ୟୁପି ନିର୍ବାଚନ୨୦୨୨; ଆଜି ସଂକଳ୍ପ ପତ୍ର ଜାରି କରିବ ବିଜେପି

ୟୁପି ନିର୍ବାଚନ୨୦୨୨: ୟୁପି ବିଧାନସଭା ନିର୍ବାଚନ ପାଇଁ ଆଜି ମଙ୍ଗଳବାର ସକାଳ ୧୦.୩୦ ସମୟରେ ଲୋକ କଲ୍ୟାଣ ସଂକଳ୍ପ ପତ୍ର ଜାରି କରିବ ବିଜେପି। ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆଧାରରେ ପ୍ରଥମ ପର୍ଯ୍ୟାୟ ପ୍ରଚାର…
Read More...

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ଜଣେ ଆତଙ୍କବାଦୀ ମୃତ

ସୋମବାର କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।  ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।ନିହତ ଆତଙ୍କବାଦୀକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ…
Read More...

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ନାଁରେ ମାମଲା ରୁଜୁ; ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ

ସୋମବାର ଗୃହ ବିଭାଗର ନିର୍ଦ୍ଦେଶରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନର ବିଭିନ୍ନ ବିଭାଗ ଅଧୀନରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି…
Read More...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି; ଦୁଇ ସପ୍ତାହ ମଧ୍ୟରେ ସୁପରଟେକ୍ ଏମେରାଲ୍ଡ କୋର୍ଟର ଉଭୟ ଟାୱାର ଭାଙ୍ଗିବାକୁ…

ଦୁଇ ସପ୍ତାହ ମଧ୍ୟରେ ନୋଏଡାସ୍ଥିତ ସୁପରଟେକ୍ ଏମେରାଲ୍ଡ କୋର୍ଟର ଦୁଇଟି ୪୦ ମହଲା ବିଶିଷ୍ଟ ଟାୱାର ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଏକ…
Read More...

ଲାଞ୍ଚ ନେବାବେଳେ ଧରାପଡିଲେ ଥାନା ଅଧିକାରୀ

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଅଧିକାରୀ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଜିଲ୍ଲା ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି। ଏହାପରେ ଭିଜିଲାନ୍ସ ଟିମ…
Read More...

ମାର୍ଚ୍ଚରେ ଆରଆରଆର ରିଲିଜ୍

ପ୍ରତୀକ୍ଷିତ ଫିଲ୍ମ ଆରଆରଆର। ରିଲିଜ୍ ପୂର୍ବରୁ ସିନେପ୍ରେମୀଙ୍କ ଗହଣରେ ବେଶ ଲୋକପ୍ରିୟତା ହାସଲ କରି ସାରିଥିବା ଫିଲ୍ମ ଆରଆରଆର କେବେ ପ୍ରେକ୍ଷାଳୟକୁ ଆସିବ । ତେବେ ଏହାର ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ଫିଲ୍ମ ନିର୍ମାତା…
Read More...

୨୧ ଦିନିଆ ପାରୋଲରେ ସିର୍ସା ଡେରା ମୁଖ୍ୟ ଗୁରୁମିତ ରାମ ରହୀମ

ବଳାତ୍କାର ଓ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଥିବା ସିର୍ସା ଡେରା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ୨୧ ଦିନ ପାରୋଲ ମିଳିଛି। ସେ ରୋହତକ ସୁନାରିଆ ଜେଲରୁ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ସର୍ବପ୍ରଥମେ,…
Read More...

ଆଗକୁ ପୌର ନିର୍ବାଚନ;୧୦ରେ ଇଲେକ୍ସନ କମିଶନଙ୍କ ସର୍ବଦଳୀୟ ବୈଠକ

ଆଗକୁ ଆସୁଛି ପୌର ନିର୍ବାଚନ। ଏନେଇ ଆଗାମୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛି ରାଜ୍ୟ ନିର୍ବାଚନ କମିଶନ। ଅବାଧ ଏବଂ ସ୍ଵଚ୍ଛ ପୌର ନିର୍ବାଚନ ଲାଗି ସବୁ ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିବା ନିର୍ବାଚନ କମିଶନ।  ୧୦…
Read More...

ଜେଏନୟୁର ନୂତନ କୁଳପତି ହେଲେ ଜଣେ ମହିଳା; ଜେଏନୟୁର ପ୍ରଥମ ମହିଳା ଉପାଧ୍ୟକ୍ଷ

ଜେଏନୟୁର ନୂତନ କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତଙ୍କୁ ନିଯୁକ୍ତି ଦିଆଯାଇଛି | ପଣ୍ଡିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ନୂତନ କୁଳାଧିପତି ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ହେବେ। ସେ ଜେଏନୟୁର…
Read More...

ମାତିଛନ୍ତି ସାଇବର ଲୁଟେରା; ଅଭିଯୋଗ ପରେ ୫ ଗିରଫ

ମାତିଛନ୍ତି ସାଇବର ଲୁଟେରା। ଚାହୁଁ ଚାହୁଁ ହୋଇଯାଇଛି ଆକାଉଣ୍ଟ ଖାଲି। ବାଲେଶ୍ୱର ସାଇବର ଥାନା ପୋଲିସ ହାବୁଡ଼ରେ ସାଇବର ଲୁଟେରା। ବ୍ୟାଙ୍କ୍‌ ଆକାଉଣ୍ଟକୁ ହାକ୍‌ କରି ଲୁଟ ଘଟଣାର ପର୍ଦ୍ଦଫାସ କରିଛି ବାଲେଶ୍ୱର ପୋଲିସ । ଏହି…
Read More...