏକ ଲଘୁଚାପ। ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଘୂର୍ଣ୍ଣିବଳୟ ସକ୍ରିୟର ପ୍ରଭାବରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଆସନ୍ତା ୨୮ ଓ ୨୯ ବେଳକୁ ଲଘୁଚାପ ସୃଷ୍ଟି…
Read More...

ରାଜ୍ୟରେ ଅଂଶୁଘାତ ମୃତ୍ୟୁସଂଖ୍ୟା ୩ ଛୁଇଁଲା

ଓଡ଼ିଆ ନ୍ୟୁଜ୍:  ରାଜ୍ୟରେ ଅଂଶୁଘାତ ମୃତ୍ୟୁସଂଖ୍ୟା ୩ ଛୁଇଁଲା।ସୂଚନା ଦେଲେ ଡେପୁଟି SRC ପଦ୍ମନାଭ ବେହେରା।ବଲାଙ୍ଗିର, ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ମୃତ। ସାରା ରାଜ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି…
Read More...

ତ୍ବିଶାଙ୍କ ହେବ ଦ୍ବିତୀୟ ପୋଷ୍ଟମର୍ଟମ

ଓଡ଼ିଆ ନ୍ୟୁଜ୍:  ତ୍ବିଶା ମୃତ୍ୟୁ ମାମଲାରେ ଦ୍ବିତୀୟ ପୋଷ୍ଟମର୍ଟମ ପାଇଁ ମିଳିଲା ଅନୁମତି। ତ୍ବିଶାଙ୍କ ଦ୍ବିତୀୟ ପୋଷ୍ଟମର୍ଟମ ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଅନୁମତି। ଦ୍ବିତୀୟ ପୋଷ୍ଟମର୍ଟମ ପାଇଁ ଡାକ୍ତର ପଠାଇବାକୁ…
Read More...

SBIର ୨ଦିନିଆ ଧର୍ମଘଟ ଡାକରା

ଓଡ଼ିଆ ନ୍ୟୁଜ୍: ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନର ଧର୍ମଘଟ ଡାକରା। ଆସନ୍ତା ୨୫ ଓ ୨୬ ତାରିଖରେ ୨ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା। ନିଯୁକ୍ତି ଓ ପେନ୍‌ସନ୍‌ ସମ୍ପର୍କିତ ସମସ୍ୟାକୁ ନେଇ…
Read More...