ପିଜି ଆଡ଼ମିଶନ ବିଜ୍ଞପ୍ତି: ଅଗଷ୍ଟ ୭ରେ ମେଧା ତାଲିକା

ଓଡ଼ିଆ ନ୍ୟୁଜ୍: ସ୍ନାତକୋତ୍ତର ପାଠ୍ୟକ୍ରମରେ (ପିଜି) ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍‌ ପିଜି…
Read More...

ବିରୋଧୀଙ୍କ ହଙ୍ଗାମା ଭିତରେ ଲୋକସଭାରେ ପେପର୍‌ ଲିକ୍ ରୋକିବାକୁ ଆସିଲା ବିଲ୍

ଓଡ଼ିଆ ନ୍ୟୁଜ୍: ବିରୋଧୀଙ୍କ ହଙ୍ଗାମା ଭିତରେ ଲୋକସଭାରେ ପେପର୍‌ ଲିକ୍ ରୋକିବାକୁ ଆସିଲା ବିଲ୍ । ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନପତ୍ର ନିରୋଧୀ ବିଲ୍ ଉପସ୍ଥାପିତ କରିଛନ୍ତି ସରକାର । ଲୋକସଭାରେ…
Read More...

୧୪ହଜାର ଅଭିଯୋଗର ସମାଧନ କଲେଣି ସିଏମ୍ ମୋହନ

ଓଡ଼ିଆ ନ୍ୟୁଜ୍: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର…
Read More...

ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଆସିଲା ବିଜ୍ଞପ୍ତି

ଓଡ଼ିଆ ନ୍ୟୁଜ୍: ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଆସିଲା ବିଜ୍ଞପ୍ତି। ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ…
Read More...

କାଲି ବଡ଼ଦେଉଳରେ ମିଳିବ ନୀଳାଚଳ ଅବଢ଼ା

ଓଡ଼ିଆ ନ୍ୟୁଜ୍: ଆସନ୍ତା କାଲି ବଡ଼ଦେଉଳରେ ମିଳିବ ନୀଳାଚଳ ଅବଢ଼ା। ୨୭ ଦିନ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦିକୁ ଫେରିଯିବେ ନୀଳାଦ୍ରିନାଥ। ସ୍ନାନପୂର୍ଣ୍ଣମୀ ପରଠାରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ…
Read More...

ଆଜି ପବିତ୍ର ‘ନୀଳାଦ୍ରି ବିଜେ’: ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

ଓଡ଼ିଆ ନ୍ୟୁଜ୍: ଦୀର୍ଘ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦି ଆଜି ପୁଣି ଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆବିର୍ଭାବରେ ହସିଉଠିବ। ସ୍ନାନଯାତ୍ରା ପରର ଅଣସର ଗୁପ୍ତନୀତି ଏବଂ ଜନ୍ମବେଦି ଗୁଣ୍ଡିଚାଘରର ଲୀଳାଖେଳା…
Read More...

ଥାନାରେ ଏତଲା ଦେଲେ ଦାନ ମାଝୀ

ଓଡ଼ିଆ ନ୍ୟୁଜ୍: ଥାନାରେ ଏତଲା ଦେଲେ ଦାନ ମାଝୀ। ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ତାଙ୍କ ନାଆଁରେ ଏତଲା ଦେଇଛନ୍ତି ବହୁ ଚର୍ଚ୍ଚିତ ଦାନ ମାଝୀ। ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ଏତଲା ଦେଇଛନ୍ତି। ଦାନ…
Read More...

ପୁଣି ସୀମାନ୍ତରେ ମାଓବାଦୀ ସକ୍ରିୟ, ମାରିଲେ ପୋଷ୍ଟର ଓ ବ୍ୟାନର

ଓଡ଼ିଆ ନ୍ୟୁଜ୍: ପୁଣି ମାଲକାନଗିରି ସୀମାନ୍ତରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି। ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଓ…
Read More...

ମହାନଦୀର ବନ୍ୟାଜଳ ଛୁଇଁଲା ଭଟ୍ଟାରିକା ମନ୍ଦିର

ଓଡ଼ିଆ ନ୍ୟୁଜ୍: ମହାନଦୀର ଉପରମୁଣ୍ଡରେ ଅବିରତ ବର୍ଷା ପରେ ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏହାର ପ୍ରଭାବରେ କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଟ୍ଟାରିକା ମନ୍ଦିର ନିକଟରେ ବନ୍ୟାଜଳ…
Read More...

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ଓଡ଼ିଆ ନ୍ୟୁଜ୍: ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷକରି ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି…
Read More...