#Odianews ବାଲେଶ୍ବରରୁ ଗଞ୍ଜେଇ ଜବତ Odia News Jan 25, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ତାଳସାରି ଥାନା ଦୀଘା ବୋର୍ଡର ନିକଟରେ ଥିବା ନାକା ପଏଣ୍ଟ ରୁ ଗଞ୍ଜେଇ ଭର୍ତ୍ତି ଆଟାଚି ସହ ମୋବାଇଲ୍ ଫୋନ୍ ଜବତ, ଜଣେ ଗିରଫ, ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ଜଳେଶ୍ୱର… Read More...
#Odianews ପୂର୍ବତନ ବିଧାୟକଙ୍କୁ ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି Odia News Jan 22, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ବର ରେ ପହଞ୍ଚିଲା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପାର୍ଥିବ ଶରୀର, ଅଞ୍ଚଳ ବାସିଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ। ସୂଚନା ଅନୁସାରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଦୁଇ ଦୁଇ ଥର ର… Read More...
#Odianews ଡିଭିଜନ ଅଫିସ ସମ୍ମୁଖରେ ବିଶାଳ ପ୍ରତିବାଦ ସମାବେଶ Odia News Jan 19, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ଟାଟା ପାୱାର ଡିଭିଜନର ଜୁଲୁମ ଓ ଶୋଷଣ ବିରୁଦ୍ଧରେ ଉଠାଜଳସେଚନ ପ୍ରକଳ୍ପ ର ମାଲିକ ଓ ଚାଷୀ ମାନଙ୍କ ପକ୍ଷରୁ ଡିଭିଜନ ଅଫିସ ସମ୍ମୁଖରେ ବିଶାଳ ପ୍ରତିବାଦ ସମାବେଶ । ଉଠା… Read More...
#Odianews ଚୋରା ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ଶୋଭାଯାତ୍ରା Odia News Jan 15, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ଜନନୀ ପାରିବାର ପକ୍ଷରୁ ଜନନୀ ପାରିବାର ସଭାପତି ଜ୍ୟୋତ୍ସ୍ନା ରାଣୀ ମାହାନ୍ତିଙ୍କ ନେତୃତ୍ୱ ରେ ଶନିବାର ଗାଆଁ ଗାଆଁରୁ ଚୋରା ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ… Read More...
#Odianews ସ୍ବାଭିମାନ ମଞ୍ଚ ପକ୍ଷରୁ ସ୍ୱାଧିକାର ସମାବେଶ ଅନୁଷ୍ଠିତ Odia News Jan 12, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ କାଳିପଦା ବଜାର ଠାରେ ବାଲିଆପାଳିଆ ସ୍ବାଭିମାନ ମଞ୍ଚ ପକ୍ଷରୁ ସ୍ୱାଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁସାରେ ବାଲିଆପାଳ ବ୍ଲକ ରେ ସମସ୍ତ ଭିତି… Read More...
#Odianews ସ୍ନାନ କରିବାକୁ ଯାଇ ଯୁବକ ମୃତ Odia News Jan 9, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ରାଜଘାଟ ବାରୁଣୀ ପଡ଼ିଆ ଠାରେ ସୁବର୍ଣ୍ଣରେଖା ନଦୀ ରେ ସ୍ନାନ କରିବାକୁ ଯାଇ ଯୁବକ ମୃତ। ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଜହ୍ନା ଅଞ୍ଚଳ ର ୭୦ ରୁ ଉର୍ଦ୍ଧ୍ବ… Read More...
#Odianews ଆମରଣ ଅନଶନରେ ବସିବେ ସରପଞ୍ଚ ଓ ସମିତି ସଦସ୍ୟ ସଂଘ Odia News Jan 4, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି ପୁଣି ଆଠ ତାରିଖ ରୁ ଆମରଣ ଅନଶନ ରେ ବସିବେ ସରପଞ୍ଚ ଓ ସମିତି ସଦସ୍ୟ ସଂଘ। ସୂଚନା ଅନୁସାରେ ବାଲିଆପାଳ ବିଡ଼ିଓ… Read More...
#Odianews ଟାଟା ପାୱାର ର କୃଷକ ମାରାଣ ନୀତି କୁ ବିରୋଧ Odia News Dec 30, 2023 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ବର ଟାଟା ପାୱାର ର କୃଷକ ମାରାଣ ନୀତି କୁ ବିରୋଧ କରି କୃଷକ ସଂଗ୍ରାମ ମଞ୍ଚ ପକ୍ଷରୁ ଚାଷୀ ମାନଙ୍କୁ ନେଇ ବାସନ୍ତୀ ପଡିଆରେ ଗଣ ସମ୍ମିଳନୀ ଅନୁଷ୍ଠିତ। ସୂଚନା ଅନୁସାରେ ଟାଟା ପାୱାର ଚାଷୀ… Read More...
#Odianews ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନୀ Odia News Dec 30, 2023 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଛମୈ।ଜ ସ୍ଥିତ ମାଧବ ଚନ୍ଦ୍ର ଶିବନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୈ।ରହରି… Read More...
#Odianews ଆଦିବାସୀ ଅଧିକାର ସମାବେଶ ଅନୁଷ୍ଠିତ Odia News Dec 22, 2023 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ଅଞ୍ଚଳ ର ଶ୍ଯାମନଗର ପଞ୍ଚାୟତ ର ରଘୁନାଥପୁର ଠାରେ ରାଇବଣିଆ ଆଦିବାସୀ ଅଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି।ରାଇବଣିଆ ଅଞ୍ଚଳ ର ଆଦିବାସୀ ମାନେ କୈ।ଣସି… Read More...