ଆଜି ପୁଣି ଜମ୍ମୁରେ ଉଡ଼ିଲା ଅଜ୍ଞାତ ଡ୍ରୋନ୍, ହିନ୍ଦୁସ୍ତାନକୁ ଘେରିବାକୁ ଚାଲିଛି ଷଡ଼ଯନ୍ତ୍ର
ଜମ୍ମୁରେ ଡ୍ରୋନ୍ ଉଡ଼ିବା କିଛିଦିନ ଧରି ଏକ ସାମାନ୍ୟ ଘଟଣା ହୋଇଗଲାଣି । ଆଜି ସକାଳୁ ଜମ୍ମୁର କୁଞ୍ଜୱାନି ଏୟାର ଫୋର୍ସ ସିଗନାଲ ଉପରେ ଦୁଇଟି ଅଜ୍ଞାତ ଡ୍ରୋନ ଉଡ଼ୁଥିବାର ଦେଖାଯାଉଥିଲା । ଏହି ଘଟଣା ପରେ ଜମ୍ମୁ ଏୟାରବେସ…
Read More...
Read More...