ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅକ୍ଷତ ବଣ୍ଟନ ସରିଲା । ଏବେ ଗାଁ ରେ କଳସ ସୋଭା ଯାତ୍ରା ରେ ଶ୍ରି ରାମ ନାମ ରେ ପ୍ରକମ୍ପିତ ପୁର ପଲ୍ଲୀ ମସ୍ତିପୁଟ ଗ୍ରାମ। ମସ୍ତିପୂଟ ଗ୍ରାମ ମନ୍ଦୀର ରେ ହୋଜାର ହଜାର ହଜାର ସଂଖ୍ୟାରେ ରାମ ଭକ୍ତ ଙ୍କ ଉପସ୍ଥିତ ରହି, ଭଜନ କୀର୍ତ୍ତନ ଏବେ ଠାରୁ ଆରମ୍ଭ ହେଇଶାରିଲା l ଆଉ ଗୋଟିଏ ଦିନ ବାକି ରହିଲା 22ତାରିଖ ରେ ଥିବା ଶ୍ରୀ ରାମ ଙ୍କ ମନ୍ଦିର ପ୍ରତିଷ୍ଠା ଆଗାମୀ ପୌଷ ଶୁକ୍ଲପକ୍ଷ ଦ୍ବାଦଶୀ, ବିକ୍ରମ ସମ୍ୱତ -୨୦୮୦, ସୋମବାର ( ଦିନାଙ୍କ ୨୨ ଜାନୁୟାରୀ ୨୦୨୪ ) ର ଶୁଭ ଦିନରେ ପ୍ରଭୁ ଶ୍ରୀରାମଙ୍କ ନୂତନ ନୂତନ ବିଗ୍ରହକୁ ବିଗ୍ରହକୁ ଶ୍ରୀରାମ ଜନ୍ମଭୂମିରେ ନିର୍ମିତ ହେଉଥିବା ନୂତନ ମନ୍ଦିରର ଗର୍ଭ ଗୃହରେ ବିରାଜିତ ବିରାଜିତ କରାଯାଇ ପ୍ରାଣ ପ୍ରତିଷ୍ଠା କରାଯିବା ଅବସର ରେ ମସ୍ତିପୁଟ ଗାଁ ଲୋକେ ନିଜ ଘର ଦାଣ୍ଡ ରେ, ଝୂଟି ପଡ଼ିଶାରିଲା। କଳସ , ଦୀପ ଲାଗିଲା।
ସମସ୍ତ ଙ୍କ ସାମୁହିକ ଧ୍ୱନି ରେ ରାମ ଙ୍କ ନାରା ହୃଦୟ ରୁ ବାହାରି ଆସୁଛି। ଛଟ ଛୁଆ ରୁ ବୃଦ୍ଧା, ମହିଳା ଙ୍କ ନାରଙ୍ଗୀ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା ରେ ଲାଗି ପଡ଼ିଛନ୍ତି। ଗାଁ ସାରା ଝୁଟି ରଙ୍ଗ ବେରଙ୍ଗ ର ଚିତ୍ର ଆଙ୍କିବା ରେ ଲାଗି ପଡ଼ିଛନ୍ତି ସମସ୍ତେ। ଏହି ଶୁଭ ଅବସରରେ ଅଯୋଧ୍ୟାରେ ଅଭୂତପୂର୍ବ ତପୂର୍ବ ଆନନ୍ଦମୟ ଆନ ବାତାବରଣ ସୃଷ୍ଟି ହେବ ,ଯାହାକି କୋରାପୁଟ ଜିଲ୍ଲାର ଭକ୍ତ ମୟ ପରିବେଶ ଚିତ୍ର ରୁ ପ୍ରମାଣ ହେଉଚି। ମନ୍ଦୀର ପ୍ରାଣ ପ୍ରତିଷ୍ଠା ଦିବସରେ ( ଦିବା ୧୧ ରୁ ୧ ଟା ମଧ୍ଯରେ ) ନିଜ ଗ୍ରାମ, ପଡା, କଲୋନୀ, ସହରରେ ଥିବା ମନ୍ଦିରରେ ସମସ୍ତ ରାମଭକ୍ତଙ୍କୁ ଏକତ୍ରିତ କରି ଭଜନ, କୀର୍ତ୍ତନର ଆୟୋଜନ ହେବ ।
ଟେଲିଭିଜନ ପ୍ରସାରଣକୁ ବଡ ପରଦାରେ (ଏଲ.ଇ.ଡି. ସ୍କ୍ରୀନ ) ଲଗାଇ ଅଯୋଧ୍ୟା ଯୋଧ୍ୟାରେ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହକୁ ଲୋକ ମାନେ ନିଜୋ ଘରେ ରହି ଦେଖିବେ। ଶଙ୍ଖଧ୍ବନି, ଘଣ୍ଟଧ୍ବନି ସହ ଆରତୀ ଏବଂ ପ୍ରସାଦ ବିତରଣ କରିବେ । ଆଜି କୋରାପୁଟ ସହର ର ସମସ୍ତ ମାର୍ଗ ରେ ରାମ ମନ୍ଦୀର ରୁ ଭକ୍ତ ଙ୍କ ଆଗମନ ସହିତ ଜିଲ୍ଲାର 14ଟି ବ୍ଲକ୍ ରେ ଥିବା ନିଜ ଗ୍ରାମ ଓ ସହରରେ ପାଳନ କରିବେ ସାମୁହିକ ଧ୍ୱନି ସ୍ୱର ଉଠିବ ଜୟ ଶ୍ରୀ ରାମ ।