Browsing Tag

DELHI

ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ପୁଣି ଭୂମିକମ୍ପ । ଭୂମିକମ୍ପ ଝଟକାରେ ପୁଣି ଥରିଲା ଦିଲ୍ଲୀ । ଲଗାତାର ୪୮ ଘଣ୍ଟା ଭିତରେ ୨ ଥର ଦିଲ୍ଲୀକୁ ଲାଗିଲାଣି ଭୂକମ୍ପର ଝଟକା । ଆଜି ସଞ୍ଜରେ ପୁଣି ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି…
Read More...

ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ

ଓଡ଼ିଆ ନ୍ୟୁଜ୍: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ବେହାଲ୍ ହେଲା ଦିଲ୍ଲୀ ସହର । ସହରର ବିଭିନ୍ନ ସ୍ଥାନ ଜଳମଗ୍ନ । ପ୍ରବଳ ବର୍ଷା ଯୋଗୁଁ ୪୯ ବିମାନର ଗତି ପଥ ପରିବର୍ତ୍ତନ କରାଯାଇଛି । ଏଥିରେ ୧୭ଟି ଆନ୍ତର୍ଜାତୀୟ…
Read More...

ଭାରତ ପାକିସ୍ତାନ ଯୁଦ୍ଧ, ଦିଲ୍ଲୀରେ ହାଇ ଆଲର୍ଟ ଜାରି

ଓଡ଼ିଆ ନ୍ୟୁଜ୍: ଗତକାଲି ରାତିଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଥିବା ବେଳେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବା ସହିତ ସମସ୍ତ ସହରର ସରକାରୀ…
Read More...

ଅଦିନିଆ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ

 ଓଡ଼ିଆ ନ୍ୟୁଜ୍: ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଏନସିଆରରେ ବର୍ଷା ସହ ପବନ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଛି । କିଛି ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ ହୋଇଛି । ହେଲେ ବର୍ଷା ହେତୁ ସ୍ଥିତି…
Read More...

କେନ୍ଦ୍ରକୁ ଡେପୁଟେସନରେ ଯିବେ ଆଉ ୨ ବରିଷ୍ଠ IPS

ଓଡ଼ିଆ ନ୍ୟୁଜ୍: କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍‌ ଅଫିସର। ବିଏସ୍‌ଏଫ୍‌ ଆଇଜି ଭାବେ ଆଇପିଏସ୍‌ ରବିକାନ୍ତ ଡେପୁଟେଶନରେ ଯିବେ। ସେହିଭଳି ଆଇପିଏସ୍‌ ଅଫିସର ମିତ୍ରଭାନୁ ମହାପାତ୍ର ୫ ବର୍ଷ ଲାଗି…
Read More...

ଦିଲ୍ଲୀରେ ବଦଳିଲା ୧୨ ବର୍ଷର ସରକାର, ବିଜେପିକୁ ମିଳିଲା ଏକକ ସଂଖ୍ୟାଗରିଷ୍ଠତା

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ବଦଳିଲା ୧୨ ବର୍ଷର ସରକାର, ବିଜେପିକୁ ମିଳିଲା ଏକକ ସଂଖ୍ୟାଗରିଷ୍ଠତା। ଦୀର୍ଘ ୨୭ ବର୍ଷ ପରେ ସରକାର ଗଢିବାକୁ ସକ୍ଷମ ହୋଇଛି ବିଜେପି ଆଉ ମାଟି କାମୁଡି ପଡିଛି ୧୨ ବର୍ଷର ଆପ୍ ସରକାର। ଜନଶକ୍ତି…
Read More...

ଆଉ ଦିନ କେଇଟାରେ ଦିଲ୍ଲୀ ନିର୍ବାଚନ, କଂଗ୍ରେସ ଗଠନ କଲା ଇଗଲ ଟିମ୍

ଓଡ଼ିଆ ନ୍ୟୁଜ୍: ଆଉ ଦିନ କେଇଟାରେ ଦିଲ୍ଲୀ ନିର୍ବାଚନ। ଏହାକୁ ଆଖି ଆଗରେ ରଖି କଂଗ୍ରେସ ଗଠନ କଲା ଇଗଲ ଟିମ୍। କଂଗ୍ରେସ ଦଳ ରବିବାର ଦିନ EAGLE (ନେତା ଏବଂ ବିଶେଷଜ୍ଞମାନଙ୍କର କ୍ଷମତାପ୍ରାପ୍ତ କାର୍ଯ୍ୟ ଗୋଷ୍ଠୀ) କମିଟି…
Read More...

ଅତିଶି କହିଲେ ‘ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ରମେଶ ବିଧୁଡି’

ଓଡ଼ିଆ ନ୍ୟୁଜ୍: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଜାରି ରହିଛି ବିଜେପି ଆପ୍ ମଧ୍ୟରେ ଆରୋପ-ପ୍ରତ୍ୟାରୋପ। ଏହି ସମୟରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ବିରୋଧୀ ଦଳ ବିଜେପି ସମ୍ପର୍କରେ ଏକ ବଡ଼ ଦାବି…
Read More...

ଇଡିର ଅଷ୍ଟମ ନୋଟିସକୁ ଏଡ଼ାଇବା ପରେ କୋର୍ଟ କେଜ୍ରିଓ୍ବାଲଙ୍କୁ ସମନ ଜାରି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ । ଇଡିର ଅଷ୍ଟମ ନୋଟିସକୁ ଏଡ଼ାଇବା ପରେ କୋର୍ଟ କେଜ୍ରିଓ୍ବାଲଙ୍କୁ ସମନ ଜାରି…
Read More...

ସୁପ୍ରିମକୋର୍ଟରେ ପହଞ୍ଚିଲା ଦିଲ୍ଲୀ ଅଧ୍ୟାଦେଶ ମାମଲା

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଦିଲ୍ଲୀ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଉପରେ କେନ୍ଦ୍ର ସରକାରଙ୍କ ଆଦେଶର ମାମଲା ସୋମବାର, ଜୁଲାଇ 10 ରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ନିୟମକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାର…
Read More...