ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଜାରି, ମତଦାନ କେନ୍ଦ୍ରରେ ପହଞ୍ଚିଲେ ବିଧାୟକ

ୟୁପି ବିଧାନସଭା ନିର୍ବାଚନ୨୦୨୨:  ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ରାଜ୍ୟର ନଅଟି ଜିଲ୍ଲାର ୫୫ ଟି ଆସନରେ ମତଦାନ ଆରମ୍ଭ ହୋଇଛି।ନିର୍ବାଚନ ଅଧକାରୀ ମକ୍ ପୋଲ୍ ମାଧ୍ୟମରେ ଇଭିଏମ୍ ପରୀକ୍ଷା…
Read More...

ଅୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ADM ଗିରଫ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ADM ଗିରଫ। ତାଙ୍କ ପତ୍ନୀଙ୍କ ନାଁରେ ବି ହୋଇଛି ମାମଲା। ତାଙ୍କ ଠାରୁ 3ଲକ୍ଷ 52 ହଜାର ଟଙ୍କା ଜବତ ହୋଇଛି। ୪୭୦ ଗ୍ରାମ ସୁନା ମିଳିଛି।…
Read More...

ଫେକ୍ ଭୋଟର ମାନଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ: ଭୋଟ ଦେଲେ ଦିଆଯିବ ପୋଲିସର ଜିମା

ଭୁବନେଶ୍ବର(ଓଡିଆ ନ୍ୟୁଜ୍): ପଞ୍ଚାୟତ ନିର୍ବାଚନ ଭୋଟ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବଙ୍କ ପ୍ରତିକ୍ରିୟା ।ଫେକ୍ ଭୋଟର ମାନଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ । ଫେକ୍ ଭାବେ ଭୋଟ ଦେଲେ ଦିଆଯିବ…
Read More...

ଆଜି ବିଶ୍ଵ ରେଡ଼ିଓ ଦିବସ: ବୁଦ୍ଧ ମନ୍ଦିର ପରିସରରେ ପାଳିତ ହେଲା ବିଶ୍ବ ରେଡ଼ିଓ ଦିବସ

ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଶ୍ଵ ରେଡ଼ିଓ ଦିବସ ୨୦୧୨ରୁ ଓଡ଼ିଶାରେ ପାଳିତ କରାଯାଉଛି । ବିଶ୍ଵ ରେଡ଼ିଓ ଦିବସର ଏବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବର ସ୍ଥିତ ଦୁଇଟି ସାମାଜିକ ଅନୁଷ୍ଠାନ ଅସ୍ତିତ ଏବଂ ପ୍ରଶାନ୍ତି ଏଯୁକେସନାଲ…
Read More...

ନୟାପଲ୍ଲୀ ପୋଲିସ ଦ୍ବାରା କୁଖ୍ୟାତ ଲୁଟେରା ଗିରଫ

ଓଡିଆ ନ୍ୟୁଜ୍(ବ୍ୟୁରୋ): ମୋବାଇଲ ଝାମ୍ପି ଚମ୍ପଟ ମାରୁଥିଲେ ପୋଲିସ ହାତରେ ଧରା ପଡିଲେ। ଘଟଣା  ଘଟିଛି ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ।  ଆଜି ସକାଳେ ୩ କୁଖ୍ୟାତ ଚେନ୍ ସ୍ନାଚରକୁ ପୋଲିସ ଆଇଡି ମାର୍କେଟରୁ ଧରିବାରେ ସଫଳ…
Read More...

ପୁଣି ଦେଶରେ ବଡ଼ ଧରଣର ଠକେଇ: ୨୮ଟି ବ୍ୟାଙ୍କକୁ ଚୂନ ଲଗାଇଛି ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ୍‌ ଲିମିଟେଡ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପୁଣି ବଡ଼ ଧରଣର ବ୍ୟାଙ୍କ ଠକେଇର ସାମ୍ନା କରିଛି  ଦେଶର ୨୮ଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା।  ଗୁଜୁରାଟର ଏକ ଘରୋଇ ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ୍‌ ଲିମିଟେଡ  ଏହି ବ୍ୟାଙ୍କ ଓ ଆର୍ଥିକ…
Read More...

ଦେଶରେ ଲୁଚି ରହିଛନ୍ତି ଆତଙ୍କୀ ସଙ୍ଗଠନର ସହଯୋଗକାରୀ, ୨୬ଟି ସ୍ଥାନରେ ଚଢାଉ କଲା NIA

ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ସମେତ ଦେଶର ୨୬ ଟି ସ୍ଥା ନରେ NIAରେ ଚଢଉ। ମାଓବାଦୀଙ୍କ ଟେରର ଫଣ୍ଡିଙ୍ଗ ନେଟୱର୍କକୁ ନେଇ ଚଢ଼ାଉ କରାଯଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ଗୋଟିଏ ସ୍ଥାନରେ କମିଶନରେଟ ପୋଲିସ ସହୟତରେ…
Read More...

ତୃଣମୂଳ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ: ନୂଆ ୨୦ ଜଣିଆ କାର୍ଯ୍ୟକାରିଣୀ ଗଠନ କଲେ ମମତା ବାନାର୍ଜୀ

ଓଡିଆ ନ୍ୟୁଜ୍(ବ୍ୟୁରୋ): ତୃଣମୂଳ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ। ମମତା ବାନାର୍ଜୀଙ୍କ କାଳୀଘାଟ ସ୍ଥିତ ବାସଭବନ ଠାରେ ଗତକାଲି ଅପରାହ୍ନ ପାଞ୍ଚଟା ସମୟରେ ଅନୁଷ୍ଠିତ  ହୋଇଥିଲା  ଜରୁରୀକାଳିନ ବୈଠକ। ଏହି ବୈଠକରେ  ୨୦…
Read More...

ଟ୍ବିନ ସିଟିରେ ରହିବେନି ନିଶାଡି: ନିଶାସକ୍ତ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ମୁଖ୍ୟ ସ୍ରୋତକୁ ଆଣିବ କମିଶନରେଟ ପୋଲିସ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଟ୍ବିନ ସିଟିରେ ନିଶା ଖାଉଥିବା ବ୍ୟକ୍ତିଙ୍କୁ ବାଟକୁ ଆଣିବ କମିଶନରେଟ ପୋଲିସ। ଏଥିପାଇଁ ଆରମ୍ଭ କରିଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯାହାର ନାଁ ଡିମ୍ସ। ବିଶେଷ କରି  ନିଶାସକ୍ତ ଯୁବକମାନଙ୍କୁ ଏହି…
Read More...

ପଠାଇଲେ ବ୍ଲାଙ୍କ୍ ମେସଜେ, ଖୋଲୁ ଖୋଲୁ ବ୍ୟାଙ୍କ ଆକାଉଣ୍ଟରୁ ଉଡିଗଲା ୧ ଲକ୍ଷ ୧୫ ହଜାର ଟଙ୍କା

ଓଡିଆ ନ୍ୟୁଜ୍(ବ୍ୟୁରୋ): ସାଇବର ଠକଙ୍କ ବଦଳୁଛି ଲୁଟର  ତରିକା। ଟିକିଏ ସାବଧାନ ନହେଲେ ଚାଲିଯିବ ସଞ୍ଚିତ କଷ୍ଟ ଉପର୍ଜିତ ଟଙ୍କା । ବିଶେଷ କରି ପ୍ରେମ ସପ୍ତାହ ରେ ପ୍ରେମୀ ଯୁଗଳଙ୍କୁ କରୁଛନ୍ତି ଟାର୍ଗେଟ। ରାଜଧାନୀର ଦୀପକ…
Read More...